Browsing Tag

heart attack

ମାଲାୟାଲମ୍ ଟିଭି ଅଭିନେତ୍ରୀ ଡା. ପ୍ରିୟାଙ୍କ ହୃଦ୍‌ଘାତରେ ନିଧନ, ୮ ମାସର ଥିଲେ ଗର୍ଭବତୀ; ଆଇସିୟୁରେ ନବଜାତ

ସାଉଥ୍‌ ସିନେମା ଜଗତରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ମାଲାୟାଲମ୍ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଡା. ପ୍ରିୟାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଅଭିନେତ୍ରୀଙ୍କ ଦେହାନ୍ତରେ ମାଲାୟାଲମ୍ ଟିଭି ଜଗତକୁ ବଡ଼ ଝଟ୍‌କା ଲାଗିଛି। ମାତ୍ର ୩୫ ବର୍ଷ ବୟସରେ ପ୍ରିୟାଙ୍କ ନିଧନରେ ତାଙ୍କ…

ଜାଣନ୍ତୁ ହାର୍ଟ ରୋଗୀଙ୍କ ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ ଓ ଖାଦ୍ୟ ଯୋଗୁ ଲୋକମାନଙ୍କ ଶରୀରରେ ବ୍ଲଡ୍‌ ପ୍ରେସର, ଷ୍ଟ୍ରୋକ୍‌ ଓ ହାର୍ଟ ଆଟାକ ଭଳି ରୋଗର ସମସ୍ୟା ବଢିଚାଲିଛି । କେବଳ ବୃଦ୍ଧ ବ୍ୟକ୍ତି ନୁହେଁ ବରଂ ପିଲାମାନଙ୍କ ମଧ୍ୟରେ ଏହି ପରିସ୍ଥିତି ଦୃତ ଗତିରେ ବଢି ଚାଲିଛି । ତେବେ ଆପଣମାନେ ଜାଣିଛନ୍ତି କି ?…

ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହାର୍ଟଆଟାକ, ବେଡରୁମରେ ତଳେ ପଡିଥିବା ସୂଚନା

ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହୃଦଘାତ । ନିକଟରେ ନିଜ ବେଡ଼ରୁମରେ ଥିବା ବେଳେ ସେ ହୃଦଘାତର ଶିକାର ହୋଇଥିବା ସୂଚନା ରହିଛି । ସେ ରୁମରେ ତଳି ପଡିଥିବାର ସୁରକ୍ଷା କର୍ମୀ ଦେଖିଥିଲେ । ଯଦିଓ ଏନେଇ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇ ନାହିଁ କିନ୍ତୁ ୭୧ ବର୍ଷୀୟ ରାଷ୍ଟ୍ର ନେତା…

ଅଧିକ ଏସିଡିଟି ହୋଇପାରେ ହାର୍ଟ ଆଟାକର ସଙ୍କେତ: ଜାଣନ୍ତୁ ଉଭୟଙ୍କ ମଧ୍ୟରେ ଥିବା କନେକ୍ସନ

ଖାଦ୍ୟ ହଜମ କରିବା ପାଇଁ ଆମକୁ ଏସିଡ୍‌ର ଆବଶ୍ୟକତା ହୋଇଥାଏ । କିନ୍ତୁ ଯଦି ଏହାର ମାତ୍ରା ବଢିଯାଏ, ଏହା ଆମ ସମ୍ପୂର୍ଣ୍ଣ ପାଚନତନ୍ତ୍ରକୁ ଅସୁବିଧାରେ ପକାଇପାରେ । ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ, ଚର୍ବିଯୁକ୍ତ ଖାଦ୍ୟ ଓ ଅତ୍ୟଧିକ ଖାଇବା ପରେ ତୁରନ୍ତ ଶୋଇଲେ ଏସିଡିଟି ହୋଇଥାଏ । ଧୁମ୍ରପାନ,…

କ୍ଲାସ୍‌ରୁମ୍‌ରେ ପାଠପଢ଼ା ବେଳେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ଆସିଲା ହାର୍ଟ ଆଟାକ୍‌, କ୍ଷଣିକ ମଧ୍ୟରେ ଚାଲିଗଲା ଜୀବନ

ଗୁଜରାଟର ସୁରଟରୁ ଅତ୍ୟନ୍ତ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଡାଦରାରେ ଏକ ଘରୋଇ ସ୍କୁଲର ୮ମ ଶ୍ରେଣୀ ଛାତ୍ରୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ୧୨ ବର୍ଷୀୟା ଛାତ୍ରୀ ଜଣକ ଶ୍ରେଣୀଗୃହରେ ପାଠପଢ଼ା ସମୟରେ ହିଁ ହଠାତ୍‌ ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ। ଏହି ସମୟରେ ଶ୍ରେଣୀରେ…

ପୁଣି ଜୀବନ ନେଲା ହୃଦ୍‌ଘାତ, ଗର୍‌ବା ଅଭ୍ୟାସ କରୁଥିବା ବେଳେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ଆଜିକାଲି ସ୍ୱଳ୍ପ ବୟସର ଅନେକ ଲୋକଙ୍କ ଜୀବନ ହୃଦ୍‌ଘାତରେ ଚାଲିଯାଉଛି। କେତେବେଳେ ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିବାବେଳେ ତ କେତେବେଳେ ଡ୍ୟାନ୍ସ କରୁଥିବା ବେଳେ ହଠାତ୍‌ ଆସୁଛି ହୃଦ୍‌ଘାତ। ଆଉ ସେହିଠାରେ ହିଁ ଟଳିପଡ଼ି ପ୍ରାଣବାୟୁ ଉଡ଼ିଯାଉଛି। ଏବେ ଗୁଜରାଟର ଜାମନଗରରୁ ମଧ୍ୟ ସମାନ ଘଟଣା…

