Browsing Tag

heart attack

ଅନଲାଇନ ଫର୍ଣ୍ଣିଚର କମ୍ପାନୀ ପେପରଫ୍ରାଏର ସହ ପ୍ରତିଷ୍ଠାତା ଅମ୍ବରେଶ ମୂର୍ତ୍ତିଙ୍କ ପରଲୋକ, ହାର୍ଟଆଟାକ୍‌ ଯୋଗୁଁ…

ଲୋକପ୍ରିୟ ଅନଲାଇନ ଫର୍ଣ୍ଣିଚର କମ୍ପାନୀ ପେପରଫ୍ରାଏର ସହ ପ୍ରତିଷ୍ଠାତା ଅମ୍ବରେଶ ମୂର୍ତ୍ତିଙ୍କ ନିଧନ ହୋଇଛି । ମାତ୍ର ୫୧ ବର୍ଷ ବୟସରେ ହାର୍ଟଆଟାକ୍‌ ହେବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଛି । ପେପରଫ୍ରାଏର ଅନ୍ୟ ଜଣେ ସହ ସଂସ୍ଥାପକ ଆଶିଷ ସିଂ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି । ଆଶିଷ…

ହଠାତ୍‌ ଆସିଲା ମୃତ୍ୟୁ, ବ୍ୟାଡ୍‌ମିଣ୍ଟନ ଖେଳୁଥିବା ବେଳେ ହୃଦ୍‌ଘାତରେ ଚାଲିଗଲା ଖେଳାଳିଙ୍କ ଜୀବନ

ଉତ୍ତର ପ୍ରଦେଶର ନୋଏଡାରେ ଜଣେ ବ୍ୟାଡମିଣ୍ଟନ ଖେଳାଳିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଖେଳାଳି ଜଣକ ବ୍ୟାଡ୍‌ମିଣ୍ଟନ ଖେଳୁଥିବା ବେଳେ ହଠାତ୍‌ ତାଙ୍କୁ ହୃଦଘାତ ଆସିଥିଲା। ଫଳରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ଏହି ଘଟଣାକୁ ନେଇ ଇନ୍‌ଡୋର ଷ୍ଟାଡିୟମରେ ହୋହଲ୍ଲା ପରିସ୍ଥିତି ସୃଷ୍ଟି…

କମ ବୟସରେ କାହିଁକି ହାର୍ଟ ଆଟାକରେ ହୋଇଥାଏ ମୃତ୍ୟୁ, ଦିଲ୍ଲୀ ଏମ୍ସରେ ଆରମ୍ଭ ହେଲା ରିସର୍ଚ୍ଚ

(କେନ୍ୟୁଜ ବ୍ୟୁରୋ): କରୋନା ମହାମାରୀ ପରେ ଦେଶର ଯୁବବର୍ଗଙ୍କ ମଧ୍ୟରେ ବଢୁଥିବା ହାର୍ଟ ଆଟାକର ମାମଲା ଉପରେ ଦିଲ୍ଲୀ ଏମ୍ସରେ ଅନୁସନ୍ଧାନ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦକୁ ଏ ସମମ୍ବନ୍ଧରେ ନିର୍ଦ୍ଦେଶ ଜାରି…

ନିର୍ବାଚନ ଡ୍ୟୁଟି ସମୟରେ ଚାଲିଗଲା SDM ଙ୍କ ଜୀବନ, ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା

ନିର୍ବାଚନ ଡ୍ୟୁଟି ସମୟରେ ଚାଲିଗଲା ନିର୍ବାଚନ ଅଧିକାରୀଙ୍କ ଜୀବନ । ମୈନପୁରୀ ନିର୍ବାଚନ ଡ୍ୟୁଟି ସମୟରେ ଏସଡିଏମ ବୀରେନ୍ଦ୍ର କୁମାର ମିତ୍ତଲଙ୍କ ମୃତ୍ୟୁ ହୋଇଯାଇଛି । ତେବେ ତାଙ୍କ ମୃତ୍ୟୁ ହାର୍ଟଆଟାକ ଯୋଗୁଁ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ଡ୍ୟୁଟି ସମୟରେ ଜଣେ ନିର୍ବାଚନ ଅଧିକାରୀ…

