ମଝି ରାସ୍ତାରେ ହୁତୁହୁତ ହୋଇ ଜଳିଲା ହଜ ଯାତ୍ରୀ ବସ୍, ଡ୍ରାଇଭରଙ୍କ ଯୋଗୁଁ ବଞ୍ଚିଗଲା ୪୦ ଜୀବନ
ହଜ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ରେ ନିଆଁ । ବସଟି ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି । ମହାରାଷ୍ଟ୍ରର ସତାରାରୁ ୪୦ ଜଣ ହଜ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ବସର ଇଲେକ୍ଟ୍ରି ବିୟରିଂରେ ସର୍ଟ ସର୍କିଟ ହେବା ଯୋଗୁଁ…