Browsing Tag

hijab

ଫିଫା ବିଶ୍ୱକପରେ ଆମେରିକା ଠାରୁ ହାରିବା ପରେ, ଇରାନ ପ୍ରଶଂସକ ରାସ୍ତାରେ ନାଚିଲେ ଆଉ ଖୁସିରେ ବାଣ ଫୁଟାଇଲେ, କାହିଁକି…

କେନ୍ୟୁଜ୍‌: ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଫିଫା ବିଶ୍ୱକପରେ । ଗତକାଲି ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଆମେରିକା ଏବଂ ଇରାନ ମଧ୍ୟରେ ମ୍ୟାଚ୍‌ ହେଉଥିଲା । ସେହି ମ୍ୟାଚ୍‌ରେ ଇରାନ ପରାସ୍ତ ହେଲା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଇରାନର ପରାଜୟ ପରେ ଏହାର ସମର୍ଥକମାନେ ରାସ୍ତା…

ଇରାନ ମାର୍କେଟରେ ହିଜାବ ବିରୋଧୀ ଆନ୍ଦୋଳନରେ ଆଖିବୁଜା ଗୁଳିମାଡ଼; ୫ ମୃତ, ୧୦ ଆହତ

ଇରାନ ମାର୍କେଟରେ ଆଖିବୁଜା ଗୁଳିକାଣ୍ଡ। ଏହି ଗୁଳିକାଣ୍ଡରେ ୫ ଜଣ ଲୋକଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପୋଲିସ କର୍ମଚରୀ ମଧ୍ୟସାମିଲ ରହିଛନ୍ତି। ଏହି ଆକ୍ରମଣ ଇରାନର ପଶ୍ଚିମ ସହରର ଇଜେହ ସହରରେ ହୋଇଛି । ତେବେ ଏହା ଆତଙ୍କବାଦୀ ଆକ୍ରମଣ…

କଲେଜ କ୍ୟାମ୍ପସରେ ହିଜାବ ପରିଧାନ ନେଇ ସୁପ୍ରିମ୍‌କୋର୍ଟ ଖଣ୍ଡପୀଠଙ୍କ ଦ୍ୱିମତ, ଦୁଇ ପ୍ରକାର ମତ ରଖିଛନ୍ତି ୨ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ହିଜାବ ପରିଧାନ ମାମଲା । କଲେଜ କ୍ୟାମ୍ପସରେ ହିଜାବ ପରିଧାନ ନେଇ ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ଦ୍ଵିମତ । କଲେଜ କ୍ୟାମ୍ପସରେ ହିଜାବ ପରିଧାନ ବାରଣ କରିଛନ୍ତି କର୍ଣ୍ଣାଟକ ସରକାର । ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠରେ…

ହିଜାବ ବିରୋଧରେ ଦେହରୁ ସମସ୍ତ ପୋଷାକ କାଢ଼ିଦେଲେ ଅଭିନେତ୍ରୀ; ସୋସିଆଲ ମିଡିଆରେ ପୋଷ୍ଟ୍‍ କଲେ ଏପରି ଭିଡିଓ

ଇରାନରେ ହିଜାବ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଚରମ ସୀମାରେ ପହଞ୍ଚିଛି। ଇରାନୀ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେଲିବ୍ରିଟିମାନଙ୍କ ସମର୍ଥନ ମିଳୁଛି। ଇତି ମଧ୍ୟରେ ଜଣେ ଇରାନୀ ଅଭିନେତ୍ରୀ ଏଲ୍‌ନାଜ ନୋରୋଜି ବି ଏହି ସମର୍ଥନରେ ମହିଳାଙ୍କ ସାଥ୍‌ ଦେଇଛନ୍ତି। ତାଙ୍କ ପ୍ରତିବାଦ ଏବେ…

ହିଜାବ ନ ପିନ୍ଧିବାରୁ ଗିରଫ ହେଲେ ଯୁବତୀ, ପୋଲିସ ହେପାଜତରେ ମୃତ୍ୟୁ

ନୂଆଦିଲ୍ଲୀ : ଇରାନରେ ୨୨ ବର୍ଷର ଏକ ଯୁବତୀଙ୍କ ପୋଲିସ ହେପାଜତରେ ଘଟିଛି ମୃତ୍ୟୁ । ପୋଲିସ ଉକ୍ତ ଯୁବତୀଙ୍କୁ ହିଜାବ ନ ପିନ୍ଧିବା ଅଭିଯୋଗରେ ଗିରଫ କରିଥିଲା । ରିପୋର୍ଟ ଅନୁଯାୟୀ, ଯୁବତୀ ଅମିନଙ୍କ ପରିବାର ଓ ସାମାଜିକ କର୍ମୀ ତାଙ୍କର ମୃତ୍ୟୁକୁ ସନ୍ଦେହଜନକ ବୋଲି କହିଛନ୍ତି । ଏଥିସହିତ ଏହି…

ହିଜାବ ବ୍ୟାନ୍‌କୁ ବିରୋଧ କରିବାରୁ ୨୪ ଛାତ୍ରୀ ନିଲମ୍ବିତ! ପୁଣି ତେଜିଲା ବିବାଦ…ଜାଣନ୍ତୁ ସରକାରଙ୍କ ଗାଇଡ୍‌ଲାଇନ

କର୍ଣ୍ଣାଟକ: ଶ୍ରେଣୀଗୃହରେ ହିଜାବ ପିନ୍ଧିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ୨୪ ଜଣ ଛାତ୍ରୀଙ୍କୁ କଲେଜରୁ ନିଲମ୍ବିତ କରି ଦିଆଯାଇଛି। କର୍ଣ୍ଣାଟକର ଉପ୍ପିନାଙ୍ଗଡ଼ୀ ଗଭର୍ଣ୍ଣମେଣ୍ଟ ଫାର୍ଷ୍ଟ ଗ୍ରେଡ୍‌ କଲେଜ ପ୍ରଶାସନ ଏହି ଛାତ୍ରୀମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

୬ ମୁସଲମାନ ଛାତ୍ରୀଙ୍କୁ କଲେଜରୁ ବହିଷ୍କାର; ହିଜାବ ପିନ୍ଧି କ୍ଲାସ୍‌ କରିବା ପାଇଁ କରୁଥିଲେ ଜିଦି

କର୍ଣ୍ଣାଟକରେ ହିଜାବ ବିବାଦ ଏବେ ବି ଜାରି ରହିଛି। ଏଠାରେ ଏକ କଲେଜ ୬ ଜଣ ଛାତ୍ରୀଙ୍କୁ ବହିଷ୍କାର କରି ଦେଇଛି। ଖବର ମୁତାବକ, ଏହି ଛାତ୍ରୀମାନେ ବିନା ହିଜାବରେ କ୍ଲାସ୍‌ କରିବାକୁ ପ୍ରସ୍ତୁତ ନ ଥିଲେ। ଏହି ଘଟଣା ଦକ୍ଷିଣ କନ୍ନଡ଼ର ଉପିନାଙ୍ଗଡି ପିୟୁ କଲେଜର ବୋଲି ଜଣାପଡ଼ିଛି। ଏଠାରେ…

ହିଜାବ ବିବାଦ ଯୋଗୁ ପରୀକ୍ଷା ଦେଇନଥିବା ଛାତ୍ରୀଙ୍କୁ ଆଉ ମିଳିବନି ସୁଯୋଗ, ରୋକ୍‌ଠୋକ୍‌ ମନା କରି ଦେଲେ ଶିକ୍ଷାମନ୍ତ୍ରୀ

ହିଜାବକୁ ବିରୋଧ କରି ପରୀକ୍ଷା ଦେଇନଥିବା ଛାତ୍ରୀଙ୍କୁ ପୁଣିଥରେ ପରୀକ୍ଷା ଦେବାକୁ ମିଳିବନି ଅନୁମତି। ସେମାନଙ୍କ ପାଇଁ ପୁଣିରେ ପରୀକ୍ଷା ଆୟୋଜିତ ହେବ ନାହିଁ ବୋଲି ମନା କଲେ ଶିକ୍ଷା ମନ୍ତ୍ରୀ। କର୍ଣ୍ଣାଟକର ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ ଏଭଳି ଘୋଷଣା କରିଛନ୍ତି।…

ହିଜାବ ଶୁଣାଣି କରୁଥିବା ଜଜ୍‌ଙ୍କୁ ‘Y’ କାଟାଗୋରୀ ସିକ୍ୟୁରିଟି, ହତ୍ୟା ଧମକ ପରେ କର୍ଣ୍ଣାଟକ ସରକାର ଦେଲେ ସୁରକ୍ଷା

ହିଜାବ ମାମଲାର ଶୁଣାଣି କରୁଥିବା କର୍ଣ୍ଣାଟକର ଉଚ୍ଚ ନ୍ୟାୟାଳୟର ୩ ଜଣ ଜଜ୍‌ଙ୍କୁ ଓ୍ଵାଇ ସିକ୍ୟୁରିଟି। ଏହି ମାମଲାର ଶୁଣାଣି କରୁଥିବା କାରଣରୁ ଏହି ୩ ଜଜ୍‌ଙ୍କୁ ଲଗାତାର ଧମକ ଦିଆଯାଉଥିଲା। ଏଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବସବରାଜ୍‌ ବୋମ୍ମଇ ୩ ଜଣ ଯାକ ଜଜ୍‌ଙ୍କୁ…

ଏବେଠୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ପିନ୍ଧିବେ ୟୁନିଫର୍ମ, ହିଜାବ୍‌ ପିନ୍ଧିବା ଜରୁରୀ ନୁହେଁ: କର୍ଣ୍ଣାଟକ…

ନୂଆଦିଲ୍ଲୀ : ଶିକ୍ଷାନୁଷ୍ଠାନରେ ହିଜାବ୍‌ ପିନ୍ଧିବା ଜରୁରୀ ନୁହେଁ । ହିଜାବ ବିବାଦ ମାମଲାରେ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ୍‌କୁ ଚ୍ୟାଲେଞ୍ଜ କରି ଦାୟର ସମସ୍ତ ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ…

‘ସ୍କୁଲକୁ ହିଜାବ ପିନ୍ଧି ଆସିପାରିବେନି ଛାତ୍ରୀ’: ପିଟିସନ୍‌ ଖାରଜ କଲେ ହାଇକୋର୍ଟ

ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ। ହିଜାବ ବିବାଦ ମାମଲାରେ ହୋଇଥିବା ଆବେଦନକୁ ଆଜି ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଏହି ମାମଲାର ସମସ୍ତ ଆବେଦନ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି, ହିଜାବ ଧର୍ମର ଏକ ପ୍ରମୁଖ ଅଂଶ ନୁହେଁ ।…

ଆସିବକି ହିଜାବକୁ ନେଇ ବଡ଼ ନିଷ୍ପତ୍ତି ? ମାମଲାରେ ଆଜି କର୍ଣ୍ଣାଟକ ହାଇକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ବର୍ତ୍ତମାନ କର୍ଣ୍ଣାଟକରେ ମୁସଲମାନ୍ ଛାତ୍ରୀମାନେ ପିନ୍ଧୁଥିବା ହିଜାବ ବିବାଦ ଥମିବାରେ ନାଁ ଧରୁନି। କର୍ଣ୍ଣାଟକରେ ହିଜାବ ବିବାଦ ସାରା ଦେଶରେ ବ୍ୟାପି ଗଲାଣି । ଏହି ବିବାଦ ଉପରେ ଅନେକ ମତ ଦେଉଥିବା ବେଳେ କିଛି ଲୋକ ଏହାକୁ ନିନ୍ଦା ମଧ୍ୟ କରୁଛନ୍ତି। କର୍ଣ୍ଣାଟକରେ ଏହି ହିଜାବ ବିବାଦକୁ…