ନବମ ଶ୍ରେଣୀ ଛାତ୍ରଙ୍କ ହୃଦଘାତରେ ମୃତ୍ୟୁ, ସି.ପି.ଆର ବି କାମ ଦେଲାନି

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର କେମେଷ୍ଟ୍ରି କ୍ଲାସ୍ କରୁଥିବା ସମୟରେ ତାର ମୃତ୍ୟୁ ଘଟିଛି । ପାଠ ପଢ଼ୁଥିବା ସମୟରେ ପିଲାଟି ବେଞ୍ଚ ଉପରେ କଚାଡ଼ି ପଡ଼ିଥିଲା । ଏଭଳି ପଡ଼ିବା ଦେଖି ପାଖରେ ବସିଥିବା ଅନ୍ୟ…

ଜିମରେ ଓ୍ଵାର୍କଆଉଟ ବେଳେ ଆସିଲା ହାର୍ଟ ଆଟାକ, ସିସିଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ

ଜିମରେ ଓ୍ଵାର୍କଆଉଟ କରିବା ସମୟରେ ଚାଲିଗଲା ପ୍ରାଣବାୟୁ।ମୁଣ୍ଡ ବୁଲାଇବାରୁ ହଠାତ ତଳକୁ ଗଳି ପଡ଼ିଗଲେ। ଶେଷରେ ମୃତ୍ୟୁ ହୋଇଗଲା। ସିସିଟିଭି ଫୁଟେଜରେ ଏ ଦୃଶ୍ୟ କଏଦ ହୋଇଛି । ଏ ଦୃଶ୍ୟ ଦେଖି ମନରେ ଭୟ ଆସୁଥିବ ନିଶ୍ଚୟ। ଆଉ ଏ ଖବର ନୂଆ ବି ନୁହେଁ। ଅନେକ ଏହା ଆଗରୁ ଜିମରେ ଓ୍ଵାର୍କଆଉଟ କରିବା…

ଦୁନିଆକୁ ଫିଟନେସ ମନ୍ତ୍ର ଦେଉଥିବା ଇନଫ୍ଲୁଏନ୍ସରଙ୍କ ହାର୍ଟ ଆଟାକ୍‌ରେ ମୃତ୍ୟୁ

ବ୍ରାଜିଲର ୩୩ ବର୍ଷୀୟା ଫିଟନେସ ଇନଫ୍ଲୁଏନ୍ସର ଲାରିସା ବୋର୍ଗିସ କାର୍ଡିଆକ ଆରେଷ୍ଟ ଯୋଗୁଁ ମୃତ୍ୟୁ ହୋଇଛି । ଇନଷ୍ଟାଗ୍ରାମ ଜରିଆରେ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ପରିବାର ପକ୍ଷରୁ ପୋଷ୍ଟ ସେୟାର କରି କୁହାଯାଇଛି, ବହୁତ କମ୍‌ ବୟସରେ ମାତ୍ର ୩୩ ବର୍ଷ ବୟସରେ ପରିବାରର ସଦସ୍ୟ…

ହାର୍ଟ ଆଟାକ ଜନିତ ରୋଗରୁ ପିଲାଙ୍କୁ କିପରି ସୁରକ୍ଷିତ ରଖିବେ, ଜାଣନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ

ବର୍ତ୍ତମାନ ସମୟର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁଁ ହାର୍ଟ ଆଟାକ ଏକ ବଡ ସମସ୍ୟା ହୋଇଛି । ଏଥିରେ କେବଳ ବଡ ଲୋକ ନୁହେଁ ବରଂ ଛୋଟ ପିଲା ମଧ୍ୟ ଶିକାର ହେଉଛନ୍ତି । ବର୍ତ୍ତମାନ ଛୋଟ ପିଲାଙ୍କୁ ହାର୍ଟ ଆଟାକ ହେବାର ଅନେକ ମାମଲା ସାମ୍ନାକୁ ଆସୁଛି । ହାର୍ଟ ଶରୀରର ଅବଶିଷ୍ଟ ଅଶଂକୁ ରକ୍ତ ଯୋଗାଇବା…

ପ୍ରାର୍ଥନା ସଭାରେ ଜାତୀୟ ସଂଗୀତ ଗାନ କରୁଥିବା ବେଳେ ଟଳିପଡିଲେ ଛାତ୍ରୀ, ହାର୍ଟଆଟାକରେ ମୃତ୍ୟୁ ହୋଇଥିବା ସୂଚନା

ସ୍କୁଲରେ ପ୍ରାର୍ଥନା କରୁଥିବା ସମୟରେ ଛାତ୍ରୀଙ୍କୁ ହାର୍ଟଆଟାକ ଆସିବାରୁ ମୃତ୍ୟୁ ହୋଇଛି । ପ୍ରାର୍ଥନା ସଭାରେ ହାର୍ଟଆଟାକ ଯୋଗୁଁ ସେ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଛାତ୍ରୀଙ୍କ ମୃତଦେହକୁ…