Browsing Tag

heat wave

୪ରୁ ୫ ଦିନ ଯାଏଁ ଏମିତି ରହିବ ଗରମ, ତାପମାତ୍ରାରେ ପରିବର୍ତ୍ତନର ସମ୍ଭାବନା ନାହିଁ

କେନ୍ୟୁଜ୍(ବ୍ୟୁରୋ): ଆକାଶରୁ ଅଗ୍ନିବର୍ଷା । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ଵିନ୍‌ ସିଟିର ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଭୁବନେଶ୍ୱର ତାପମାତ୍ରା ୪୦.୨ ଡିଗ୍ରୀ ଥିବା ବେଳେ କଟକରେ ରହିଥିଲା ୪୦.୫ ଡିଗ୍ରୀ । ଆଜି ରାଜ୍ୟରେ ସବୁଠାରୁ…

ଖରାରେ ସିଝୁଛି ଓଡ଼ିଶା: ସବୁଠୁ ଉତ୍ତପ୍ତ ସହର ସୋନପୁର! କାଳବୈଶାଖୀ ପାଇଁ ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେଉଁଠି ତାତି ତ କେଉଁଠି ବର୍ଷା। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରାରେ ସିଝୁଛି ଅଧା ଓଡ଼ିଶା । ୧୫ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ସେଠାରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ…

ଡେଉଁଛି ପାରଦ, ୫ଦିନ ଯାଏ ତାପମାତ୍ରାରେ ପରିବର୍ତ୍ତନର ସମ୍ଭାବନା ନାହିଁ

କେନ୍ୟୁଜ୍(ବ୍ୟୁରୋ):  ଡେଉଁଛି ପାରଦ । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ । ଆଜିଠୁ ଆସନ୍ତା ୨୦ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

ତାପମାତ୍ରା ବୃଦ୍ଧି ଯୋଗୁ ଜଳୁଛି ପଶ୍ଚିମ ଓଡ଼ିଶା: ୪୩.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ବାରିପଦା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାପମାତ୍ରା ବୃଦ୍ଧି ଯୋଗୁ ଜଳୁଛି ପଶ୍ଚିମ ଓଡ଼ିଶା । ଗତକାଲି ବାରିପଦା, ବଲାଙ୍ଗିର ଓ ସୁବର୍ଣ୍ଣପୁରରେ ୪୩ ଡିଗ୍ରୀ ଉପରେ ଥିଲା ତାପମାତ୍ର । ୪୩.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା। ୧୬ଟି ସ୍ଥାନରେ ୪୦…

ତତଲା କଡେଇରେ ସିଝୁଛି ଝାରସୁଗୁଡ଼ା: ଗତକାଲି ଦେଶର ସବୁଠୁ ଉତ୍ତପ୍ତ ଓ ବିଶ୍ୱର ୭ମ ଉତ୍ତପ୍ତ ସହର ଭାବେ ଭାଙ୍ଗିଲା ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା। ବୁଧବାର ଦେଶର ସବୁଠୁ ଉତ୍ତପ୍ତ ଓ ବିଶ୍ୱର ସପ୍ତମ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ରେକର୍ଡ କରାଯାଇଛି। ୪୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ଦେଶର ଉତ୍ତପ୍ତ ସହର ଓ ୪୩.୯ ଡିଗ୍ରୀ ସହ ସୋନପୁର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଛି। ୧୨ଟି…

ଏପ୍ରିଲ ଆରମ୍ଭରୁ ତାତି ଉପରମୁହାଁ: ପଣା ସଂକ୍ରାନ୍ତି ଯାଏ ମିଳିବନି ନିସ୍ତାର, ତାପମାତ୍ରା ବୃଦ୍ଧି ଯୋଗୁ କାଳବୈଶାଖୀ…

ଭୁବନେଶ୍ବର(କେନ୍ୟୁଜ): ଲୁ’ ପ୍ରଭାବରେ ତାତୁଛି ଓଡ଼ିଶା । ପଣା ସଂକ୍ରାନ୍ତି ଯାଏ ତାତିରୁ ମିଳିବନି ନିସ୍ତାର । ଏପ୍ରିଲ ଆରମ୍ଭରୁ ତାତି ଉପରମୁହାଁ । ପ୍ରଥମ ସପ୍ତାହରେ ବଲାଙ୍ଗିର ଓ ସୋନପୁରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ୪୦ ଡିଗ୍ରୀ ଉପରେ ରହିଛି ୧୧ ସହରର ତାପମାତ୍ରା ।…

ଜଳୁଛି ଅଧା ଓଡ଼ିଶା: ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍‌, ବାରିପଦାରେ ସର୍ବାଧିକ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ତାତି। ଜଳୁଛି ଅଧା ଓଡ଼ିଶା। ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି । ପଶ୍ଚିମ ଓଡ଼ିଶାର ୫ ସହରର ତାପମାତ୍ରା ୪୨ଡିଗ୍ରୀ ଉପରେ ରହିଛି। ସର୍ବାଧିକ ତାପମାତ୍ରା ବାରିପଦାରେ ୪୨ଦଶମିକ ୬ ଡିଗ୍ରୀ ରେକର୍ଡ ହୋଇଛି।…

୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୭ଟି ସହର, ବଲାଙ୍ଗିର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟର ବିଭିନ୍ନ ସହରରେ ବଢିବାରେ ଲାଗିଛି ତାତି। ୪୦ ଡିଗ୍ରୀ ଉପରେ ରହିଛି ୭ଟି ସହର। ବଲାଙ୍ଗିର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଏଠାରେ ପାରଦ ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନବେଳାର ତାପମାତ୍ରା ସ୍ୱାଭାବିକଠାରୁ…

ଉପକୂଳରେ କମୁଛି ତାତି, ପଶ୍ଚିମରେ ଜଳୁଛି: ୪୦ ଡିଗ୍ରୀ ଉପରେ ରହିଛି ୮ ସହର ତାପମାତ୍ରା

ଭୁବନେଶ୍ବର(କେନ୍ୟୁଜ୍): ଉପକୂଳରେ କମୁଛି ତାତି, ପଶ୍ଚିମରେ ଜଳୁଛି । ୪୦ ଡିଗ୍ରୀ ଉପରେ ରହିଛି ୮ ସହର ତାପମାତ୍ରା । ଟିଟଲାଗଡରେ ୪୩.୪ ଡିଗ୍ରୀ ରହିଛି ତାପମାତ୍ରା ।ବଲାଙ୍ଗିର, ଝାରସୁଗୁଡା ଓ ବୌଦ୍ଧରେ ୪୧.୫ ଡିଗ୍ରୀ ରହିଛି ପାରା । ଆଗକୁ ଆହୁରି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଥିବାବେଳେ…

ଆଗାମୀ ୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର, ହିଟ୍ ୱେଭ୍ ନେଇ ୪୮ ଘଣ୍ଟାରେ ୫ ଜିଲ୍ଲାକୁ ୟେଲୋ ଆଲର୍ଟ

କେନ୍ୟୁଜ୍(ବ୍ୟୁରୋ):  ତତଲା ତାଓ୍ଵାରେ ସିଝୁଛି ଓଡ଼ିଶା। ଆଗାମୀ ୩ ଦିନ ଯାଏ ନିସ୍ତାର ନାହିଁ । ଆସନ୍ତା ୪୮ ଘଣ୍ଟା ପାଇଁ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଣ୍ଟାରେ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି ।…

କଲବଲ କରିବ ତାତି: ସ୍ୱାଭାବିକ ଠାରୁ ୩ ଡିଗ୍ରୀ ଯାଏ ବଢିବ ପାରଦ

ଭୁବନେଶ୍ୱର(କେନ୍ୟୁଜ୍): ୩ ଡିଗ୍ରୀ ଯାଏ ବଢିବ ପାରଦ । କଲବଲ କରିବ ତାତି । ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଯାଏ ବଢିବ ପାରଦ । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ୪୦ ଡିଗ୍ରୀ ଉପରେ…

ରାଜ୍ୟରେ ଆହୁରି କଲବଲ କରିବ ତାତି, ୪୧ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର(କେନ୍ୟୁଜ): ରାଜ୍ୟରେ ଆହୁରି କଲବଲ କରିବ ତାତି। ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ବଢିବ ପାରଦ । ବିଶେଷକରି ଆଭ୍ୟନ୍ତରୀଣ ଡ଼ିଶାରେ ୪୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇପାରେ। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠାରୁ ୨ଡିଗ୍ରୀ ତାପମାତ୍ରା ବଢିପାରେ। ପଶ୍ଚିମ…