Browsing Tag

helmet checking

ଅଗଷ୍ଟ ୩୦ ଯାଏଁ ହେଲମେଟ ଚେକିଂ କଡ଼ାକଡ଼ି, ପ୍ରଥମ ଦିନରେ ୪୦୦ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ

କଟକ(କେନ୍ୟୁଜ୍):  ରାଜ୍ୟରେ ରାସ୍ତା ଦୁର୍ଘଟଣା ଚିନ୍ତାଜନକ ସ୍ଥିତିରେ ପହଁଚି ଥିବା ବେଳେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଅଗଷ୍ଟ ୧୬ରୁ ଦୁଇ ସପ୍ତାହ ଧରି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ହେଲମେଟ ଚେକିଂର ସ୍ୱତନ୍ତ୍ର ଡ୍ରାଇଭ କରାଯାଇଛି। ପ୍ରଥମ ଦିନରେ ୪୦୦ ଡ୍ରାଇଭିଂ ଲାଇସେନ୍ସ…

ଏଣିକି ବିନା ହେଲମେଟ ବାଇକ୍ ଚାଳକଙ୍କୁ ନିସ୍ତାର ନାହିଁ: ଲାଇସେନ୍ସ ବାତିଲ୍ ସହ ଜବତ ହେବ ଗାଡି

କଟକ(କେନ୍ୟୁଜ୍) : ଆସନ୍ତା ଅଗଷ୍ଟ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହେଲମେଟ୍ ଚେକିଂ ହେବ କଡ଼ାକଡ଼ି। ଏଣିକି ବିନା ହେଲମେଟରେ ରାସ୍ତାକୁ ଆସୁଥିବା ଅମାନିଆ ବାଇକ୍ ଚାଳକଙ୍କୁ ମିଳିବ ଦଣ୍ଡ। ରାଜ୍ୟ ପରିବହନ ବିଭାଗ ଚଳିତ ୧୬ ତାରିଖରୁ ଏକ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରୁଛି।…

ଅଗଷ୍ଟ ୧୬ରୁ ଦୁଇ ସପ୍ତାହ ଧରି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ଚାଲିବ ହେଲମେଟ ଚେକିଂର ସ୍ୱତନ୍ତ୍ର ଡ୍ରାଇଭ

କଟକ(କେନ୍ୟୁଜ୍): ରାଜ୍ୟରେ ରାସ୍ତା ଦୁର୍ଘଟଣା ଚିନ୍ତାଜନକ ସ୍ଥିତିରେ ପହଁଚିଛି। ଏଥିପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଅଗଷ୍ଟ ୧୬ ରୁ ଦୁଇ ସପ୍ତାହ ଧରି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ହେଲମେଟ ଚେକିଂର ସ୍ୱତନ୍ତ୍ର ଡ୍ରାଇଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୧ ମସିହାରେ…

ମହାରାଷ୍ଟ୍ର : ହେଲମେଟ୍ ନପିନ୍ଧିବାରୁ ଅଟୋ ରିକ୍ସା ଡ୍ରାଇଭରଙ୍କ କଟିଲା ଚାଲାଣ

ମହାରାଷ୍ଟ୍ରର କଲ୍ୟାଣରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଅଟୋ ଡ୍ରାଇଭର ହେଲମେଟ ନ ପିନ୍ଧିବାରୁ ଟ୍ରାଫିକ ପୋଲିସ ୫୦୦ ଟଙ୍କାର ଏକ ଚାଲାଣ କାଟିଛନ୍ତି। କୁହାଯାଉଛି ଯେ, ୩ ଡିସେମ୍ବର ୨୦୨୧ରେ ମୁମ୍ବାଇର କାନ୍ଦିବଳୀ ଅଞ୍ଚଳରେ ଏକ ବାଇକରେ ଚାଳକ ବିନା ହେଲମେଟରେ କୁଆଡେ…

ପ୍ରେମିକଙ୍କ ପକେଟ୍‌ ଉପରେ ଭାରି ପଡ଼ୁଛି ଡବଲ ହେଲମେଟ୍‌ ନିୟମ, ମାନିଲେ ମଲ ନ ମାନିଲେ ବି ମଲ

ଭୁବନେଶ୍ୱର (ତୃଷ୍ଣା ପ୍ରିୟଦର୍ଶିନୀ): କମିଶନ୍‌ରେଟ୍‌ ପୋଲିସ୍‌କୁ ଏବେ ଲୋକଙ୍କ ସୁରକ୍ଷା ଚିନ୍ତା। ଏଣୁ ଆଉ ଗୋଟିଏ ନୁହେଁ, ଏବେ ସବୁ ବାଇକ୍‌ ବାଲା ଦୁଇଟି ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ। ଚଲେଇଲା ବାଲା ବି ପିନ୍ଧିବେ ଆଉ ପଛରେ ବସିଲା ବାଲା ବି। ଏହି ନିୟମ ଯଦିଓ ଲୋକଙ୍କ ସୁରକ୍ଷା ପାଇଁ…

ସାବଧାନ୍! ଆଜିଠୁ କଡ଼ାକଡ଼ି ହେଲମେଟ୍ ଚେକିଂ, ଦୁଇ ଚକିଆ ଗାଡ଼ିରେ ଦୁଇ ଜଣ ଯାଉଥିଲେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ବର: ଆଜିଠୁ କଡ଼ାକଡ଼ି ହେବ ହେଲମେଟ ଚେକିଂ । ଦୁଇ ଚକିଆ ଗାଡ଼ିରେ ଦୁଇ ଜଣ ଯାଉଥିଲେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଖିଲାପକାରୀ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ । ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ…