Browsing Tag

hanged

ଦେବଗଡ : ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସନ୍ଦେହରେ ସ୍ତ୍ରୀ ଓ ପୁଅ ସମେତ ୫ ଜଣଙ୍କୁ ଥାନାରେ ଅଟକ

ଦେବଗଡ (କେନ୍ୟୁଜ): ଦେବଗଡ ଥାନା ବସାଲୋଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଲକାଠ ଗ୍ରାମ କିସାନ ସାହିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ମୃତକ କିସାନ ସାହିର ହୃଦାନନ୍ଦ କିସାନ ବୋଲି ଜଣାପଡିଛି । ଗତ କାଲି ରାତିରେ ହତ୍ୟା କାଣ୍ଡ ଘଟିଥିବା ସୂଚନା ମିଳିଛି। ଘର ଭିତରେ ମୃତ ଦେହ ପଡି ଥିବାରୁ ପରିବାର…

ମୋବାଇଲରେ ଗେମ୍‌ ଖେଳୁଥିବାରୁ ଗାଳି ଦେଲେ ବାପା, ରାଗରେ ସୁଇସାଇଡ୍‌ କଲା ୯ମ ଶ୍ରେଣୀର ଛାତ୍ର

ମୋବାଇଲ ବ୍ୟବହାର କରୁଥିବା ପୁଅକୁ ଗାଳି ଦେବାରୁ ସେ ଫ୍ୟାନ୍‌ରେ ଦଉଡ଼ି ଦେଇ ଜୀବନ ହାରିଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତର ପ୍ରଦେଶର ସଙ୍ଗମ ନଗରୀ ପ୍ରୟାଗରାଜରେ। ଏଠାରେ ସବୁବେଳେ ପୁଅ ମୋବାଇଲରେ ଗେମ୍‌ ଖେଳୁଥିବାରୁ ବାପା ଗାଳି ଦେଇଥିଲେ। ଫଳରେ ପୁଅ କାନ୍ଦି କାନ୍ଦି ରୁମ୍‌ରେ…

ନକ୍ସଲଙ୍କ ବର୍ବର କାଣ୍ଡ, ଗୋଟିଏ ପରିବାରର ୪ ଜଣଙ୍କୁ ଫାଶୀରେ ଝୁଲାଇ ହତ୍ୟା ପରେ ବୋମାରେ ଉଡାଇଦେଲେ ଘର

ଗାଡଚିରୋଲିରେ ନକ୍ସଲମାନଙ୍କ ବିରୁଦ୍ଧରେ ଏକ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଶନିବାର ବିଳମ୍ବିତ ରାତିରେ ବିହାରର ଗୟାଠାରେ ଏକ ଭୟଙ୍କର କାଣ୍ଡ ସୃଷ୍ଟି କରିଥିଲେ। ଗୟା ଠାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମାଉନୱାର ଗ୍ରାମରେ ଦୁଇ ମହିଳାଙ୍କ ସମେତ ମାଓବାଦୀମାନେ…