Browsing Tag

health tips

ଖାଇବା ପରେ ତୁରନ୍ତ ପେଟରେ ଯନ୍ତ୍ରଣା ହେଉଛି କି ? ସାବଧାନ ହୋଇପାରନ୍ତି ଏହି ସବୁ ରୋଗର ଶିକାର

ଆଜିକାଲି ଲୋକମାନେ ନିଜ ଲାଇଫ୍‌ଷ୍ଟାଇଲ ପରିବର୍ତ୍ତନ କରିବା ଯୋଗୁ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି । ଏପରି ପରିସ୍ଥିତିରେ ଆପଣମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବା ଉଚିତ୍, ନଚେନ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିପାରନ୍ତି । ତେବେ ଆଜିକାଲି ଲୋକମାନେ ଖାଦ୍ୟ ଖାଇବା ପରେ…

ଆଇସ୍‌କ୍ରିମ୍‌ ଖାଇବା ପରେ ଭୁଲରେ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍‌ ହୋଇପାରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଖରାଦିନ ଆସିବା ମାତ୍ରେ ଲୋକମାନେ ଥଣ୍ଡା ଖାଦ୍ୟ ଖାଇବା ଆରମ୍ଭ କରନ୍ତି । ଖରାଦିନେ ଲୋକମାନେ ଥଣ୍ଡା ପାନୀୟ, ଫଳ ରସ, ଲସି, ଶିକଞ୍ଜି, ଶ୍ରୀଖଣ୍ଡ ଏବଂ ଆଇସକ୍ରିମ୍‌ ଭଳି ଜିନିଷ ଖାଇବାକୁ ପସନ୍ଦ କରନ୍ତି । ଅଧିକାଂଶ ଲୋକ ଆଇସକ୍ରିମ୍ ଖାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି…

ପ୍ରତିଦିନ ସକାଳେ ପିଅନ୍ତୁ ଏହି ଜୁସ୍‌, ଓଜନ କମ୍‌ ହେବାରେ କରିବ ଅନେକ ସାହାଯ୍ୟ

ଆଜିକାଲି ଲୋକମାନେ ଓଜନ କମ୍‌ କରିବାକୁ ବିଭିନ୍ନ ପ୍ରକାରର ପଦ୍ଧତି ଆପଣାଉଛନ୍ତି । ଏଥିପାଇଁ ତାଙ୍କୁ ବହୁତ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡୁଛି । କାରଣ ପତଳା ହେବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରିବାକୁ ପଡିଥାଏ । ତେବେ ଓଜନ କମ୍‌ କରିବା ପାଇଁ ପ୍ରତିଦିନ ବ୍ୟାୟାମ ଏବଂ ସଠିକ୍…

ଏହି ୫ଟି ଅଭ୍ୟାସ ମେଣ୍ଟାଲ ହେଲଥ୍‌ ପାଇଁ ହୋଇଥାଏ ବିପଜ୍ଜନକ, ଜାଣନ୍ତୁ ଏଥିରୁ କିପରି ରକ୍ଷା ପାଇବେ ?

ଆଜିକାଲି ଲୋକମାନେ ହେଲଦି ରହିବା ପାଇଁ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବା ଯେତିକି ଜରୁରୀ, ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସେତିକି ଜରୁରୀ ହୋଇଥାଏ । ତେବେ ଆପଣଙ୍କ ମେଣ୍ଟାଲ ହେଲଥ୍‌ କେବଳ ଆପଣଙ୍କ ମୁଡ୍‌ ସହିତ ଜଡିତ ନୁହେଁ ବରଂ ଏହା ପୂରା ଶରୀର ସହିତ ଯୋଡି ହୋଇଥାଏ । ଆପଣ ଜାଣିଛନ୍ତି କି ଆଜିକାଲି…

ଗାଧୋଇବା ସମୟରେ କାନରେ ପାଣି ପ୍ରବେଶ କରିବା ଯୋଗୁ ଯନ୍ତ୍ରଣା ପାଉଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଗାଧୋଇବା କିମ୍ବା ପହଁରିବା ସମୟରେ ଅନେକ ଥର କାନରେ ପାଣି ପସିଯାଏ । ତେବେ ଲୋକମାନେ ଏହି ସମସ୍ୟାକୁ ଅଣଦେଖା କରିପାରନ୍ତି ନାହିଁ । କାରଣ ଏହା କାନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । ବାସ୍ତବରେ ଯେତେବେଳେ କାନରେ ପାଣି ପସି ଯାଏ, ଏହା କେବଳ କାନରେ ରୁହେ ନାହିଁ ବରଂ ଏହା ଶରୀରର ଅନ୍ୟ…

ଗ୍ରୀଷ୍ମ ଋତୁରେ ଖାଆନ୍ତୁ ଏହି ଜିନିଷ, ମିଳିବ ଅନେକ ଫାଇଦା

ଆପଣାମନେ ତ ଜାଣିଥିବେ ଯେ ମାର୍ଚ୍ଚ ମାସ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ କିନ୍ତୁ ଅନେକ ସ୍ଥାନରେ ପ୍ରବଳ ଗରମ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଏହି ଋତୁରେ ସେମାନଙ୍କର ଖାଦ୍ୟ ଏବଂ ପାନୀୟର ଯତ୍ନ ନେବା ଉଚିତ । ଏହି ଋତୁରେ ଗରମରୁ ବଞ୍ଚିବା ପାଇଁ, ଆପଣ ଏପରି ଫଳ ଏବଂ ପନିପରିବା…

