Browsing Tag

himachal pradesh

ହିମାଚଳ ପ୍ରଦେଶରେ ୧୨,୦୦୦ କୋଟି ଟଙ୍କାରୁ ଅଧିକ କ୍ଷୟକ୍ଷତି, ୧୦ କୋଟି ଟଙ୍କା ଦେଲେ ତାମିଲନାଡ଼ୁ ସରକାର

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁ ହୋଇଥିବା ବିପର୍ଯ୍ୟୟକୁ ଦେଖି ତାମିଲନାଡ଼ୁ ସରକାର ସହାୟତାର ହାତ ବଢ଼ାଇଛନ୍ତି। ଏହି ରାଜ୍ୟର ସରକାର ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ୧୦ କୋଟି ଟଙ୍କାର ଯୋଗଦାନ ଦେଇଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ…

ଭାରତୀୟ ହେଲେ ମଧ୍ୟ ଦେଶର ଏସବୁ ଜାଗାରେ ଆପଣ ଜମି କିଣି ରହିପାରିବେ ନାହିଁ, କାରଣ ରହିଛି ଏମିତି କିଛି

ଜମି କିଣିବା ଆଉ ଘର କରାଇବା ଆପଣ ସମସ୍ତଙ୍କର ଏକ ବଡ ସ୍ବପ୍ନ ଥାଏ । ପୁଅ ବାହାଘରଠୁ ଆରମ୍ଭ କରି ଝିଅ ବାହାଘର କାମ ସରିଲେ ଯଦି ନିଜ ଜମିରେ ଘର ଖଣ୍ଡିଏ ହୋଇଯାଏ ତେବେ ମୁଣ୍ଡରୁ ପୁରା ଚିନ୍ତା ଗଲା ବୋଲି ଜାଣିବେ। ସେମିତିରେ ଏ ମହଙ୍ଗା ଯୁଗରେ ଘର ତାହା ଛାଡ ଜମି ମିଳିବା ଭାରି ମୁସ୍କିଲ ।…

ମାଟିରେ ମିଶିଲା ପୋଲିସ କର୍ମୀଙ୍କ ସ୍ୱପ୍ନର ଘର, ଗ୍ରହଣ କଲେନାହିଁ ୫,୦୦୦ ଟଙ୍କାର ସହାୟତା ରାଶି

ହିମାଚଳରେ ପ୍ରବଳ ବର୍ଷା ଯୋଗୁ ଲଗାତାର ଭୂସ୍ଖଳନ ଘଟଣା ଘଟୁଛି। ଏ ପର୍ଯ୍ୟନ୍ତ ପ୍ରାୟ ୭୧ ଜଣଙ୍କର ଏଥିରେ ମୃତ୍ୟୁ ଘଟି ସାରିଲାଣି। ଏବେ ଏକ ରିପୋର୍ଟରୁ ଜଣାପଡ଼ିଛି, ଅଗଷ୍ଟ ୧୪ ତାରିଖ ସକାଳେ ହିମାଚଳ ପ୍ରଦେଶରେ ହୋଇଥିବା ଭୂସ୍ଖଳନରେ ଜଣେ ପୋଲିସ କର୍ମୀଙ୍କ ୧ କୋଟିର ଘର ଭୁଶୁଡ଼ି ପଡ଼ିଛି।…

ହିମାଚଳ-ଉତ୍ତରାଖଣ୍ଡରେ ବର୍ଷା ବିପର୍ଯ୍ୟୟ: ୩ ଦିନରେ ୭୧ ମୃତ

ନୂଆଦିଲ୍ଲୀ : ହିମାଚଳରେ ହାହାକାର। ତାସ ଘର ପରି ଭୁଶୁଡ଼ୁଛି ଘର। ଭାସିଯାଉଛି ପଥର ଖଣ୍ଡ। ଯେଉଁ ଆଡ଼େ ଦେଖିବ କେବଳ ବିଧ୍ବଂସର ଚିତ୍ର। ବିଭିନ୍ନ ସ୍ଥାନରେ ଭୂସ୍ଖଳନ। ସିମଲାର କ୍ରିଷନନଗର ଠାରେ ୩ମହଲା କୋଠା ଭୁଶୁଡ଼ିଥିବା ବେଳେ କାଙ୍ଗ୍ରାରେ ସ୍ଥିତି ଅସମ୍ଭାଳ। ୩ଦିନରେ ମୃତ୍ୟୁ ସଂଖ୍ୟା ୭୧କୁ…

