Browsing Tag

heavy rain

ପିଛା ଛାଡୁନି ଲଘୁଚାପ: ଆସନ୍ତା ୨୮, ୨୯ ଓ ୩୦ ରାଜ୍ୟର ୭ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହାର…

ଉତ୍ତରାଖଣ୍ଡରେ ଲଗାଣ ବର୍ଷା, ଭୂସ୍ଖଳନ ଯୋଗୁଁ ଛିନ୍ନ ହେଲା ନୈନିତାଲ ସହର

ଉତ୍ତରାଖଣ୍ଡରେ ଲଗାଣ ବର୍ଷା । ଭୂସ୍ଖଳନ ଯୋଗୁ ନୈନିତାଲ ସହର, ରାଜ୍ୟର ଅନ୍ୟ ସ୍ଥାନ ସହ ସମ୍ପର୍କ ଛିନ୍ନ ହୋଇଛି। ବହୁ ପର୍ଯ୍ୟଟକ ଓ ଯାତ୍ରୀ ସେଠାରେ ଅଟକି ରହିଛନ୍ତି। ସହରକୁ ସଂଯୋଗ କରୁଥିବା ତିନିଟି ରାଜପଥ ଅବରୋଧ ହୋଇ ରହିଛି । ଯେଉଁମାନେ ରାସ୍ତାରେ ଅଟକି ଯାଇଛନ୍ତି ସେମାନଙ୍କୁ ଖାଦ୍ୟ…

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଲାଗିରହିଛି ପ୍ରବଳ ବର୍ଷା, ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍) : ଆଉ ଏକ ଲଘୁଚାପ। ଫଳରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଗାଙ୍ଗେୟ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ପଶ୍ଚିମବଙ୍ଗ ସଲଗ୍ନ ଉତ୍ତର…

ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା, ୭ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଚି ଲଘୁଚାପ ସକ୍ରିୟ ରହିଛି । ଲଘୁଚାପ ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି। ଏହାସହ ଉତ୍ତର ଆଣ୍ଡାମାନ ସାଗରରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ…

ବଙ୍ଗୋପସାରରେ ସକ୍ରିୟ ଲଘୁଚାପ: ଆଜିଠୁ ବଢ଼ିବ ବର୍ଷା ପରିମାଣ, ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାରରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇଛି । ଆଜିଠୁ ବଢ଼ିବ ବର୍ଷା ପରିମାଣ । ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ଜାରି ହୋଇଛି ୟେଲୋ…

ପୂଜାରେ ବାତ୍ୟା ! ନବମୀ କିମ୍ବା ଦଶମୀ ବେଳକୁ ଦକ୍ଷିଣ ଓଡ଼ିଶାରେ ହୋଇପାରେ ମାଡ

ଭୁବନେଶ୍ବର(କେନ୍ଯୁଜ୍): ପୂଜାରେ ବାତ୍ୟା ଡର। ନବମୀ କିମ୍ବା ଦଶମୀ ବେଳକୁ ଦକ୍ଷିଣ ଓଡ଼ିଶାରେ ବାତ୍ୟା ମାଡ ହୋଇପାରେ। ବାତ୍ୟାରୁ ବର୍ତ୍ତିଗଲେ ବି ପ୍ରବଳ ବର୍ଷାରେ ବୁଡିବ ଓଡ଼ିଶା। ଏମିତି ଆଶଙ୍କା କଲେଣି ପାଣିପାଗ ବିଶେଷଜ୍ଞ। ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା…

ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଅଧିକ ସକ୍ରିୟ: ଆସନ୍ତାକାଲିଠୁ ପ୍ରବଳ ବର୍ଷା, ଆଜି ୯ ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲିଠୁ ପ୍ରବଳ ବର୍ଷିବ। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ସକ୍ରିୟ ହେଉଛି । ଏହାର ପ୍ରଭାବରେ ୨୯ ଓ ୩୦ରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ…

ସେପ୍ଟେମ୍ବରରେ ପ୍ରବଳ ବର୍ଷା ସତ୍ତ୍ୱେ ଓଡ଼ିଶାରେ ଭରଣା ହୋଇନି ନିଅଣ୍ଟିଆ ସ୍ଥିତି, ୨୫ରୁ ପୁଣି କାଚିବ

ଭୁବନେଶ୍ବର(କେନ୍ଯୁଜ୍):ମିଆଁମାର ଉପକୂଳ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ପୂର୍ବ ଓ ସଲଗ୍ନ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଲଘୁଚାପରେ ପରିଣତ ହୋଇପାରେ । ୨୬ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି। ପ୍ରଭାବରେ…

ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର, ପ୍ରଭାବରେ ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା !

ଭୁବନେଶ୍ବର(କେନ୍ଯୁଜ୍): ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଝାରସୁଗୁଡ଼ା, କେନ୍ଦୁଝର,…

ଆଜିଠୁ ୨୪ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ହେବ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର (କେନ୍ୟୁଜ) : ଓଡ଼ିଶା ଉପକୂଳ ଛୁଇଁବ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୧୯ ରୁ ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆଜି ଉତ୍ତର ଓଡ଼ିଶା ଓ ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ସଲଗ୍ନ ଅଞ୍ଚଳ ଗୁଡିକରେ ବର୍ଷା ହେବ। ଆଞ୍ଚଳିକ ପାଣିପାଗ…

ରାସ୍ତା ଉପରେ ପାଣି ସୁଅ, ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଜାମ୍‌

ବଣାଇ(କେନ୍ଯୁଜ୍): ରାସ୍ତା ଉପରେ ପାଣି, ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଜାମ୍‌ । ସୁନ୍ଦରଗଡ ଜିଲ୍ଲା ବଣାଇ ଚାନ୍ଦିପୋଷ ମନ୍ଦିର ନିକଟ ରାସ୍ତା ଉପରେ ପାଣି ଜମି ରାସ୍ତା ଜାମ୍‌ ହୋଇଥିଲା । ଲଗାଣ ବର୍ଷାରେ ପାହାଡ଼ ପାଣି ତଳକୁ ଖସି ରାସ୍ତା ଜାମ୍‌ ହୋଇଥିଲା । ଫଳରେ ରାସ୍ତାରେ ଯାତାୟାତ…

ଲଗାଣ ବର୍ଷାରେ ବେହାଲ କଟକ ଜିଲ୍ଲା ଚୌଦ୍ୱାର: ବୁଡିଲା ଗନ୍ଧନଦୀ ଟିକରା ଭଟ୍ଟିମୁଣ୍ଡା ବ୍ରିଜ୍‌, ୫ ପଞ୍ଚାୟତ ବାହ୍ୟ…

ଚୌଦ୍ୱାର(କେନ୍ଯୁଜ୍): ଲଗାଣ ବର୍ଷାରେ ବେହାଲ କଟକ ଜିଲ୍ଲା ଚୌଦ୍ୱାର । ବୁଡିଲା ଗନ୍ଧନଦୀ ଟିକରା ଭଟ୍ଟିମୁଣ୍ଡା ବ୍ରିଜ୍‌ । ୫ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ । ଜଳବନ୍ଦୀରେ ରହିଛନ୍ତି ୨୦ ହଜାର ପରିବାର । ଟାଙ୍ଗୀ ସାଲେପୁର ରାସ୍ତାରେ ଥିବା ଗନ୍ଧନଦୀ ପୋଲ ଉପରେ ଅଣ୍ଟାଏ ଉଚ୍ଚର ପାଣିର ସୁଅ…