ରାମଲାଲାଙ୍କ ଆଳତି ସମୟରେ ସେନା ହେଲିକପ୍ଟରରୁ ହେବ ପୁଷ୍ପବର୍ଷା, ଅତିଥିଙ୍କ ହାତରେ ରହିବ ଘଣ୍ଟି
ଆଜି ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ଆଉ ମାତ୍ର ଅଳ୍ପ କିଛି ସମୟ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ, ସେହି ସମୟରେ ଶ୍ରୀରାମଙ୍କ ଆଳତି ଅନୁଷ୍ଠିତ ହେବ । ଆଳତି ସମୟରେ ସମସ୍ତ ଅତିଥିଙ୍କ ହାତରେ ଘଣ୍ଟି…