ଓଜନ କମାଇବା ଏବଂ ପାଚନ କ୍ରିୟାକୁ ଉତ୍ତମ କରିବା ପାଇଁ ପ୍ରତିଦିନ ପିଅନ୍ତୁ କଳା ଲୁଣ ପାଣି, ନିଶ୍ଚିତ ମିଳିବ ଲାଭ
ଖାଦ୍ୟର ସ୍ୱାଦ ବଢାଇଥାଏ ଲୁଣ। ଯଦି ଖାଦ୍ୟରେ ସବୁକିଛି ପଡିଥିବ ଆଉ ଲୁଣ ନଥିବ, ତେବେ ସେହି ଖାଦ୍ୟର କିଛି ବି ଟେଷ୍ଟ ନଥାଏ। ସାଧାରଣ ଲୁଣ ଅପେକ୍ଷା କଳା ଲୁଣ ଶରୀର ପାଇଁ ଅଧିକ ଫାଇଦାଯୁକ୍ତ ବୋଲି ଆମେ ଜାଣିଛେ। ତେଣୁ କଳା ଲୁଣ କିମ୍ବା ବିଟ୍ ଲୁଣର ବ୍ୟବହାର ରାଇତା, ସାଲାଡ, ଡ୍ରିଙ୍କସ୍ ଏବଂ…