ଗୁଜରାଟ: ଘଡ଼ଘଡ଼ି ପଡ଼ି ମରିଗଲେ ୭୧ଟି ଗୃହପାଳିତ ପ୍ରାଣୀ; ସରକାର ଦେବେ କ୍ଷତିପୂରଣ
ଗୁଜରାଟରେ ସୋମବାର ସକାଳଠାରୁ ଲାଗି ରହିଛି ଅଦିନିଆ ବର୍ଷା, ଯାହା ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ପଡ଼ି ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥିରେ ୨୩ ଜଣ ଆହତ ହୋଇଛନ୍ତି। ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ମୃତକମାନଙ୍କ…