Below header
Browsing Tag

himachal pradesh

ଖରା ଦିନରେ ଏସବୁ ସ୍ଥାନର ମଜା ଉଠାନ୍ତୁ

ବୁଲିବା କାହାକୁ ବା ପସନ୍ଦ ନୁହେଁ ? ଖାସ କରି ପ୍ରାୟ ପ୍ରକୃତି କୁ ଉପଭୋଗ କରିବା ପାଇଁ ଶୀତ ଦିନ ରେ ବାହାରକୁ ବୁଲିବାକୁ ଯାଇଥାନ୍ତି । କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ସ୍ଥାନ ବିଷୟରେ କହିବୁ ତାହା ଖରା ଦିନ ପାଇଁ ଉଦିଷ୍ଟ । ସମସ୍ତେ ଚାହାଁନ୍ତି ଟିକିଏ ବ୍ୟସ୍ତବହୁଳ ଜୀବନରୁ ଫ୍ରି ସମୟ…

ମଦ କିଣିଲେ ଦେବେ ଗୋ କର, ବୋତଲ ପିଛା ୧୦ ଟଙ୍କାର ଦେବାକୁ ପଡ଼ିବ : ଏମିତି ନିୟମ ଆଣିଲେ ରାଜ୍ୟ ସରକାର

ମଦ ଉପରେ ଲାଗିଛି ଗୋ-କର ବା କାଓ ସେସ। ଯଦି କେହି ମଦ କିଣନ୍ତି, ତା’ହେଲେ ତାଙ୍କୁ ବାଧ୍ୟତାମୂଳକ ଭାବେ ବୋତଲ ପିଛା ୧୦ ଟଙ୍କାର ଗୋ-କର ଦେବାକୁ ପଡ଼ିବ। ହିମାଚଳ ପ୍ରଦେଶ ସରକାର ଏପରି ନିୟମ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିଜ ସରକାର ପ୍ରଥମ ବଜେଟ ବେଳେ ଏ ସମ୍ପର୍କରେ…

ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ; ବିଧାୟକ ଦଳ ବୈଠକ ପରେ ନିଆଗଲା ନିଷ୍ପତ୍ତି

କଂଗ୍ରେସ ଦଳ ସୁଖବିନ୍ଦର ସିଂ ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ, ଏହି ନିଷ୍ପତ୍ତି ପାର୍ଟିର ବିଧାୟକ ଦଳ ବୈଠକ ପରେ ନିଆଯାଇଛି। ସୁଖବିନ୍ଦର ସିଂ ସୁଖୁଙ୍କ ପୂର୍ବରୁ ହିମାଚଳ କଂଗ୍ରେସର ଅଧ୍ୟକ୍ଷ ପ୍ରତିଭା ସିଂଙ୍କ ନାମ ସିଏମ୍‌…

ଭୋଟ ଦେବ ହିମାଚଳ ପ୍ରଦେଶ : ୭୮୮୧ ମତଦାନ କେନ୍ଦ୍ରରେ ୫୬ ଲକ୍ଷ ମତଦାତା ଦେବେ ଭୋଟ୍

ନୂଆଦିଲ୍ଲୀ : ଆଜି ଭୋଟ ଦେବ ହିମାଚଳ । କଡ଼ା ସୁରକ୍ଷା ବଳୟରେ ସାରା ରାଜ୍ୟ । ସକାଳ ୮ଟାରୁ ସଂଧ୍ୟା ୫ଟା ଭିତରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ । ପାଖାପାଖି ୫୬ ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ୬୮ଟି ଆସନରେ ୪୧୨ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା ଦେବେ…

ହିମାଚଳର କାଙ୍ଗଡ଼ାରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; କହିଲେ – କଂଗ୍ରେସ ଦୁର୍ନୀତି ଓ ଭ୍ରଷ୍ଟାଚାରରେ…

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କଙ୍ଗରାଠାରେ ଏକ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି। ସମାବେଶରେ ସମ୍ବୋଧିତ କରି ସେ କହିଛନ୍ତି ଯେ କଂଗ୍ରେସ ଦୁର୍ନୀତି, ଘୋଟଲା ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଛି। କଂଗ୍ରେସ ବିକାଶକୁ କାହିଁକି ରୋକୁଛି ତାହା…

ହିମାଚଳ ନିର୍ବାଚନ ପୂର୍ବରୁ ବିଜେପିର ଘୋଷଣା: ସ୍କୁଲ ଛାତ୍ରୀଙ୍କୁ ସାଇକେଲ, କଲେଜ ଛାତ୍ରୀଙ୍କୁ ସ୍କୁଟର ଦେବାକୁ…

