Browsing Tag

heart attack

ଏହି ୭ଟି ଖରାପ ଅଭ୍ୟାସ ଯୋଗୁଁ ଭାରତୀୟଙ୍କର ମଧ୍ୟରେ ବଢୁଛି ହାର୍ଟଆଟାକ୍ ସମସ୍ୟା, ହୋଇଯାନ୍ତୁ ସାବଧାନ

ପ୍ରାୟତଃ ଲୋକମାନେ ଭାବନ୍ତି ଯେ ହାର୍ଟଆଟାକ୍ ହଠାତ୍ ଆସେ, କିନ୍ତୁ ଏହା ପଛରେ ଅନେକ କାରଣ ଅଛି, ବିଶେଷକରି ଭାରତୀୟମାନଙ୍କର ଏହି ୭ଟି ଅଭ୍ୟାସ ହାର୍ଟଆଟାକ୍ ଆଶଙ୍କାକୁ ବହୁଗୁଣିତ କରିପାରେ । ହାର୍ଟଆଟାକ୍ ଏକ ଏଭଳି ସମସ୍ୟା ଯାହା ଦିନକୁ ଦିନ ବଢିବାରେ ଲାଗିଛି, କେବଳ ବୟସ୍କ ବ୍ୟକ୍ତିଙ୍କଠାରେ…

ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କ ଶେଷକୃତ୍ୟରେ ଅସମ୍ଭାଳ ଭିଡ଼, ନାରା ଲଗାଇଲେ ସମର୍ଥକ

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ଶେଷକୃତ୍ୟ ଆଜି ହେବ । ଏଥିପାଇଁ ଶଶ୍ମାନ ବାହାରେ ଲକ୍ଷାଧିକ ଲୋକଙ୍କ ଭିଡ ଜମିଛି । କଡ଼ା ସୁରକ୍ଷା ବଳୟ ଭିତରେ ଉତ୍ତର ପ୍ରଦେଶ ଗାଜିପୁରରେ ଶେଷକୃତ୍ୟ ହେବ । ଶେଷକୃତ୍ୟ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗାଜିପୁର ଓ…

ଲୋକପ୍ରିୟ ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ପରଲୋକ, ୪୮ ବର୍ଷ ବୟସରେ ଆସିଲା ହାର୍ଟଆଟାକ

ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ପରଲୋକ । ଗତକାଲି ରାତିରେ ହାର୍ଟଆଟାକ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ହାର୍ଟ ଆଟାକ ଆସିବା ପରେ ତୁରନ୍ତ ତାଙ୍କୁ ଚେନ୍ନାଇର ଏକ ପ୍ରାଇଭେଟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ…

ୟୁପି: ବଲ୍‌ ପଛରେ ଦୌଡ଼ୁଥିବା ବେଳେ କ୍ରିକେଟ୍‌ ପଡ଼ିଆରେ ହଠାତ୍‌ ଆସିଲା ହୃଦ୍‌ଘାତ, ସେଇଠି ଟଳିପଡ଼ିଲେ ଯୁବକ

ଆଜିକାଲି ହସିବା, ଖେଳିବା, ନାଚିବା, ଗାଇବା ସମୟରେ ଲୋକଙ୍କୁ ହୃଦ୍‌ଘାତ ଆସୁଛି । ଏବେ ଏମିତି ହିଁ ଏକ ମାମଲା ଉତ୍ତର ପ୍ରଦେଶର ବିଜନୋରରୁ ଆସିଛି । ଏଠାରେ କ୍ରିକେଟ୍‌ ଖେଳିବା ସମୟରେ ଜଣେ ଯୁବକ ହୃଦ୍‌ଘାତର ଶିକାର ହୋଇଛନ୍ତି । ହୃଦ୍‌ଘାତ ଆସିବା ପରେ ସେ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ…

ଗୁଜରାଟ: ଛିଡ଼ା ହୋଇଥିବା ବେଳେ ଆସିଲା ହୃଦ୍‌ଘାତ, ସେଇଠି ଟଳିପଡ଼ି ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ଗୁଜରାଟରେ ୪୦ ବର୍ଷୀୟ ଜଣେ ବ୍ୟବସାୟୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ସେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହାପରେ ଲୋକମାନେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାର ସିସିଟିଭି…

ଜିମ୍‌ରେ DSPଙ୍କୁ ଆସିଲା ହାର୍ଟ ଆଟାକ୍‌, ହସ୍ପିଟାଲରେ ମୃତ୍ୟୁ; ଚାଷୀ ଆନ୍ଦୋଳନରେ କରୁଥିଲେ ନାଇଟ୍‌ ଡ୍ୟୁଟି

ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ପଞ୍ଜାବ ପୋଲିସର ଜଣେ ଡିଏସ୍‌ପିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଚାଷୀ ଆନ୍ଦୋଳନରେ ଖାନୋରି ସୀମାରେ ତାଙ୍କର ନାଇଟ୍‌ ଡ୍ୟୁଟି ଚାଲିଥିଲା । ମୃତ ଡିଏସ୍‌ପିଙ୍କ ନାମ ଦିଲପ୍ରୀତ୍‌ ସିଂ । ସେ ମଲେରକେଟଲାରେ ଡିଏସ୍‌ପି ରୂପେ କାର୍ଯ୍ୟରତ ଥିଲେ ।…

