Browsing Tag

hiked

ରାଜ୍ୟ କର୍ମଚାରୀଙ୍କୁ ପୂଜା ଭେଟି: ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର (କେନ୍ୟୁଜ): ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି । ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧…

ପୁଣି ମହଙ୍ଗା ମାଡ, ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦର; ଜାଣନ୍ତୁ କେଉଁଠି କେତେ ରହିଛି ମୂଲ୍ୟ ?

ନୂଆଦିଲ୍ଲୀ : ମାସ ଆରମ୍ଭରୁ ମହଙ୍ଗା ମାଡ। ପୁଣି ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର୍‌। ସିଲିଣ୍ଡର ପିଛା ୧୦୪ ଟଙ୍କା ବୃଦ୍ଧି ପାଇଛି । ତେବେ ଏହି ଦର ବୃଦ୍ଧି ଘରୋଇ ଏଲପିଜି ଉପରେ ହୋଇନାହିଁ । ବରଂ କମର୍ସିଆଲ ଏଲ୍‌ପିଜି ଉପରେ ହୋଇଛି । ଘରୋଇ ସିଲିଣ୍ଡର ଉପରେ କୌଣସି ବର୍ଦ୍ଧିତ ଦର…