ହୋଲିରେ ଭାଙ୍ଗ ପିଇବା ସମୟରେ ଧ୍ୟାନ ଦିଅନ୍ତୁ ଏହି ଜିନିଷ ପ୍ରତି, ନଚେତ ହୋଇପାରେ ବଡ ସମସ୍ୟା

ଅନେକ ଲୋକ ହୋଲି ଅବସରରେ ଭାଙ୍ଗ ପିଇବାକୁ ପସନ୍ଦ କରନ୍ତି । ଏହା ଏକ ନୂଆ ପରମ୍ପରା ନୁହେଁ ବରଂ ଏହି ପରମ୍ପରା ବହୁତ ପୂର୍ବରୁ ଚାଲିଆସିଛି । ଯଦି ଆପଣ ହୋଲିର ପୁରୁଣା ଗୀତ ଶୁଣିବେ, ତେବେ ଆପଣ ରଙ୍ଗ ଏବଂ ଭାଙ୍ଗ କଥା ଶୁଣିପାରିବେ । କିନ୍ତୁ ଭାଙ୍ଗ ପିଇବା ଦ୍ୱାରା ଆପଣଙ୍କର କ୍ଷତି ହୋଇପାରେ ।…

ଖାଦ୍ୟରେ ଏହି ଗୋଟିଏ ଜିନିଷର ଅଭାବ ଯୋଗୁ ମେଣ୍ଟାଲ ହେଲଥ୍‌ ହୋଇଥାଏ ପ୍ରଭାବିତ, ଜାଣନ୍ତୁ କ’ଣ କରିବେ

ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍, ମିନେରାଲ୍ସ ଏବଂ ଅନେକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଆବଶ୍ୟକ ହୋଇଥାଏ । ଏଥି ସହିତ ମେଣ୍ଟାଲ ହେଲଥ୍‌ ପାଇଁ ମଧ୍ୟ ଅନେକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଜରୁରୀ ହୋଇଥାଏ । ତେବେ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ସୋଡିୟମ୍ ଶରୀର ପାଇଁ ବହୁତ ଜରୁରୀ…

ଏସିଡିଟିରୁ ମୁକ୍ତି ଦେବ ଗୁଲକନ୍ଦ, ଜାଣନ୍ତୁ କେମିତି ପିଇବେ

ଆଜିକାଲି ଏସିଡ୍ ସମସ୍ୟା ସମସ୍ତଙ୍କୁ ଅସୁବିଧାରେ ପକାଇଥାଏ । ଏହା ଏପରି ଏକ ସମସ୍ୟା ଯେ ଏହା ବେଳେବେଳେ ଖାଲି ପେଟରେ, କେବେ ରାତିରେ ଖାଇବା ପରେ ଏବଂ କେବେ ବସିବା ସମୟରେ ମଧ୍ୟ ହୋଇପାରେ । ଏହି ସବୁ ପରିସ୍ଥିତିରେ ଗୁଲକନ୍ଦ ଏବଂ ଥଣ୍ଡା କ୍ଷୀରର ବ୍ୟବହାର ଅନେକ ଉପାୟରେ ଲାଭଦାୟକ ହୋଇଥାଏ ।…

ମଖାନା ଖାଇବା ଦ୍ୱାରା ଏହି ସବୁ ରୋଗରୁ ମିଳିବ ମୁକ୍ତି, ଜାଣନ୍ତୁ ଖାଇବାର ସଠିକ୍‌ ଉପାୟ

ଆପଣମାନେ ତ ଜାଣିଥିବେ ଯେ ମଖାନାରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫାଇବର, ପୋଟାସିୟମ୍, ଆଇରନ୍ ଏବଂ ଜିଙ୍କର ଏକ ଭଲ ଉତ୍ସ ରହିଥାଏ । ଏହା ବ୍ୟତୀତ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆମିନୋ ଏସିଡ୍ ମଧ୍ୟ ରହିଥାଏ ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।…

ପ୍ରତିଦିନ ଖାଦ୍ୟରେ ଘିଅ ଓ ତେଲ ସଂପୂର୍ଣ୍ଣ ବନ୍ଦ କରୁଛନ୍ତି କି ? ସାବଧାନ ହୋଇପାରେ ବଡ ସମସ୍ୟା

ଫିଟନେସ୍ ପାଇଁ ଲୋକମାନେ ପ୍ରଥମେ ନିଜ ଖାଦ୍ୟରେ ଘିଅ ଏବଂ ତେଲର ପରିମାଣକୁ କମ୍‌ କରୁଛନ୍ତି । ଅତ୍ୟଧିକ ଘିଅ କିମ୍ବା ତେଲ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ପ୍ରକାରର କ୍ଷତି କରାଇପାରେ, କିନ୍ତୁ କୁହାଯାଏ ଯେ ସମସ୍ତ ଜିନିଷ ଶରୀରକୁ ସଠିକ୍‌ ପରିମାଣରେ ଆବଶ୍ୟକ ହୋଇଥାଏ । ଶରୀରକୁ ହେଲଦି ରଖିବା…

ପ୍ରତିଦିନ ଶୋଇବା ପୂର୍ବରୁ ଖାଆନ୍ତୁ ଏହି ସବୁ ଜିନିଷ, ନିଦ ନହେବା ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିକାଲି ଅନେକ ଲୋକଙ୍କ ପାଇଁ ନିଦ ନହେବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଲୋକଙ୍କୁ ରାତିସାରା ନିଦ ନହେବା ଯୋଗୁ ସେମାନେ ଅନେକ ରୋଗରେ ପଡୁଛନ୍ତି । ଲୋକମାନେ ଯେପରି ମେଣ୍ଟାଲ ଷ୍ଟ୍ରେସ୍‌, ଆର୍ଟ ଆଟାକ ଏବଂ ଡିପ୍ରେସନ୍‌ ଭଳି ଜିନିଷ ଯୋଗୁ ନିଦ ନହେବା ଭଳି ସମସ୍ୟାର ସାମ୍ନା…