Browsing Tag

health news

ପ୍ରିତିଦିନ ୩ରୁ ଅଧିକ କପ୍ ଚା’ କଫି ପିଉଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ!

ଇନଷ୍ଟାଣ୍ଟ ଏନର୍ଜି ପାଇଁ ଆମେ ପ୍ରାୟତଃ ଚା' ଏବଂ କଫି ବ୍ୟବହାର କରୁ । ଏଥିରେ ମିଳୁଥିବା କଫିନ୍ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେଣୁ ଏଥିରୁ ଆମକୁ ଇନଷ୍ଟାଣ୍ଟ ଏନର୍ଜି ମିଳିଥାଏ । ଏକ୍ସପର୍ଟଙ୍କ ମତ ଅନୁଯାୟୀ,  ଜଣେ ବ୍ୟକ୍ତି ଦୈନିକ ୧ ରୁ ୨ କପ ଚା' କିମ୍ବା କଫି ହିଁ…

ବିନା କାରଣରେ ଆଖିରୁ ପାଣି ବାହାରୁଛି କି? ଏହାକୁ ରୋକିବା ପାଇଁ ଆପଣାନ୍ତୁ ଘରୋଇ ଉପାୟ

ଆଖି ବହୁତ ସୂକ୍ଷ୍ମ ହୋଇଥାଏ । ସେଥିପାଇଁ ଆଖି ପ୍ରତି ବିଶେଷ ଯତ୍ନ ନେବାକୁ ପଡିଥାଏ । ବେଳେବେଳେ ଆଖିରେ କିଛି ପଡ଼ିଗଲେ ପାଣି ବାହାରିବା ଆରମ୍ଭ କରେ । ଜଳିବା କିମ୍ବା ଯନ୍ତ୍ରଣା ହେବାର ସମ୍ଭାବନା ମଧ୍ୟ ହୁଏ । କିନ୍ତୁ କିଛି ଲୋକଙ୍କ ଆଖିରୁ ବିନା କାରଣରେ ପାଣି ବାହାରିଥାଏ । ତେବେ ଆସନ୍ତୁ…

ଶରୀରର କେଉଁ ଅଙ୍ଗରେ ହୋଇଥାଏ ଟିବି ରୋଗ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ବର୍ତ୍ତମାନ ମଧ୍ୟ ଟିବି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି । ଏହି ଓ୍ଵାର୍ଲ୍ଡ ଟିବି ଡେ ର ଥିମ୍‌ 'ଇନଭେଷ୍ଟ ଟୁ ଏଣ୍ଡ ଟିବି, ସେଭ୍ ଲାଇଭ୍' ରଖାଯାଇଛି । ଏହାର ଅର୍ଥ ହେଉଛି ଆମକୁ ଟିବି ରୋଗକୁ ଶେଷ କରି ଜୀବନ ବଞ୍ଚାଇବାକୁ ପଡିବ । ୧୯୮୨ ମସିହାରେ ଡକ୍ଟର ରବର୍ଟ କୋଚ…

ନିଦରେ ଚାଲିବା ସମସ୍ୟା ଥିଲେ ଏଥିରୁ କିପରି ବଞ୍ଚିବେ, ଜାଣନ୍ତୁ ଏହା ବିଷୟରେ

ବର୍ତ୍ତମାନ ସମୟରେ ଖରାପ ଲାଇଫ୍‌ ଷ୍ଟିଇଲ୍‌ ଯୋଗୁ ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଦେଇଥାଏ । ସେଥିମଧ୍ୟରୁ ନିଦରେ ଚାଲିବା ମଧ୍ୟ ଏକ ରୋଗ ହୋଇଥାଏ । ଏହିି ସମସ୍ୟା ଦୁନିଆରେ କିଛି ଲୋକଙ୍କ ମଧ୍ୟରେ ଦେଖିବା ପାଇଁ ମିଳିଥାଏ । ଏହି ରୋଗରେ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ଏକ ସ୍ଥାନରୁ ଉଠି…

ଇମ୍ୟୁନିଟି ବଢ଼ାଇବା ସହ ତ୍ୱଚା ସମସ୍ୟାକୁ ଦୂର କରିଥାଏ ଏହି ୫ଟି ହେଲଦି ଡ୍ରିଙ୍କ୍ସ

ଋତୁରେ ପରିବର୍ତ୍ତନ ହେବା ସହିତ ଆମ ଖାଦ୍ୟ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଏ । ଏହା ସହିତ କିଛି ହେଲଦି ଡ୍ରିଙ୍କ୍ସ ପିଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ହେଲଦି ଡ୍ରିଙ୍କ୍ସ ଗୁଡ଼ିକ କେବଳ ଥଣ୍ଡା ଥାଏ ତାହା ନୁହେଁ କିଛି ଗରମ ହେଲଦି ଡ୍ରିଙ୍କ୍ସ ମଧ୍ୟ…

ସାଇକୋଟିକ ଡିସଅର୍ଡର କଣ ? ଜାଣନ୍ତୁ ଏହି ରୋଗ ହେଲେ କଣ ସମସ୍ୟା ହୁଏ

କୌଣସି ବ୍ୟକ୍ତିର ମାନସିକ ସ୍ଥିତି ଠିକ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ପରି ଜଣେ ବ୍ୟକ୍ତିର ମସ୍ତିଷ୍କ ସଠିକ ଭାବରେ କାର୍ଯ୍ୟ କରିବା ନିହାତି ଆବଶ୍ୟକ । କିନ୍ତୁ ବର୍ତ୍ତମାନର ଜୀବନଶୈଳୀକୁ ଦେଖିଲେ ଏହା କୁହାଯାଇପାରେ ଯେ ଅନେକ ଜିନିଷ ଏବଂ ପରିସ୍ଥିତି…