ସିମ୍‌ଲା: ହିମାଚଳ ପ୍ରଦେଶରେ ନିର୍ବାଚନୀ ବିଗୁଲ ବାଜିବା ପରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଘୋଷଣା ପରେ ଘୋଷଣା ହେଉଛି। ବିଭିନ୍ନ ରାଜନୈତିକ ଦଳ ନିଜ ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ଅନେକ ଘୋଷଣା କରିଛନ୍ତି। ଶନିବାର କଂଗ୍ରେସ ନିଜର ଇସ୍ତାହାର ଘୋଷଣା କରିଥିବା ବେଳେ ରବିବାର ବିଜେପି ନିଜର…

ହିମାଚଳର ଉନାରେ ମର୍ମନ୍ତୁଦ ଦୁର୍ଘଟଣା: ଖମ୍ବ ସହ ପିଟି ହେଲା କାର୍‌; ୫ ଯୁବକଙ୍କ ପ୍ରାଣବାୟୁ ଉଡ଼ିଲା

ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ପୋଲିସ…

ହିମାଚଳରେ ବର୍ଷା ବିତ୍ପାତ : ଭୂସ୍ଖଳନ ଯୋଗୁ ଭିନ୍ନ ଭିନ୍ନ ସ୍ଥାନରେ ୨୨ ମୃତ, ୬ ନିଖୋଜ ; ଅରେଞ୍ଜ ଆଲର୍ଟ ଜାରି

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଶିମଲାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। କାଙ୍ଗଡା, ଚମ୍ବା ଓ ମଣ୍ଡିରେ ବର୍ଷାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟରେ ବିଗତ ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଓ ଭୂସ୍ଖଳନ…

ପ୍ରବଳ ବର୍ଷାରେ ଧୋଇଗଲା ପଞ୍ଜାବ- ହିମାଚଳକୁ ଯୋଡୁଥିବା ଏକମାତ୍ର ରେଲୱେ ବ୍ରିଜ୍‌, ୧୯୨୮ ମସିହାରେ ଇଂରେଜ କରିଥିଲେ…

ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ପଞ୍ଜାବ ଏବଂ ହିମାଚଳ ସୀମାରେ ଥିବା ଚକ୍କି ନଦୀରେ ନିର୍ମିତ ୮୦୦ ମିଟର ଲମ୍ବା ରେଲୱେ ବ୍ରିଜ ଭୁଶୁଡି ପଡିଛି। ଚକ୍କି ନଦୀରେ ବନ୍ୟା ଆସିବା ଯୋଗୁଁ ବ୍ରିଜର ଦୁର୍ବଳ ଖମ୍ବ ଭାଙ୍ଗିପଡିଛି। ଭାରତୀୟ ରେଳ ଲାଇନର ଐତିହାସିକ ଐତିହ୍ୟ ପଠାନକୋଟ-କାଙ୍ଗଡା…

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ନେଲା ୭୮ ଲୋକଙ୍କ ଜୀବନ, ୧୦୪ ଆହତ

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜୁଲାଇ ମାସ ଆରମ୍ଭରୁ ହୋଇଥିବା ବର୍ଷାରେ ଏପର୍ଯ୍ୟନ୍ତ ୭୮ ଲୋକ ମୃତ୍ୟୁବରଣ କରିସାରିଲେଣି। ଏହାବ୍ୟତୀତ ୧୦୪ ଲୋକ ଆହତ ହୋଇଥିବା ବେଳେ ୧୫୦ କୋଟିରୁ ଉର୍ଦ୍ଧ୍ୱ ସଂପତ୍ତି ପାଣିରେ ବୋହିଯାଇଛି। ଏହା ମଧ୍ୟରେ…

ହଠାତ୍‌ ମାଡିଆସିଲା ବର୍ଷା ପାଣି, ଟ୍ରାକ୍ଟର ସହିତ ଭାସିଗଲେ ଯୁବକ

ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଲାଗିରହିଛି। ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ଭଳି ରାଜ୍ୟରେ ସ୍ଥିତି ଜଟିଳ। ସେହିଭଳି ହିମାଚଳ ପ୍ରଦେଶରେ ବିଭିନ୍ନ ଜିଲ୍ଲାର ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳର ବର୍ଷା ପାଣିରେ ଉବୁଟୁବୁ ହୋଇଛି। ଚାରିଆଡେ ବନ୍ୟା ଜଳର ଦୃଶ୍ୟ ଦେଖିବାକୁ ମିଳିଛି। ଏଥି…

ହିମାଚଳ କୁଲ୍ଲୁରେ ବାଦଲ ଫଟା ବର୍ଷା! ଭୟଙ୍କର ବନ୍ୟାରେ ଭାସି ଜଣେ ମୃତ; ୬ ନିଖୋଜ….ଭୂସ୍ଖଳନ ନେଇଗଲା ୪ ଜଣଙ୍କ ଜୀବନ

ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ବୁଧବାର ବାଦଲ ଫଟା ବର୍ଷା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବନ୍ୟା ଜଳରେ ଭାସିଯାଇ ୬ ଜଣ ଲୋକ ନିଖୋଜ ହୋଇ ଯାଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ଜଣେ ବରିଷ୍ଠ ଅଧିକାରୀ…