Browsing Tag

Gyanvapi Case

ଜ୍ଞାନବ୍ୟାପୀ ମାମଲା: ହିନ୍ଦୁ ପୂଜା ଅନୁମତି କାଏମ, ମୁସଲିମ ପକ୍ଷଙ୍କ ଆବେଦନ ଖାରଜ

ବ୍ୟାସଙ୍କ ତହଖାନାରେ ପୂଜାକୁ ନେଇ ଆହ୍ଲାବାଦ ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅଦାଲତ ମାମଲାର ଶୁଣାଣି କରିବା ପରେ ମୁସଲିମ ପକ୍ଷକୁ ଶକ୍ତ ଝଟ୍କା ଲାଗିଛି । କୋର୍ଟ ମୁସଲିମ ପକ୍ଷଙ୍କ ଆଦେବନକୁ ଖାରଜ କରି କହିଛନ୍ତି ଯେ, ତହଖାନାରେ ପୂଜା ପାଠ ଜାରି ରହିବ । ଗତ କିଛି ଦିନ ତଳେ ବାରଣାସୀ…

ଜ୍ଞାନବ୍ୟାପୀ: ବ୍ୟାସ ବେସ୍‌ମେଣ୍ଟରେ ୮ ମୂର୍ତ୍ତିର ହେଲା ପୂଜା, କୋର୍ଟଙ୍କ ଆଦେଶ ପରେ ବିଳମ୍ବିତ ରାତିରେ ବନ୍ଦୋବସ୍ତ…

ଜ୍ଞାନବ୍ୟାପୀର ବ୍ୟାସ ବେସ୍‌ମେଣ୍ଟରେ ହିନ୍ଦୁ ଦେବତାଙ୍କ ପୂଜା ଆରମ୍ଭ ହୋଇଛି । କୋର୍ଟଙ୍କ ଆଦେଶ ପରେ ପ୍ରଶାସନ ଗତକାଲି ବିଳମ୍ବିତ ରାତି ସାଢ଼େ ୧୨ଟା ସୁଦ୍ଧା ସମସ୍ତ ବନ୍ଦୋବସ୍ତ କରି ପୂଜାପାଠ ଆରମ୍ଭ କରାଇଛି । ଭଗବାନ ଶିବଙ୍କ ସମେତ ୮ ଦେବତାଙ୍କୁ ପୂଜା କରାଯିବା ସମୟର ଭିଡିଓ ଏବେ ସାମ୍ନାକୁ…

ଜ୍ଞାନବ୍ୟାପୀ: ହିନ୍ଦୁ ପକ୍ଷଙ୍କୁ ମିଳିଲା ପୂଜା କରିବାର ଅଧିକାର, ୭ ଦିନରେ ବ୍ୟବସ୍ଥା କରିବାକୁ କୋର୍ଟଙ୍କ ଆଦେଶ

ବାରାଣସୀର ଜିଲ୍ଲା କୋର୍ଟ ହିନ୍ଦୁ ପକ୍ଷଙ୍କ ଅଧିକାରକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜ୍ଞାନବ୍ୟାପୀର ବ୍ୟାସ ବେସ୍‌ମେଣ୍ଟରେ ହିନ୍ଦୁ ପକ୍ଷଙ୍କୁ ମିଳିଛି ପୂଜା କରିବାର ଅଧିକାର । ଏହାସହିତ ଜିଲ୍ଲା ପ୍ରଶାସନକୁ ବ୍ୟାରିକେଡିଙ୍ଗ୍‌ରେ ୭ ଦିନ ଭିତରେ ବ୍ୟବସ୍ଥା କରିବାକୁ କୋର୍ଟ ଆଦେଶ ଜାରି…

ଜ୍ଞାନବ୍ୟାପୀ ମସ୍‌ଜିଦ ମାମଲା: ଆହ୍ଲାବାଦ ହାଇକୋର୍ଟରୁ ମୁସଲମାନ ପକ୍ଷକୁ ବଡ଼ ଝଟ୍‌କା, ସମସ୍ତ ଆବେଦନ ଖାରଜ

ବାରାଣସୀର ଜ୍ଞାନବ୍ୟାପୀ ମସ୍‌ଜିଦ ମାମଲାରେ ମୁସ୍‌ଲିମ ପକ୍ଷକୁ ବଡ଼ ଝଟ୍‌କା ଲାଗିଛି। ଆହ୍ଲାବାଦ ହାଇକୋର୍ଟ ଅଞ୍ଜୁମନ ଇନ୍ତେଜାମିଆ ମସ୍‌ଜିଦ କମିଟି ଏବଂ ଅନ୍ୟ ସମସ୍ତ ୫ ଆବେଦନକୁ ଖାରଜ କରିଛନ୍ତି। ବାରାଣସୀ କୋର୍ଟରେ ହିନ୍ଦୁ ପକ୍ଷ ଦ୍ୱାରା ଦାଖଲ ସିଭିଲ୍ ମକଦ୍ଦମାକୁ ହାଇକୋର୍ଟ ଶୁଣାଣି…

ଜ୍ଞାନବ୍ୟାପୀ ମାମଲା: ବନ୍ଦ ଲଫାଫାରେ କୋର୍ଟଙ୍କୁ ସର୍ଭେ ରିପୋର୍ଟ ଦାଖଲ କଲା ASI

ବାରାଣସୀର ଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ଆଜି ବାରାଣସୀ ଜିଲ୍ଲା କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିଛି ଏଏସ୍‌ଆଇ। ରିପୋର୍ଟକୁ ଧଳା ରଙ୍ଗର ସିଲ୍‌ବନ୍ଦ ଲଫାଫାରେ ଦାଖଲ କରାଯାଇଛି। ଏଏସ୍‌ଆଇର ଅତିରିକ୍ତ ନିର୍ଦ୍ଦେଶକ ଜିଲ୍ଲା ଜଜ୍‌ ଏକେ ବିଶ୍ୱେସଙ୍କ ନିକଟରେ ସର୍ଭେ ରିପୋର୍ଟ ଉପସ୍ଥାପନ…

