Browsing Tag

heat wave

ମାଘ ମାସରୁ ଚିନ୍ତା ବଢ଼ାଇଲାଣି ଗ୍ରୀଷ୍ମପ୍ରବାହ, ମାର୍ଚ୍ଚ ବେଳକୁ ୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ବଦଳୁଛି ଜଳବାୟୁ । ଫେବ୍ରୁଆରୀରେ ଗ୍ରୀଷ୍ଣ ଅନୁଭୂତି । ମାଘରେ ଥଣ୍ଡା ଗାଏବ, ବଢୁଛି ପାରଦ । ରାଜ୍ୟରେ ଦିନ ତାପମାତ୍ରାରେ ବୃଦ୍ଧି । ଦିନରେ ତାତି ୩୫ ଡିଗ୍ରୀ ଛୁଇଁଥିବା ବେଳେ ରାତିରେ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ରହୁଛି । ଯେଉଁ ସମୟରେ ରାତିରେ କମ୍ବଳ ଘୋଡ଼ାଇ…

ଜଳୁଛି ଉପକୂଳରୁ ଉପାନ୍ତ : ଆହୁରି ୫ ଦିନ ଜଳାଇବ, ଚିନ୍ତାରେ ରାଜ୍ୟବାସୀ

ଭୁବନେଶ୍ୱର (କେନ୍ୟୁଜ): ଆହୁରି ୫ ଦିନ ଜଳାଇବ। ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା। ଜଳୁଛି ଉପକୂଳରୁ ଉପାନ୍ତ। ସବୁଠି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଲାଗାତାର ୫ ଦିନ ହେଲା ବର୍ଷାର ଦେଖାନାହିଁ। ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ୩୬ ଡିଗ୍ରୀ ଉପରେ ୭…

ଆଶ୍ବିନରେ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି, ଆଗାମୀ ୪ ଦିନ ଯାଏ ରହିବ ଏଭଳି ପାଗ

ଭୁବନେଶ୍ୱର (କେନ୍ୟୁଜ): ଆଶ୍ବିନରେ ତାତି କରୁଛି କଲବଲ । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ଅସହ୍ୟ ତାତି । ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ୯ଟାରୁ ଟା ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସ୍କିଲ । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀରୁ…

ଖରା ତାତିରେ ସିଝୁଛି ଆମେରିକା, ୧୧ କୋଟିରୁ ଅଧିକ ଲୋକ ପ୍ରଭାବିତ

ଜଳୁଛି ଆମେରିକା । ପ୍ରଚଣ୍ଡ ରୌଦ୍ରତାପରେ ଛଟପଟ ହେଉଛି ସାରା ଦେଶ । ଭାରତର ଅନେକ ରାଜ୍ୟରେ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆମେରିକା ଓ ୟୁରୋପରେ ପ୍ରବଳ ଗରମ । ଖରା ଓ ତାତିରେ ସିଝୁଛି ଆମେରିକା । ରେକର୍ଡ ଭାଙ୍ଗିଛି ତାପମାତ୍ରା । ଫ୍ଲୋରିଡାରୁ କାର୍ଲିଫର୍ଣ୍ଣିଆ,…

ଦୁର୍ବଳ ହୋଇପଡ଼ିଛି ମୌସୁମୀ ପ୍ରବାହ, ଦୁଇ ଦିନ ରହିପାରେ ରାଜ୍ୟରେ ଏମିତି ପାଗ

କେନ୍ୟୁଜ୍(ବ୍ୟୁରୋ):  ଦୁର୍ବଳ ପଡ଼ିଛି ମୌସୁମୀ ପ୍ରବାହ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ମାତ୍ରା କମିଛି । ସାମାନ୍ୟ ବଢ଼ିଛି ତାପମାତ୍ରା । ଆଜି ସକାଳ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଟାଇଁ ଟାଇଁ ଖରା ହେଉଛି । ପାରଦ ସାମାନ୍ୟ ବଢିଥିଲେ ବି ବାହାରକୁ ବାହାରିଲେ ଜଳି…

ଗରମ ଯୋଗୁଁ ବାଲିଆରେ ୪ ଦିନରେ ମଲେଣି ୫୭, ବିଦା ହେଲେ ମୁଖ୍ୟ ଚିକିତ୍ସା ଅଧିକ୍ଷକ

ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ ଭୀଷଣ ଗରମ ଏବଂ ଗୁଳୁଗୁଳି ଯୋଗୁଁ ଗତ ୪ ଦିନରେ ୫୭ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ଭିତରେ ଜିଲ୍ଲା ହସପିଟାଲର ମୁଖ୍ୟ ଚିକିତ୍ସା ଅଧିକ୍ଷକଙ୍କୁ ବିଦା କରାଯାଇଛି । ଦାୟିତ୍ବହୀନ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି…

ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା, ଆହୁରି ୨ ଦିନ ଜଳାଇବ

କେନ୍ୟୁଜ୍(ବ୍ୟୁରୋ): ଭୀଷଣ ତାତି । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା। ଆହୁରି ୨ ଦିନ ଜଳାଇବ ଓ ସିଝାଇବ ଗ୍ରୀଷ୍ମପ୍ରବାହ । ସିଭିୟର ହିଟୱେଭ୍ ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଓ ୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ପଶ୍ଚିମରେ ତାତି ୪୫ ଡିଗ୍ରୀ ରହୁଛି । ଆଜି ପଶ୍ଚିମ ଓଡ଼ିଶାର ଅଧିକାଂଶ…

ପାଟନାରେ ରେଡ ଆଲର୍ଟ: ଲୁ ଯୋଗୁଁ ଗଲାଣି ୧୬ ଜଣଙ୍କ ଜୀବନ, ଅନେକ ଗୁରୁତର

ଭାରତର ଅଧିକାଂଶ ରାଜ୍ୟରେ ଏବେ ଭୀଷଣ ଗରମ ଅନୁଭୂତ ହେଉଛି । ପ୍ରବଳ ଗରମ ଏବଂ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ବିହାର ପାଟନା ସମେତ ଅନେକ ଜିଲ୍ଲାରେ ଲୁ ବୋହିବାରୁ ୧୬ ଜଣଙ୍କ ଜୀବନ ଚାଲିଯାଇଛି । ପାଟନା ସମତେ ଅନେକ ସ୍ଥାନରେ ତାପମାତ୍ରା ୪୦-୪୩ ଡିଗ୍ରୀ ସେଲସିୟସ ରହିଛି ।…

୩ ଦିନ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ, ଟ୍ଵିନସିଟିକୁ ସିଭିୟର ହିଟୱେଭ୍ ଚେତାବନୀ

କେନ୍ୟୁଜ୍(ବ୍ୟୁରୋ);ତାତିରେ ଜଳୁଛି ଓଡ଼ିଶା । ୩ ଦିନ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାଜ୍ୟରେ ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ । ଟ୍ଵିନସିଟିକୁ ସିଭିଅର ହିଟ୍‌ େଓ୍ଵଭ୍‌ ଚେତାବନୀ । କଟକ ଓ ଭୁବନେଶ୍ୱରକୁ ସିଭିୟର ହିଟ୍‌ େଓ୍ଵଭ୍‌ ଚେତାବନୀ । ଟ୍ଵିନସିଟର କିଛି ସ୍ଥାନରେ ଭୀଷଣ…

ଆହୁରି ୪ରୁ ୫ ଦିନ ପାଇଁ ଜାରି ରହିବ ଗ୍ରୀଷ୍ମପ୍ରବାହ ରହିବ, ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ତାତିଲା ଦିନ, ତତଲା ପାଲଟିଲା ରାତି ।ରାଜ୍ୟରେ ଆହୁରି ୪ରୁ ୫ ଦିନ ପାଇଁ ଗ୍ରୀଷ୍ମପ୍ରବାହ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ସୋନପୁର,…

ଦୁଇ ଦିନ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ ଗରମ, ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ପୁଣି ଗ୍ରୀଷ୍ମଲହରୀ । ତାତିବ ଦିନ । ତତଲା ପାଲଟିବ ରାତି । ଦିନ ରାତି ଅହସ୍ୟ କରିବ ଗରମ ଓ ଗୁଳୁଗୁଳି । ଦୁଇ ଦିନ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ ଗରମ । ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ…

ହିଟ୍‌ ହିଟୱେଭ୍  ପାଇଁ ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ଜଳୁଛି ପଶ୍ଚିମ, ଉପକୂଳରେ ରଜ ପାଗ । କଲବଲ କରୁଛି ଅସହ୍ୟ ତାତି । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଜିଠୁ ଆସନ୍ତା ୧୮ ଯାଏ ରାଜ୍ୟରେ ସିଭିୟର ହିଟେଓ୍ଵଭ ଅନୁଭୂତ ହେବ । ଏନେଇ IMD ପକ୍ଷରୁ ସୂଚନା ଦିଆଯାଇଛି । ରଜରେ ତତଲା ରହିବ ପାଗ ।…