Browsing Tag

hero

ହିରୋ ଲଞ୍ଚ କଲା Destini ୧୨୫ ସ୍କୁଟର, ହୋଣ୍ଡା ଆକ୍ଟିଭା ସହ ହେବ ଟକ୍କର

ନୂଆଦିଲ୍ଲୀ : ଭାରତୀୟ ମାକ୍ରେଟରେ ହିରୋ ମୋଟକୋର୍ପ ଏହାର ୧୨୫ସିସି ବିଶିଷ୍ଟ ନୂଆ ସ୍କୁଟର Destini ଲଞ୍ଚ କରିଛି। କମ୍ପାନି ଏହି ସ୍କୁଟରରେ ସାଇଟ ଷ୍ଟାଣ୍ଡ ଇଣ୍ଡିକେଟର, ସର୍ଭିସ୍ ରିମାଇଣ୍ଡର, ପାସ ସ୍କିଚ୍, ଏକ୍ସଟର୍ନଲ ଫ୍ଳୁଲ୍ ଫିଲିଂ ଭଳି ଫିଚର ସାମିଲ କରାଯାଇଛି। ଏହି ସ୍କୁଟରକୁ କମ୍ପାନି…

ଯଦି ବାଇକ କିଣିବା ପାଇଁ ଭାବୁଛନ୍ତି କି,ତେବେ ହୋଇଯାଆନ୍ତୁ ପ୍ରସ୍ତୁତ, ଲଞ୍ଚ ହେବାକୁ ଯାଉଛି ହିରୋର ନୂଆ ବାଇକ୍

ନୂଆଦିଲ୍ଲୀ : ହିରୋ ମଟୋରକପ୍ ଆସନ୍ତା ୧୮ ମାସ ମଧ୍ୟରେ ଚାରୋଟି ନୂଅ ବାଇକ୍ ଲଞ୍ଚ କରିବାକୁ ଯାଉଛି। ପ୍ରିମିୟମ ସେଗମେଣ୍ଟର ଏହି ବାଇକ୍ ଗୁଡ଼ିକୁ କମ୍ପାନି ପ୍ରିମିୟମ ସେଲ୍ସ ଆଉଟଲେଟ ମାଧ୍ୟମରେ ବିକ୍ରି କରିବ। ୨୦୦-୩୦୦ ସିସି ଇଞ୍ଜିନର ବାଇକ୍ ବଢ଼ୁଥିବା ଚାହିଦା ଦେଖି କମ୍ପାନି ଏହି ବାଇକ…

ପୁଣି ଫେରିଲା କରିଜମା : ହିରୋ ଦମଦାର ବାଇକର ବଜାର ପ୍ରବେଶ

ନୂଆଦିଲ୍ଲୀ : ଦୁଇ ଚକିଆ ଯାନବାହାନ ନିର୍ମାତା କମ୍ପାନି ହିରୋ ସ୍ପୋଟ୍ସ ବାଇକ୍ କରିଜମାର ନୂଆ ମଡ଼େଲର ବଜାର ପ୍ରବେଶ କରିଛି। ଏହି ବାଇକର ନାମ ୨୦୧୮ ହିରୋ କରିଜମା ଜେଡ଼ଏମଆର ରହିଥିବା ବେଳେ ଏହାକୁ କମ୍ପାନିର ଅଫିସିଆଲ ୱେସାଇଟରେ ଦେଖିବାକୁ ମିଳିଛି। ହିରୋ ଏହି ବାଇକରେ କିଛି ପରିବର୍ତ୍ତନ…

ହିରୋ ସ୍କୁଟର : ବିନା ପେଟ୍ରୋଲରେ ଚାଲୁଛି ୬୫ କିଲୋମିଟର !

ନୂଆଦିଲ୍ଲୀ : ଚଳିତ ବର୍ଷ ଫେବୃଆରୀରେ ହିରୋ ନିଜର ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଫ୍ଲସ୍ ଲଞ୍ଚ କରିଥିଲା। ନିକଟରେ କମ୍ପାନୀ ବଜାରରେ ଏହାର ବିକ୍ରି ଆରମ୍ଭ କରିଛି। କମ୍ପାନୀର ଦାବି ରହିଛି ସ୍କୁଟରଟି ସଂପୂର୍ଣ୍ଣ ଇକୋ ଫ୍ରେଣ୍ଡଲି, ଏହା ଦ୍ବାରା ପ୍ରଦୁଷଣ ହେବାର ବିଲକୁଲ ସମ୍ଭାବନା ନାହିଁ। ଏହାର…