Browsing Tag

hand sanitizer

ସରକାରଙ୍କ ନିର୍ଦ୍ଦେଶ: ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ କରିବେ ବିଭିନ୍ନ ମଦ ଫ୍ୟାକ୍ଟ୍ରି, 45ଟି କମ୍ପାନୀକୁ ଦିଆଗଲା…

କରୋନା ଲଢେଇରେ ସବୁଠାରୁ ଅଧିକ କାମରେ ଆସୁଥିବା ଜିନିଷ ହ୍ୟାଣ୍ଡ ସାନିଟାଇଜରର ଉତ୍ପାଦନ ବୃଦ୍ଧି ପାଇଁ ସରକାର କେତେକ ନିଷ୍ପତ୍ତି ନେଇଛନ୍ତି । ସବୁଠାରୁ ଉତ୍ତମ ପଦକ୍ଷେପ ହେଉଛି, ମଦ ତିଆରି କରୁଥିବା 45 ଫ୍ୟାକ୍ଟ୍ରିକୁ ଏବେ ସାନିଟାଇଜର ଉତ୍ପାଦନ ଲାଗି ଲାଇସେନ୍ସ ଦିଆଯାଇଛି । ଉପଭୋକ୍ତା…

ଯେଉଁ ସାନିଟାଇଜରର ଆଜି ଏତେ ଚାହିଦା, ଜାଣନ୍ତୁ କିଏ ଓ କେମିତି କରିଥିଲେ ଏହାର ଆବିଷ୍କାର

ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବର୍ତ୍ତମାନ ସମୟରେ ବିଶ୍ୱ ପାଇଁ ଏକ ପ୍ରକାର ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି । ଏହି କାରଣରୁ ପୃଥିବୀର ମୃତ୍ୟୁସଂଖ୍ୟା ୨୧ ହଜାର ଛୁଇଁଲାଣି । ଲକ୍ଷାଧିକ ଲୋକ ବି ଏହି ମାରାତ୍ମକ ଭାଇରସରେ ଆକ୍ରାନ୍ତ ହେଲେଣି । ଏହି ମହାବିପତ୍ତିରୁ ରକ୍ଷା…

ବ୍ରହ୍ମପୁର ଶିଳ୍ପାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଉତ୍କର୍ସ ଆବିଷ୍କାର, ୩ ଶହଟି ହ୍ୟାଣ୍ଡ ସାନିଟାଇଜର ତିଆରି କରି…

କେନ୍ୟୁଜ୍(ବ୍ୟୁରୋ):  ବଜାରରେ ମାସ୍କ ଓ ହାଣ୍ଡ ସାନିଟାଇଟର ଅଭାବ । ଏପରିସ୍ଥିତିରେ ବ୍ରହ୍ମପୁର ଶିଳ୍ପ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ହ୍ୟାଣ୍ଡ ସାନିଟାଇଜର ତିଆରି କରିଛନ୍ତି । ସ୍ଥାନୀୟ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନସେସ୍‌ ଏଜୁକେସନ ଆଣ୍ଡ ରିସର୍ଚ୍ଚ-ଆଇଜର୍‌ ଲାବୋରେଟୋରୀ…

ବାରମ୍ବାର ସାନିଟାଜରର ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ, ଦେଖାଦେଇପାରେ ଏସବୁ ସମସ୍ୟା

ବର୍ତ୍ତମାନ କରୋନା ଯୋଗୁ ସମସ୍ତେ ଭୟଭୀତ ହୋଇ ରହିଛନ୍ତି। କେବଳ ସତର୍କ ରହିଲେ ହିଁ ଏହି ଭାଇରସ୍‌ କବଳରୁ ନିଜକୁ ବଞ୍ଚାଇ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏଥିସହ ବାରମ୍ବାର ହାତକୁ ସାବୁନ୍‌ କିମ୍ବା ସାନିଟାଇଜରରେ ଧୋଇବା ଦ୍ୱାରା ଜୀବାଣୁ ମୁକ୍ତ ହେବେ ବୋଲି…

ରାଜଧାନୀର ଅନେକ ମେଡିସିନ ଦୋକାନରେ ପୋଲିସର ଚଢ଼ାଉ, ସାନିଟାଇଜର ଓ ମାସ୍କକୁ ନେଇ କଳାବଜାରୀ କରଯାଉଥିବାର ଅଭିଯୋଗ

କେନ୍ୟୁଜ୍(ବ୍ୟୁରୋ): କରୋନା ପାଇଁ ସରକାର ଲୋକଙ୍କୁ ସଚେତନ କରୁଛନ୍ତି। ସେପଟେ ଅଭିଯୋଗ, ଆଶଙ୍କାର ଫାଇଦା ନେଇ କିଛି ବେପାରୀ କଳାବଜାରୀ କରୁଛନ୍ତି । ମେଡିସିନ୍‌ ଦୋକାନରେ ମିଳୁନି ସାନିଟାଇଜର୍‌, ହ୍ୟାଣ୍ଡ ଓ୍ଵାସ୍‌ ଓ ମାସ୍କ । ଷ୍ଟକ୍‌ ରଖିଛନ୍ତି, କିନ୍ତୁ ଗ୍ରାହକଙ୍କୁ ନିରାଶ କରୁଛନ୍ତି ।…

କରୋନା ଭାଇରସରୁ ରକ୍ଷା ପାଇଁ ହ୍ୟାଣ୍ଡ ସାନିଟାଇଜର କେତେ ପ୍ରଭାବୀ ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ସାରା ବିଶ୍ୱରେ କରୋନା ଭାଇରସ ଦ୍ରୁତଗିତରେ ବ୍ୟାପିବାରେ ଲାଗିଛି । ଏହାକୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ ଆରମ୍ଭରୁ ସ୍ୱଚ୍ଛତା ଏବଂ ରକ୍ଷଣାବେକ୍ଷଣ ଉପରେ ପରାମର୍ଶ ଦେଉଛନ୍ତି। ସର୍ବାଧିକ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ହାତରେ ଥିବାରୁ…

କରୋନା ଆତଙ୍କ : ଦୋକାନରେ ଅଭାବ ପଡିଲା ମାସ୍କ ଏବଂ ସାନିଟାଇଜର

ଦେଶରେ କରୋନା ଭାଇରସ ବ୍ୟାପିବା ମଧ୍ୟରେ ଦେଶର ରାଜଧାନୀ ଏବଂ ଆଖପାଖ ସହରର ଔଷଧ ଦୋକାନରେ ହ୍ୟାଣ୍ଡ ସାନିଟାଇଜର ଏବଂ ଫେସ୍‌ ମାସ୍କ କିଣିବା ପାଇଁ ଗହଳି ଦେଖିବାକୁ ମିଳିଛି। ଅନେକ ଅଞ୍ଚଳରେ ମଧ୍ୟ ଔଷଧ ଦୋକାନ ଏବଂ ସାନିଟାଇଜର ଏବଂ ମାସ୍କର ଭଣ୍ଡାର ଶେଷ ହୋଇସାରିଛି। ଏଥିସହ ଅନେକ ଦୋକାନରେ ଗତ…

ଏବେ ବଜାରର ନୁହେଁ ବ୍ୟବହାର କରନ୍ତୁ ଘରୋଇ ସାନିଟାଇଜର, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ସୁସ୍ଥ ଶରୀର ପାଇଁ ସଫାସୁତରା ରହିବା ନିତାନ୍ତ ଜରୁରୀ। ଖାସ୍‌ କରି ହାତକୁ ସବୁବେଳେ ସଫା ରଖିବା ଉଚିତ। ହାତକୁ ସଫାସୁତୁରା ରଖିଲେ ହିଁ ଆପଣ ଅନେକ ରୋଗକରୁ ମୁକ୍ତି ପାଇପାରିବେ। ହାତରେ ହିଁ ଆମେ ବିଭିନ୍ନ ପ୍ରକାର କାମ କରିଥାଉ। ଯେଉଁଥିପାଇଁ ହାତରେ ଅନେକ ଜୀବାଣୁ ରହିଥାନ୍ତି। ସବୁବେଳେ, ସବୁ…