ହିମାଚଳରେ ବାଦଲ ଫଟା ବର୍ଷା: ୭ ମୃତ, ସ୍କୁଲ ଓ କଲେଜ ବନ୍ଦ

ହିମାଚଳ ପ୍ରଦେଶ ସୋଲାନ ଜିଲ୍ଲାରେ ବାଦଲ ଫଟା ବର୍ଷାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ନିଖୋଜ ରହିଥିବା ଜଣାପଡିଛି । ଏହି ଘଟଣାରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦୁଃଖ ପ୍ରକାଶ କରିଛନ୍ତି । ସୋଲାନ୍ ଜିଲ୍ଲାର କାନ୍ଦାଘାଟ ସବ-ଡିଭିଜନର ମମଲିଗ ଉପ-ତହସିଲର ଜାଡନ୍ ଗ୍ରାମରେ…

ଉତ୍ତର ଭାରତରେ ପୁଣି ବର୍ଷା ବିତ୍ପାତ, ଆଜି ପାଇଁ ହିମାଚଳ ପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ

ଉତ୍ତର ଭାରତରେ ପୁଣି ବର୍ଷା ବିତ୍ପାତ। ହିମାଚଳ ପ୍ରଦେଶରେ ଗମ୍ଭୀର ହେଉଛି ସ୍ଥିତି। ଲଗାଣ ବର୍ଷା ଯୋଗୁ ଉଛୁଳୁଛି ନଦୀ। ବେୟସ ନଦୀରେ ବନ୍ୟା। ପ୍ରଭାବିତ ହୋଇଛି ମଣ୍ଡି। ବିଭିନ୍ନ କେନାଲ ଓ ଜଳାଶୟ ପୁଣି ଉଛୁଳିବା ଆରମ୍ଭ ହୋଇଛି। ଆହୁରି ପ୍ରବଳ ବର୍ଷା ବାକି ରହିଛି। ଆଜି ପାଇଁ ହିମାଚଳ…

ହିମାଚଳ ସିଏମ୍‌ ସୁଖବିନ୍ଦର ସିଂ ସୁଖୁଙ୍କ ହେଲିକପ୍ଟରର ଜରୁରୀ ଅବତରଣ, ଚିହ୍ନିତ ସ୍ଥାନରୁ ୫୦୦ ମିଟର ଦୂରରେ ଲ୍ୟାଣ୍ଡିଂ

ଜରୁରୀକାଳୀନ ଅବତରଣ କଲା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଉପର ଶିମ୍‌ଲା ଗସ୍ତରେ ଥିବାବେଳେ ଏଠାରେ ତାଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଛି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ରାମପୁରର ବିଥଲ୍‌ରେ ଅବତରଣ କରିବାର ଥିଲା। କିନ୍ତୁ ଚିହ୍ନିତ…

ହିମାଚଳ ପ୍ରଦେଶର ଐତିହାସିକ ସଂଗଚୁଲ ମହାଦେବ ମନ୍ଦିର

ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ହିମାଚଳ ପ୍ରଦେଶ ଯେତିକି ଲୋକପ୍ରିୟ ସେତିକି ଏହାର ପରମ୍ପରା ପାଇଁ ମଧ୍ୟ ଏହା ଖୁବ ପ୍ରସିଦ୍ଧ। ଭାରତରେ ଆପଣ ଅନେକ ମନ୍ଦିର ରହିଥିବାର ଦେଖିବେ ଯାହାକୁ ନେଇ ଅନେକ କାହାଣୀ ରହିଛି। ଏହାକୁ ନେଇ ଲୋକଙ୍କ ବିଶ୍ୱାସ ଖୁବ ପ୍ରାଚୀନ । ଆଜି ଆମେ ଆପଣଙ୍କୁ କହିବୁ…