କ୍ରିକେଟ ଜଗତକୁ ଝଟକା, ହାର୍ଟଆଟାକରେ ଚାଲିଗଲା ସାଉଥ ଆଫ୍ରିକା ଖେଳାଳିଙ୍କ ଜୀବନ

କ୍ରିକେଟ ଜଗତରୁ ପୁଣି ଏକ ଦୁଃଖଦ ଖବର । ସାଉଥ ଆଫ୍ରିକାର ଜଣାଶୁଣା ଖେଳାଳି ମାଇକ ପ୍ରକ୍ଟରଙ୍କ ପରଲୋକ ହୋଇଛି । ତେବେ ହାର୍ଟଆଟାକ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି ।…

ସୋ ‘ଉଡାନ୍‌’ର ଲୋକପ୍ରିୟ ଅଭିନେତ୍ରୀ କବିତା ଚୌଧୁରୀଙ୍କ ଦେହାନ୍ତ, ହାର୍ଟ ଆଟାକରେ ଗଲା ଜୀବନ

ଟିଭି ଦୁନିଆର ଲୋକପ୍ରିୟ ସିରିଏଲ ‘ଉଡାନ୍‌’ ଅଭିନେତ୍ରୀ କବିତା ଚୌଧୁରୀଙ୍କର ଦେହାନ୍ତ ହୋଇଛି । ଏହି ଅଭିନେତ୍ରୀଙ୍କ ୬୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ଗୁରୁବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅଭିନେତ୍ରୀଙ୍କ ମୃତ୍ୟୁର କାରଣ ମଧ୍ୟ ସାମ୍ନାକୁ ଆସିଛି । ତେବେ ତାଙ୍କ ସମ୍ପର୍କୀୟ…

ହାର୍ଟ ଆଟାକ୍ ପରେ କାମକୁ ଫେରିଛନ୍ତି ଶ୍ରେୟସ୍ ତଲପଡେ, ଜଣାଇଲେ କିପରି ଅଛି ସ୍ୱାସ୍ଥ୍ୟବସ୍ଥା

ହାର୍ଟ ଆଟାକ୍ ପରେ କାମକୁ ଫେରିଲେ ବଲିଉଡ ଏବଂ ମରାଠୀ ଅଭିନେତା ଶ୍ରେୟସ୍ ତଲପଡେ । ଦୁଇ ମାସ ପୂର୍ବେ ଅଭିନେତା ଶ୍ରେୟସ୍ ତଲପଡେଙ୍କର ହାର୍ଟ ଆଟାକ୍ ହୋଇଥିଲା । ତାଙ୍କ ହାର୍ଟ ଆଟାକ୍ ଖବର ଶୁଣିବା ପରେ ଅଭିନେତାଙ୍କ ଫ୍ୟାନ୍ସମାନେ ଚିନ୍ତିତ ହୋଇଯାଇଥିଲେ । କିନ୍ତୁ ବର୍ତ୍ତମାନ ଶ୍ରେୟାସଙ୍କ…

ମଞ୍ଚ ଉପରେ କବିତା ପଢ଼ୁଥିଲେ କବି, ହାର୍ଟ ଆଟାକ୍‌ରେ ଚାଲିଗଲା ପ୍ରାଣ

ଦିନକୁ ଦିନ ବଢ଼ୁଥିବା ହାର୍ଟ ଆଟାକ୍‌ ମାମଲା ଲୋକଙ୍କୁ ଡରେଇ ରଖିଛି । ଏମିତି ଅନେକ ମାମଲା ଏବଂ ଏହାସହ ଜଡ଼ିତ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି । ଏବେ ଉତ୍ତରାଖଣ୍ଡର ଉଧମ ସିଂ ନଗରରେ ଏଭଳି ଏକ ଘଟଣା ଘଟିଛି । ଏଠାରେ କବିତା ପାଠ କରୁଥିବା ବେଳେ ଜଣେ କବିଙ୍କର ହାର୍ଟ ଆଟାକ୍‌ରେ…

ରାମଲୀଲା ମଞ୍ଚରେ ହନୁମାନଙ୍କୁ ଆସିଲା ହାର୍ଟଆଟାକ୍‌, ରାମଙ୍କ ପାଦ ତଳେ ଚାଲିଗଲା ଜୀବନ

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ହରିୟାଣାର ଭିବାନୀରେ ରାମ ଲୀଳା ନାଟକ ମଞ୍ଚସ୍ଥ ହେଉଥିବା ବେଳେ ଟଳି ପଡ଼ିଲେ ହନୁମାନ । ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।…

ଏମିତି ବି ଆସେ ମୃତ୍ୟୁ; କୋଚିଂ ସେଣ୍ଟରରେ ହୃଦଘାତ ନେଲା ଛାତ୍ରଙ୍କ ଜୀବନ

ନୂଆଦିଲ୍ଲୀ: ମୃତ୍ୟୁ ଏମିତି ଆସେ । କୋଚିଂ ସେଣ୍ଟରରେ ଛାତ୍ରଙ୍କୁ ହୃଦଘାତ। କ୍ୟାମେରା ସାମ୍ନାରେ ଟଳି ପଡ଼ିଲେ ଛାତ୍ର ।  ଏ ଦୃଶ୍ୟ ମଧ୍ୟପ୍ରଦେଶ ଇନ୍ଦୋରର । କ୍ଲାସରୁମରେ ପାଠ ପଢ଼ା ଚାଲିଥିବା ବେଳେ ଢଳି ପଡ଼ିଲେ ଛାତ୍ର । କ୍ଲାସରୁମରୁ ମେଡିକାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା…