Browsing Tag

health tips

Frozen ମାଂସ ଖାଇବାଠୁ ରୁହନ୍ତୁ ଦୂରେଇ, ନଚେତ୍‌ ପ୍ୟାନକ୍ରିଏଟିକ୍‌ କ୍ୟାନସର ହେବାର ସମ୍ଭାବନା ବଢ଼ିପାରେ, ଜାଣନ୍ତୁ ଆଉ…

ଆପଣ ବଜାରରେ ମିଳୁଥିବା ଫ୍ରୋଜନ ଫୁଡ୍‌ ଖାଉଛନ୍ତି କି, ତା’ହେଲେ ଏବେ ଠୁ ହୋଇଯାଆନ୍ତୁ ସାବଧାନ। କାରଣ, ଫ୍ରୋଜନ ଫୁଡ୍‌ରେ ହାଇଡ୍ରୋଜେନେଟେଡ୍‌ ପାମ୍‌ ଅଏଲ୍‌ ବ୍ୟବହାର କରାଯାଇଥାଏ, ଯେଉଁଥିରେ ହାନିକାରକ ଟ୍ରାନ୍ସ ଫ୍ୟାଟ୍‌ ରହିଥାଏ। ଏହି ଫୁଡ୍‌ରେ ଷ୍ଟାର୍ଚ ଏବଂ ଗ୍ଲୁକୋଜରୁ ତିଆରି କର୍ନ ସିରପ…

ମୁଣ୍ଡରେ ଏମିତି ଉପାୟରେ ତେଲ ଲଗାଇଲେ କେଶ ମୂଳ ହେବନି ଦୁର୍ବଳ, ଜାଣି ରଖନ୍ତୁ କେଉଁ କଥା ଉପରେ ରଖିବାକୁ ହେବ ଧ୍ୟାନ

କେଶକୁ ସୁରକ୍ଷିତ ରଖିବା ସହଜ କାମ ନୁହେଁ। ଅନେକ ବାର ପ୍ରଦୂଷଣ ଏବଂ ରୂପି ସମସ୍ୟା ଯୋଗୁ କମ୍‌ ବୟସରୁ କେଶ ଝଡ଼ିବା ଆରମ୍ଭ ହୋଇଥାଏ। କେଶର ଯତ୍ନ ବି ଠିକ୍‌ ଭାବେ ନ ନେଲେ ଆମକୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ସେହିପରି ମୁଣ୍ଡରେ ତେଲ ଲଗାଇବା ସମୟରେ କେତେକ ଭୁଲ୍‌ ଆମେ କରି ବସିଥାଉ,…

ଏସିଡିଟି ବା ଗ୍ୟାସ୍‌ ସମସ୍ୟା ଥିଲେ ରାତିରେ ଆଦୌ ଖାଆନ୍ତୁ ନାହିଁ ପନିର, ନଚେତ୍‌ ଭୋଗି ପାରନ୍ତି କଷ୍ଟ

ପନିର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ଏହାର ମାନେ ନୁହେଁ ଯେ ଏହାକୁ ଅଧିକ ମାତ୍ରାରେ ସେବନ କରିବା। ପନିରକୁ ଅତ୍ୟଧିକ ମାତ୍ରାରେ ସେବନ କଲେ ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ। ଆଜି ଆମେ ଆପଣଙ୍କୁ ପନିର ଖାଇବାର କ୍ଷତି ବିଷୟରେ କହିବୁ। ୧. ଯଦି ଆପଣ ହୃଦୟକୁ ସୁସ୍ଥ…

ଅଟାକୁ ଏଭଳି ଭାବେ କରନ୍ତୁ ବ୍ୟବହାର, ନିୟନ୍ତ୍ରିତ ରହିବ କୋଲେଷ୍ଟ୍ରୋଲ

ଏକ୍ସରସାଇଜ୍‌ ବା ବ୍ୟାୟାମ କୋଲେଷ୍ଟ୍ରୋଲ ରୋଗୀଙ୍କ ପାଇଁ ଜରୁରୀ, ଏହା ସମସ୍ତେ ଜାଣନ୍ତି। କିନ୍ତୁ ଏହାସହିତ ବି ଡାଏଟ୍‌ରେ କ’ଣ ନେବା, କିପରି ଏବଂ କେତେ ପରିମାଣରେ ନେବା, ତାହା ଉପରେ ଧ୍ୟାନ ରଖିବା ବହୁତ ଜରୁରୀ ହୋଇଥାଏ। କାରଣ, ଏହା କୋଲେଷ୍ଟ୍ରୋଲକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଆଜି…

ହାର୍ଟ, ବ୍ଲଡ୍‌ ପ୍ରେସର, ମଧୁମେହ ଭଳି ରୋଗକୁ ନିୟନ୍ତ୍ରଣରେ ରଖିଥାଏ ପିଆଜ ରସ, ଜାଣନ୍ତୁ ଆଉ କ’ଣ ମିଳିଥାଏ ଫାଇଦା

ପ୍ରାୟ ସବୁ ଭାରତୀୟ ବ୍ୟଞ୍ଜନରେ ପିଆଜ ଏକ ମୁଖ୍ୟ ଅଂଶ ଭାବେ ବ୍ୟବହାର ହୋଇଥାଏ। ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ଲାଭ ପାଇଁ ଜଣାଯାଇଥାଏ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଖଣିଜ ଭରପୂର ମାତ୍ରାରେ ଥିବା ବେଳେ ଔଷଧୀୟ ଗୁଣ ବି ମହଜୁଦ ଥାଏ। ଏହା କେବଳ ତ୍ୱଚା ଓ କେଶର ସମସ୍ୟାଗୁଡ଼ିକୁ ଦୂର…

୩-୪ କଞ୍ଚା ଲଙ୍କାକୁ ରାତିରେ ଭିଜେଇ ସକାଳୁ ଏହାର ପାଣି ପିଇଲେ ହୋଇଥାଏ ଅଜବ ପ୍ରକାର ସ୍ୱାସ୍ଥ୍ୟ ଲାଭ

ସବୁ ଭାରତୀୟଙ୍କ ରୋଷେଇ ଘରେ କଞ୍ଚା ଲଙ୍କା ବ୍ୟବହାର ହୋଇଥାଏ। ବହୁତ ଲୋକ କଞ୍ଚା ଲଙ୍କା ଖାଇବାକୁ ପସନ୍ଦ ମଧ୍ୟ କରିଥାଆନ୍ତି। କଞ୍ଚା ଲଙ୍କାରେ ଭିଟାମିନ ବି ୬, ଭିଟାମିନ ଏ, ଆଇରନ, କପର୍‌, ପୋଟାସିୟମ୍‌ ଭରପୂର ମାତ୍ରାରେ ରହିଛି। ଏହା ନା କେବଳ ଖାଇବାର ସ୍ୱାଦ ବଢ଼ାଇଥାଏ, ବରଂ ଏଥିରୁ ଅଜବ…

ପେଟରେ ଗ୍ୟାସ୍‌ ସମସ୍ୟାକୁ ନେଇ ଆପଣ ଚିନ୍ତିତ କି, ତ କେବେ ବି କରନ୍ତୁ ନାହିଁ ଅଧିକ ଭୋଜନ, ନିହାତି ଖାଆନ୍ତୁ ସକାଳ…

ସ୍ୱାସ୍ଥ୍ୟ ସହିତ ଜଡ଼ିତ ସବୁଠୁ ସାଧାରଣ ସମସ୍ୟା ହେଉଛି ପେଟରେ ଗ୍ୟାସ୍‌ ସମସ୍ୟା। ବହୁତ ଲୋକ ଏହାକୁ ଅଣଦେଖା କରି ଦିଅନ୍ତି, ଯାହାକି ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ପେଟର ଗ୍ୟାସ୍‌କୁ ଛୁଟକାରା ଦେବା ପୂର୍ବରୁ ଏହାର କାରଣଗୁଡ଼ିକ ବିଷୟରେ ଜାଣିବା ନିହାତି…

କମଳା ସହିତ ଏହାର ଚୋପାକୁ ବି ଖାଇଲେ ମିଳିଥାଏ ଅନେକ ଫାଇଦା, ଜାଣନ୍ତୁ ଏହା କିଭଳି ଦେଇଥାଏ କାମ

କମଳାରେ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ରହିଛି। ଏହା ଆଣ୍ଟି ଅକ୍ସିଡେଣ୍ଟରେ ମଧ୍ୟ ଭରପୂର। କମଳା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କମଳା ଭଳି ଏହାର ଚୋପା ମଧ୍ୟ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଫ୍ଲେଭୋନୋଇଡସ୍‌…