ପ୍ରକୃତିର ତାଣ୍ଡବ ମହାଦେବଙ୍କ ସାମ୍ନାରେ ପଡିଲା ଫିକା, ପ୍ରଖର ଜଳସ୍ରୋତରେ ସେମିତି ରହିଲା ପଞ୍ଚବକତ୍ର ମନ୍ଦିର

ଉତ୍ତର ଭାରତରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ସହିତ ବନ୍ୟା ପାଣି ମାଡି ଆସି ଘରଦ୍ୱାରା, ରାସ୍ତା, ଯାନବାହନ ସବୁକିଛି ଭସାଇନେଇଛି । ହେଲେ ଭଗବାନଙ୍କ ଘରକୁ କିଛି କରିପାରିନି ପ୍ରକୃତି । ପ୍ରବଳ ଜଳପ୍ରବାହରେ ମଧ୍ୟ ସେମିତି ଠିଆ…

ହିମାଚଳରେ ପ୍ରକୃତିର ତାଣ୍ଡବ: ୩ ହଜାର କୋଟିର କ୍ଷୟକ୍ଷତି, ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ କେନ୍ଦ୍ର ନିକଟରେ ଦାବି…

ହିମାଚଳ ପ୍ରଦେଶରେ ତାଣ୍ଡବ ରଚିଛି ପ୍ରକୃତି। ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ପାଣି ଘେରରେ ରହିଛି। ହଜାର ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ପାଇଁ ସତର୍କତା ଜାରି କରାଯାଇଛି। ହିମାଚଳରେ ବର୍ଷା ଓ ଭୂସ୍ଖଳନ ଯୋଗୁ ଏ ପର୍ଯ୍ୟନ୍ତ ୩୦୦୦ କୋଟି ଟଙ୍କାର…

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ମାଡିଆସିଲା ବନ୍ୟା ପାଣି, ଜାତୀୟ ରାଜପଥରେ ୧୫ କିମି ଟ୍ରାଫିକ ଜାମ୍‌

ଲଗାତାର ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ସହ ବନ୍ୟା ପରିସ୍ଥିତି ଉପୁଜିଛି । ଏହି କାରଣରୁ ଟ୍ରାଫିକ୍ ଜାମ୍ ଆରମ୍ଭ ହେବା ସହ ବୁଲିବାକୁ ଯାଇଥିବା ଶହ ଶହ ଯାତ୍ରୀ ରାସ୍ତାରେ ଫସି ରହିଥିବା ଖବର ମିଳିଛି । ୧୫ କିମି ବାଟ ଯାଏଁ ଟ୍ରାଫିକ ଜାମ୍‌ ରହିଛି । ଫଳରେ ୨୦୦ରୁ ଅଧିକ ଲୋକ ଜାରତୀୟ…

ହିମାଚଳ ପ୍ରଦେଶ ଏବଂ ଆସାମରେ ପ୍ରବଳ ବର୍ଷା: ଭୂସ୍ଖଳନ ଯୋଗୁଁ ଲେହ-ମନାଲୀ ରାସ୍ତା ବନ୍ଦ, ୧୦୦ରୁ ଉର୍ଦ୍ଧ୍ବ ମେଣ୍ଢା…

ହିମାଚଳ ପ୍ରଦେଶରେ ମୌସୁମୀ ପହଞ୍ଚିବା ପୂର୍ବରୁ ପ୍ରବଳ ବର୍ଷା ହୋଇଛି । ମଣ୍ଡି ଜିଲ୍ଲାରେ ରାତିରେ ୫ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହୋଇଛି । ପ୍ରବଳ ବର୍ଷ ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ପାର୍କିଂ ହୋଇଥିବା ଗାଡି ପୋତି ହୋଇଯାଇଛି । ପାଖାପାଖି…