ରାତିରେ କମ୍‌ ସମୟ ଶୋଉଥିଲେ ବଡ଼ ବିପଦ, ୫ ଘଣ୍ଟାରୁ କମ୍‌ ନିଦ୍ରା ଗଲେ ୩ ଗୁଣ ଅଧିକ ଷ୍ଟ୍ରୋକ୍‌ ଆଶଙ୍କା

ଆପଣ ରାତିରେ ୭ ଘଣ୍ଟାରୁ କମ ସମୟ ଶୋଉଛନ୍ତି କି ? ତେବେ ସାବଧାନ । ଆପଣଙ୍କୁ ହାର୍ଟ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ । ଏନେଇ ଆମେରିକାର ପ୍ରତିଷ୍ଠିତ ଜର୍ଣ୍ଣାଲ ନ୍ୟୁରୋଲୋଜିରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଢୁଳେଇବା, ଘୁଙ୍ଗୁଡ଼ି ମାରିବା, ରାତିରେ ବାରମ୍ବାର ଉଠିବା, ଭାଲଭାବେ ନିଦ ନ ହେବା…

ହାର୍ଟ ଆଟାକରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ, ହେବନି ହୃଦଘାତ ଜନିତ କୌଣସି ରୋଗ

ବର୍ତ୍ତମାନ ଦିନକୁ ଦିନ ହୃଦ୍‌ଘାତ ଜନିତ ରୋଗ ବଢିବାରେ ଲାଗିଛି । ଏମିତିକି ଏହା କେବଳ ବୟସ୍କ ନୁହେଁ ଯୁବ ଗୋଷ୍ଠିର ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି । ହୃଦଘାତ ଜନିତ ରୋଗ ଏବେ ସବୁଠାରୁ ବଡ ସମସ୍ୟା ସାଜିଛି ସବୁ ବର୍ଗର ଲୋକଙ୍କ ପାଇଁ । ତେବେ ଏହି ହାର୍ଟ ଜନିତ ରୋଗରୁ ମୁକ୍ତି ପାଇବା…

ଗୋଟେ ଲିମିଟ୍‌ ଠାରୁ ଅଧିକ ଲୁଣ ସାଜିପାରେ ମୃତ୍ୟୁର କାରଣ, ରୁହନ୍ତୁ ସାବଧାନରେ

ଲୁଣ ବିନା ପ୍ରତ୍ୟେକ ଭୋଜନ ଯେମିତି ଫିକା ଲାଗିଥାଏ । ଲୁଣକୁ କମନ୍‌ ସଲ୍‌ଟ କିମ୍ବା ସୋଡିୟମ୍‌ କ୍ଲୋରାଇଡ କହନ୍ତି । ଓ୍ଵାଲର୍ଡ ହେଲ୍ଥ ଓର୍ଗାନାଇଜେସନର ଷ୍ଟାଣ୍ଡାର୍ଡ ମୁତାବକ ଗୋଟେ ଦିନରେ କେବଳ ୫ ଗ୍ରାମ ଲୁଣ (ପ୍ରାୟ ୨ ଗ୍ରାମ ସୋଡିୟମ୍‌)ର ସେବନ କରିବା ଉଚିତ । ଏହାଠାରୁ ଅଧିକ ସଲ୍ଟ୍‌…

ସାଇଲେଣ୍ଟ ହାର୍ଟ ଆଟାକ କ’ଣ?

ପ୍ରତିବର୍ଷ ହାର୍ଟ ଆଟାକ କାରଣରୁ ବିଶ୍ୱରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ। ଆଜି ଆମେ ହୃଦୟ ସହ ଜଡିତ ସବୁଠାରୁ ଭୟଙ୍କର ରୋଗ ସାଇଲେଣ୍ଟ ହାର୍ଟ ଆଟାକ ବିଷୟରେ ଆପଣଙ୍କୁ କହିବୁ। ଅନେକ ଏହାକୁ ନେଇ ସଚେତନ ନାହାନ୍ତି । ଆମେ ଆଜି ଏହାର କାରଣ ଓ ନିରାକରଣ ବିଷୟରେ କହିବୁ। ସାଇଲେଣ୍ଟ…

ଏରିଥ୍ରିଟୋଲ ସୃଷ୍ଟି କରିବ ଦୀର୍ଘକାଳୀନ ରୋଗ, ହୋଇପାରେ ହାର୍ଟ ଆଟାକ 

କେନ୍ୟୁଜ୍‌(ବ୍ୟୁରୋ): ମଧୁମେୟରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କୃତ୍ରିମ ଉପାୟରେ ତିଆରି ହେଉଥିବା ମିଠା ବା ଚିନି ଦୀର୍ଘ ଦିନରୁ ଚିନିର ଏକ ପ୍ରତିବଦଳ ହୋଇ ଆସିଛି। ଅର୍ଥାତ ଚିନି ବଦଳରେ ଏହାକୁ ବ୍ୟବହାର କରୁଛେ। ଯାହାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ବାସ୍ଥକର ବୋଲି ଦାବି କରି ଆସୁଥିଲେ। ଏହା…

ନାଚୁ ନାଚୁ ଟଳିପଡିଲେ ୧୯ ବର୍ଷୀୟ ଯୁବକ, ହାର୍ଟଆଟାକରେ ଚାଲିଗଲା ଜୀବନ

ମୃତ୍ୟୁ କେତେବେଳେ ଆଉ କେହି ରୂପରେ ଆସେ ତା’ର କୌଣସି ଭରସା ନାହିଁ । ଗୀତ ଗାଉଥିବା ବେଳେ ନାଚୁଥିବା ବେଳେ କି ଖେଳୁଥିବା ବେଳେ ଚାଲିଯାଉଛି ଜୀବନ । ଆଉ ଭାରତରେ କରୋନା ପରେ ହାର୍ଟଆଟାକ ଜନିତ ମୃତ୍ୟୁ ବଢିବାରେ ଲାଗିଛି । ହାର୍ଟଆଟାକରେ ଚାଲିଯାଉଛି ଯୁବପିଢିଙ୍କ ଜୀବନ । ତେବେ ଏଭଳି ଏକ ଘଟଣା…

କ୍ରିକେଟ ମ୍ୟାଚ୍‌ ଖେଳୁଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ, ହାର୍ଟଆଟାକ ଯୋଗୁଁ ମୃତ୍ୟୁ

କ୍ରିକେଟ ମ୍ୟାଚ୍‌ ଖେଳୁଥିବା ସମୟରେ ହାର୍ଟଆଟାକ। ଆଉ ପଡିଆରେ ହିଁ ଚାଲିଗଲା ଜୀବନ । ଗୁଜରାଟର ଅହମଦାବାଦରେ କ୍ରିକେଟ ଖେଳୁଥିବା ସମୟରେ ଯୁବକଙ୍କୁ ହାର୍ଟଆଟାକ ଆସିବା ଯୋଗୁଁ ମୃତ୍ୟୁ ହୋଇଛି । ବୋଲିଂ କରୁଥିବା ସମୟରେ ହଠାତ୍‌ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଆଉ ହଠାତ୍‌ ସେ…

ଶାଳିର ପ୍ରଥମ ବିବାହ ବାର୍ଷିକୀରେ ନାଚୁଥିଲେ ଭିଣୋଇ, ଆଉ ଚାଲିଗଲା ଜୀବନ

ଶାଳିର ବିବାହ ବାର୍ଷିକୀ ପାର୍ଟିରେ ଭିଣୋଇଙ୍କର ଚାଲିଗଲା ଜୀବନ । ଏଭଳି ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି । ପ୍ରଥମ ବିବାହ ବାର୍ଷିକୀ ସେଲିବ୍ରେଟ କରିବା ପାଇଁ ଗେଷ୍ଟ ହାଉସରେ ପାର୍ଟି ଚାଲିଥିଲା। ଆଉ ସବୁ ଖୁସିରେ ମସଗୁଲ ହୋଇ ନାଚୁଥିବା ବେଳେ ଚାଲିଗଲା ଭିଣୋଇଙ୍କ ଜୀବନ…