Browsing Tag

hirakud dam open

ଖୋଲିଲା ହୀରାକୁଦର ଆଉ ୧୦ଟି ଗେଟ: ମୋଟ ୧୬ ଟି ଗେଟ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦ ଜଲଭଣ୍ଡାର ଆଉ ୧୦ ଟି ଗେଟ । ଗତକାଲି ୬ଟି ଗେଟ ଖୋଲିଥିଲା । ମୋଟ ୧୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏ ନେଇ ସୂଚନା ଦେଲେ ହୀରାକୁଦ ଜଲଭଣ୍ଡାର ମୁଖ୍ୟଯନ୍ତ୍ରୀ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଲଭଣ୍ଡାରର ଇନଫ୍ଲ ବଢ଼ୁଥିବାରୁ ଗେଟ…

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ : ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର (କେନ୍ୟୁଜ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ହୀରାକୁଦ ଖୋଲିଛି ଗେଟ୍ । ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଲା । ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପଟରୁ ୧୬ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍‌ ଖୋଲାଯାଇଛି। ହୀରାକୁଦର ୨୬…

ହୀରାକୁଦରେ ବଢୁଛି ଜଳସ୍ତର, ଏବେ ୬୧୪.୬୯ ଫୁଟ ପାଣି ; ଫୁଲୁଛି ମହାନଦୀ

ସମ୍ବଲପୁର (କେନ୍ୟୁଜ): ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫୁଲିଛି ମହାନଦୀ । ହୀରାକୁଦରେ ବଢିଛି ଜଳସ୍ତର । ଏବେ ୫ଟି ଗେଟ୍‌ ଦେଳ ପ୍ରବାହିତ ହେଉଛି ବନ୍ୟା ଜଳ । ଗତକାଲି ଡ୍ୟାମରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି । ବାମପଟର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ…

ବନ୍ୟା ନିୟନ୍ତ୍ରଣ ପାଇଁ ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌

ଭୁବନେଶ୍ୱର(କେନ୍ୟୁଜ୍): ବନ୍ୟା ନିୟନ୍ତ୍ରଣ ପାଇଁ ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌। ବର୍ତ୍ତମାନ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଜଳଭଣ୍ଡାରର ୮ଟି ଗେଟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା। ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ କରିବାକୁ ଗେଟ…

ଆଜି ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର(କେନ୍ୟୁଜ୍): ହୀରାକୁଦ ଡ୍ୟାମ୍‌ର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୃଦ୍ଧି ପାଇଛି ଜଳସ୍ତର। ଯାହାଫଳରେ ଆଜି ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପୂର୍ବାହ୍ନ ୧୧ଟା ପାଖାପାଖି  ହୀରାକୁଦର ଗେଟ୍ ଖୋଲାଯାଇଥିଲା। ପ୍ରଥମେ ୭ନଂ ଗେଟ୍‌ରେ ପାଣି ଛଡ଼ାଯାଇଥିବାବେଳେ,…

ଖୁବ୍ ଶୀଘ୍ର ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ ହେବ ବନ୍ୟା ଜଳ, ପ୍ରକ୍ରିୟା ଆରମ୍ଭ କଲେ ବନ୍ଧ କର୍ତ୍ତୃପକ୍ଷ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବନ୍ଧ କର୍ତ୍ତୃପକ୍ଷ । ଆସନ୍ତା ଜୁନ ଏକ ତାରିଖ ପରେ ଯେକୌଣସି ସମୟରେ ସ୍ଥିତିକୁ ଦେଖି ମହାନଦୀରେ ବନ୍ୟା ଜଳ ନିଷ୍କାସନ କରାଯିବ । ବନ୍ୟା ଜଳ ନିଷ୍କାସନ ସମୟରେ ମହାନଦୀ ଅବବାହିକାକୁ ଯେପରି ସମ୍ପୂର୍ଣ୍ଣ…

ହୀରାକୁଦରେ ଖୋଲା ରହିଛି ମାତ୍ର ଗୋଟିଏ ଗେଟ୍, ଆଶା ଅନୁସାରେ ବର୍ଷା କମ୍ ହେବାରୁ ବନ୍ଦ କରାଗଲା ୬ଟି ଗେଟ୍

ସମ୍ବଲପୁର : ହୀରାକୁଦରେ ଜଳ ପ୍ରବେଶ ପୂର୍ବାନୁମାନ ଅନୁଯାୟୀ ବୃଦ୍ଧି ନ ପାଇବା କାରଣରୁ ରବିବାର ପୁଣି ୩ଟି ପର୍ଯ୍ୟାୟରେ ୬ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ରବିବାର ରାତିରେ ମାତ୍ର ଗୋଟିଏ ଗେଟ୍‌ ଖୋଲା ରହିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଉପର ମୁଣ୍ଡରେ ଅଧିକ ବର୍ଷା ଆଶଂକା…