ଅସହ୍ୟ ଖରାରେ ଜଳୁଛି ସାରା ଓଡିଶା, ୨୯ ଯାଏଁ ତାତିରେ ଲାଗିବନି ବ୍ରେକ୍
ଭୁବନେଶ୍ୱର (କେନ୍ୟୁଜ): ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ। ଅସହ୍ୟ ଖରାରେ ଜଳୁଛି ସାରା ଓଡିଶା । ଦିନକୁ ଦିନ ବଢ଼ୁଛି ତାତି। ୪୪.୬ ଡିଗ୍ରୀ ସହ ଅନୁଗୁଳ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏହି ତାପମାତ୍ରା ଆହୁରି ବଢ଼ିବ । ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆଉ ୨ ଡିଗ୍ରୀ ଯାଏ ବଢିବ ବୋଲି…