ପୁରୁଣା କାଶ ଲାଗି ରହୁଥିଲେ କିମ୍ବା ଭୋକ ହେଉ ନ ଥିଲେ ଦୈନିକ ଖାଆନ୍ତୁ ଗୋଟିଏ ପିଜୁଳି, ବହୁତ ଜଲ୍‌ଦି ଏଥିରୁ…

ଶୀତଦିନେ ପିଜୁଳି ଖାଇବାର ଅନେକ ଫାଇଦା ରହିଛି। ବିଶେଷ କରି ଏହା ପେଟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଭଜା ପିଜୁଳି ବା ଫ୍ରାଏଡ୍‌ ପିଜୁଳି ଖାଇଲେ ପୁରୁଣା ରୋଗ ମୂଳରୁ ନାଶ ହୋଇପାରିବ? ଆଜି ଆମେ ଆପଣଙ୍କୁ ପିଜୁଳି ଖାଇବାର ୬ଟି ଫାଇଦା ବିଷୟରେ ଜଣାଇବୁ। ୧.…

ପିଲା ଜନ୍ମ ପରେ ଏହିଭଳି ଉପାୟରେ ଖାଆନ୍ତୁ ବଥୁଆ ଶାଗ, ଦୂର ହୋଇଯିବ ଅନେକ ରୋଗ

ବଥୁଆ ଶାଗ ପ୍ରତ୍ୟେକଙ୍କ ଘରେ ଖିଆଯାଏ। ପରଟା, ତରକାରୀ କିମ୍ବା ରାଇତା ବନାଇ ଲୋକେ ଏହାକୁ ଖାଇବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବଥୁଆ ଅନେକ ଗମ୍ଭୀର ରୋଗକୁ ଦୂର କରିପାରିବ। ଆସନ୍ତୁ ଜାଣିବା ଏହା ବିଷୟରେ। ୧. ପିଲା ଜନ୍ମ ପରେ ମହିଳାମାନଙ୍କୁ ଅନେକ ପ୍ରକାରର…

ଯଦି ଜୀବନରେ ରହିବାକୁ ଚାହୁଁଛନ୍ତି ସୁଖୀ, ତା’ହେଲେ ଜାଣନ୍ତୁ କାହା କାହା ଘରେ ଖାଇବା ଉଚିତ ନୁହେଁ ଲୁଣ

ଲୁଣ, କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ, ବରଂ ଆମ ଜୀବନରେ ଏହାର ଭୂମିକା ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। କମ୍‌ କିମ୍ବା ଅଧିକ ଲୁଣ ଖାଇବା ଦ୍ୱାରା ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ। ତେବେ ଧାର୍ମିକ ମାନ୍ୟତା ଅନୁସାରେ ଲୁଣ ଖାଇବାରେ କେତେକ ନିୟମ ରହିଛି। ଲୁଣ ଖାଇବାରେ ଆମକୁ କିଛି…

କଣ ଆପଣଙ୍କ ପାଦ ଫୁଲିଛି କି, ତେବେ ଏହି ୫ଟି ଘରୋଇ ଉପାୟ ଦ୍ୱାରା ପାଆନ୍ତୁ ଆରାମ

ପାଦ ଫୁଲିବା ଏକ ସାଧାରଣ କଥା, ଏହା କୌଣସି ଏକ ବଡ ରୋଗ ନୁହେଁ। କିନ୍ତୁ ଏହି କାରଣରୁ ଅନେକ ପ୍ରକାର ସମସ୍ୟା ହୋଇପାରେ। ସାଧାରଣତଃ ଅଧିକ ଓଜନ ଉଠାଇବା, ଅଧିକ ସମୟ ଧରି ବସିରହିବା କିମ୍ବା ଅଧିକ ସମୟ ଧରି ଛିଡା ହେବା, ବର୍ଦ୍ଧିତ ବୟସ ଆଦି କାରଣରୁ ପାଦ ଫୁଲିଥାଏ। ତେବେ ଯଦି ଆପଣଙ୍କର ପାଦ…