କେଶର ଚା’ରୁ ଦୂର ହୋଇଥାଏ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

କେଶର ଏକ ମସଲା, ଯାହା କ୍ରୋକସ ସାଟିଓ୍ଵସ ଲିନେ ଫୁଲରୁ ମିଳିଥାଏ । ସ୍ୱାସ୍ଥ୍ୟପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ । ଡାକ୍ତରମାନେ ମଧ୍ୟ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ କେସର ଯୁକ୍ତ କ୍ଷୀର ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କେଶର ଚା’ ପିଇବାର ଲାଭ ବିଷୟରେ…

ଭାରତରେ ଦ୍ରୁତଗତିରେ ବଢ଼ୁଛି ମସ୍ତିଷ୍କ ଏବଂ ଗଳା କ୍ୟାନ୍ସର, ଜାଣନ୍ତୁ ଏହାର ଲକ୍ଷଣ

କ୍ୟାନ୍ସର ଅନେକ ପ୍ରକାରର ହୋଇଥାଏ । କିନ୍ତୁ ନିକଟରେ ମସ୍ତିଷ୍କ ଏବଂ ଗଳା କ୍ୟାନ୍ସର ଷଷ୍ଠ ସ୍ଥାନରେ ରହିଛି, ଯାହା ସାଧାରଣ କ୍ୟାନ୍ସର ମଧ୍ୟରୁ ଅନ୍ୟତମ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ୫୭.୫ ପ୍ରତିଶତ ମାମଲା ଏସିଆରୁ ଆସିଛି । ଏହି ଦେଶ ମାନଙ୍କ ମଧ୍ୟରେ ଭାରତ ଏଭଳି ଏକ ଦେଶ ଯେଉଁଠାରେ…

ଚର୍ମ କୁଣ୍ଡେଇ ହେଉଥିଲେ ସାବଧାନ, ହୋଇପାରେ ଏହି ଭୟଙ୍କର ରୋଗ

ଯଦି ଆପଣଙ୍କ ତ୍ୱଚା କୁଣ୍ଡେଇ ହେଉଛି ଏବଂ ଏହି ସମସ୍ୟା ଲଗାତାର ଭାବରେ ବଢ଼ୁଛି, ତେବେ ଏହାକୁ ଅଣଦେଖା କରିବା ଠିକ ନୁହେଁ । ଏହା ସୋରିୟାସିସ ନାମକ ଏକ ରୋଗର ଲକ୍ଷଣ ହୋଇପାରେ । ଏହି ରୋଗ ଅତ୍ୟନ୍ତ ବିପଜ୍ଜନକ ଭାବେ ଜଣା । ଯେକୌଣସି ବୟସର ଲୋକମାନେ ଏହାର ଶିକାର ହୋଇପାରନ୍ତି । ଚିନ୍ତାର ବିଷୟ…

ଆଲୋଭେରାରୁ ଘରେ ପ୍ରସ୍ତୁତ କରନ୍ତୁ ଆଣ୍ଟି ଏଜିଙ୍ଗ ଫେସ ସିରମ, ମିଳିବ ଉଜ୍ଜ୍ୱଳ ତ୍ୱଚା

ବୟସ ବଢ଼ିବା ସଙ୍ଗେ ସଙ୍ଗେ ତ୍ୱଚାରେ ରିଙ୍କଲ୍ସ ଏବଂ ଫାଇନ ଲାଇନ୍ସ ଆସିବା ସ୍ୱାଭାବିକ । ଏପରିସ୍ଥିତିରେ ଯଦି ଆପଣ ବଢ଼ୁଥିବା ବୟସରେ ନିଜକୁ ସୁନ୍ଦର ରଖିବାକୁ ଚାହୁଁଛନ୍ତି ତେବେ ତ୍ୱଚାର ଭଲଭାବେ ଯତ୍ନ ନେବା ଜରୁରୀ ହୋଇଥାଏ । ଏଥିପାଇଁ ଆପଣ ଘରେ କିପରି ନିଜ ତ୍ୱଚାର ଯତ୍ନ ନେଇପାରିବେ ସେ…

ପାର୍ଲର ନଯାଇ ସୁନ୍ଦର ଚେହେରା ପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ବ୍ୟୁଟି ଟିପ୍ସ

କିଛି ଲୋକ ସୁନ୍ଦର ଦେଖାଯିବା ପାଇଁ ଅନେକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତି । କିନ୍ତୁ କେମିକାଲ ଯୁକ୍ତ ବ୍ୟୁଟି ପ୍ରଡକ୍ଟ ଅନେକ ଥର ତ୍ୱଚାରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏପରିସ୍ଥଳେ ଆପଣ କିଛି ଘରୋଇ ଟିପ୍ସକୁ ଆପଣାଇ ପାରିବେ । ଆପଣ ପ୍ରାକୃତିକ ଜିନିଷ ବ୍ୟବହାର କରିପାରିବେ । ତେବେ…

ଗର୍ଭଧାରଣ ସମୟରେ ଦହି ଖାଇବା ଭୁଲ ନା ଠିକ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଦହି ଏକ ପୌଷ୍ଟିକ ଖାଦ୍ୟ ଭାବେ ବହୁତ ବ୍ୟବହାର କରାଯାଏ । ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଲାଭଦାୟକ ବୋଲି ବିଶେଷଜ୍ଞମାନେ କହିଥାନ୍ତି । ଦହିରେ ପ୍ରୋଟିନ, କ୍ୟାଲସିୟମ, ଭିଟାମିନ b12 ରହିଥାଏ । କିନ୍ତୁ ଗର୍ଭବତୀ ମହିଳାମାନେ ଏହାକୁ ଡାଏଟରେ ସାମିଲ କରିବା ପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି ।…