ଆହ୍ଲାବାଦ ହାଇକୋର୍ଟଙ୍କ ସବୁଜ ସଙ୍କେତ: ଜ୍ଞାନବ୍ୟାପୀ ପରିସରରେ ହେବ ASI ସର୍ଭେ; ସୁପ୍ରିମ୍‌କୋର୍ଟ ଯିବେ ମୁସ୍‌ଲିମ…

ଜ୍ଞାନବ୍ୟାପୀ ମସ୍‌ଜିଦ ପରିସରରେ ହେବ ଏଏସ୍‌ଆଇ ସର୍ଭେ। ଏହାକୁ ଗୁରୁବାର ସବୁଜ ସଙ୍କେତ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ମୁସଲିମ ପକ୍ଷର ଆବେଦନକୁ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI)କୁ ଜ୍ଞାନବ୍ୟାପୀରେ ବୈଜ୍ଞାନିକ ସର୍ଭେ କରିବାକୁ ନିର୍ଦ୍ଦେଶ…

‘ଜ୍ଞାନବ୍ୟାପୀ ଭିତରେ ତ୍ରିଶୂଳ କ’ଣ କରୁଛି? ଏହାକୁ ମସ୍‌ଜିଦ କହିବା ଐତିହାସିକ ଭୁଲ୍‌’: ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ…

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବ୍ୟାପୀ ମାମଲାରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜ୍ଞାନବ୍ୟାପୀକୁ ମସ୍‌ଜିଦ କହିବା ଐତିହାସିକ ଭୁଲ୍‌। ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ମସ୍‌ଜିଦ ପରିସର କାନ୍ଥରେ ତ୍ରିଶୂଳର କ’ଣ ବ୍ୟବହାର…

ଜ୍ଞାନବାପି ମସଜିଦ୍‌ ପରିସରରେ ASI ସର୍ଭେକୁ ମିଳିଲା ଅନୁମତି, ମୁସଲିମ୍‌ ପକ୍ଷ କରିଥିଲେ ବିରୋଧ

ବାରାଣସୀ କୋର୍ଟ ଜ୍ଞାନବାପି ସର୍ଭେ ପକ୍ଷରେ ରାୟ ଦେଇଛନ୍ତି। କୋର୍ଟ ASI ସର୍ଭେକୁ ଅନୁମୋଦନ କରିଛନ୍ତି। ବିବାଦୀୟ ଭାଗକୁ ଛାଡ଼ି ପୂରା ପରିସରର ASI ସର୍ଭେକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଜ୍ଞାନବାପି ମସଜିଦ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜୈନ…

ଜ୍ଞାନବାପୀ ମସଜିଦ୍‌ ରେ ଶିବ ଲିଙ୍ଗ ମାମଲା, କାର୍ବନ ଡେଟିଙ୍ଗ ପାଇଁ ହାଇକୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ : ଜ୍ଞାନବାପୀ ମାମଲାରେ ଏହ୍ଲାବାଦ ହାଇକୋର୍ଟ ଶୁଣାଇଛନ୍ତି ବଡ଼ ନିଷ୍ପତ୍ତି । କୁହାଯାଉଥିବା ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ଦେଇଛନ୍ତି ଅନୁମତି । କୋର୍ଟ ଏଏସଆଇ ବା ଭାରତୀୟ ପତ୍ନତତ୍ତ୍ୱ ବିଭାଗକୁ ସର୍ବେକ୍ଷଣ କରିବା ପାଇଁ ଅନୁମତି ଦେଇଛନ୍ତି । ଏଥିସହିତ ମଧ୍ୟ କୁହାଯାଇଛି ଯେ…

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷର ବିଜୟ! କୋର୍ଟ ମୁସଲମାନ ପକ୍ଷର ପିଟିସନକୁ କରିଦେଲେ ଖାରଜ

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷର ପିଟିସନକୁ ଶୁଣାଣି ଯୋଗ୍ୟ ମାନିଛନ୍ତି ବାରାଣସୀ କୋର୍ଟ। ଅଦାଲତଙ୍କ ନିଷ୍ପତ୍ତିରୁ ମୁସଲମାନ ପକ୍ଷକୁ ଝଟକା ଲାଗିଛି। କାହିଁକି ନା, କୋର୍ଟ ତାଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଉପରେ ହିନ୍ଦୁ ପକ୍ଷ କହିଛନ୍ତି ଯେ ଆମ ଅଧିକାରରେ…

ଜ୍ଞାନବାପୀ ମାମଲା ଗ୍ରହଣ ଯୋଗ୍ୟ ବୋଲି କହିଲେ କୋର୍ଟ, ହିନ୍ଦୁ ପକ୍ଷଙ୍କୁ ଆଶ୍ୱସ୍ତି

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଜ୍ଞାନବାପୀ ମାମଲାରେ ହିନ୍ଦୁପକ୍ଷଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଅଞ୍ଜୁମନ ଇସଲାମିଆ ମସଜିଦ କମିଟିର ଆବେଦନକୁ ଖାରଜ କଲେ ବାରଣାସୀ ଜିଲ୍ଲା କୋର୍ଟ। ଜ୍ଞାନବାପୀ ପରିସରରେ ପୂଜାର୍ଚ୍ଚନାକୁ ଅନୁମତି ଦେବାକୁ ୫ଜଣ ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲା…