Browsing Tag

history

କିଏ ତିଆରି କରିଥିଲେ ପ୍ରଥମ ଇଲେକ୍ଟ୍ରିକ ଫ୍ୟାନ? ଭାରତକୁ କିପରି ଆସିଲା

ଖରାଦିନ ଆସିବା ମାତ୍ରେ ହିଁ ପ୍ରତ୍ୟେକ ଲୋକ ଘରେ ଫ୍ୟାନ ଲଗାଇବା ଆରମ୍ଭ କରନ୍ତି । ଆଜିକାଲି ଏମିତି କେହି ବି ନଥିବେ ଯାହା ଘରେ ଫ୍ୟାନ ନାହିଁ । କିନ୍ତୁ କ'ଣ ଆପଣ କେବେ ଚିନ୍ତା କରିଛନ୍ତି କି ଆମକୁ ଗରମରୁ ମୁକ୍ତି ଦେଉଥିବା ଏହି ଫ୍ୟାନ କିଏ ସୃଷ୍ଟି କରିଛି ଏବଂ ଏହା ଭାରତକୁ କିପରି ଆସିଲା?…

ଗୁପଚୁପ୍ ପ୍ରଥମେ ଭାରତକୁ କିପରି ଆସିଲା, କେଉଁ ରାଜ୍ୟରେ ଏହା ପ୍ରଥମେ ପରିଚିତ ହୋଇଥିଲା?

ଗୁପଚୁପ୍ ନାଁ ଶୁଣିଲେ ହିଁ ମୁହଁରେ ପାଣି ଆସିଯାଏ । ସେ ଛୋଟ ହୁଅନ୍ତୁ ଅବା ବଡ଼ । ଗୁପଚୁପ୍ ଏକ ଏଭଳି ଖାଦ୍ୟ ଯାହା ସମସ୍ତଙ୍କ ପସନ୍ଦ । ଗୁପଚୁପ୍, ଗୋଲଗପ୍ପା, ପାନି ପୁରୀ କିମ୍ବା ପୁଚକା... ନାମଗୁଡିକ ଅଲଗା ଅଲଗା କିନ୍ତୁ ଯେତେବେଳେ ଏହି ସବୁର ନାମ ନିଆଯାଏ ଏକ ଚଟପଟା ସ୍ୱାଦିଷ୍ଟ ଖାଦ୍ୟ…

କେଦାରନାଥ ଜ୍ୟୋତିର୍ଲିଙ୍ଗର କାହାଣୀ, ଜାଣନ୍ତୁ କ’ଣ ଏହାର ଇତିହାସ

ଦେଶର ବାର ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ କେଦାରନାଥ ଧାମର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । କିଭଳି ହୋଇଥିଲା କେଦାରନାଥଙ୍କ ଆବିର୍ଭାବ ଏବଂ ସର୍ବପ୍ରଥମେ କିଏ କରିଥିଲେ କେଦାରନାଥଙ୍କ ଦର୍ଶନ । ତେବେ ଆସନ୍ତୁ ଏହି ମନ୍ଦିର ସହ ଜଡିତ ରହସ୍ୟ ବିଷୟରେ ଜାଣିବା । ଧାର୍ମିକ କାହାଣୀ ଅନୁଯାୟୀ ଏହି…

କ’ଣ ରହିଛି ଇସ୍କନ ମନ୍ଦିରର ଇତିହାସ? ଏହା କିପରି ଆରମ୍ଭ ହେଲା ଏବଂ କେବେ ଆରମ୍ଭ ହୋଇଥିଲା ‘ହରେ…

'ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ...' ଏହି ମନ୍ତ୍ର ଜପ କରି ସାରା ବିଶ୍ୱରେ ଭକ୍ତମାନେ କୃଷ୍ଣଙ୍କ ଭକ୍ତିରେ ଲୀନ ହୋଇଯାନ୍ତି । ଭାରତ ବ୍ୟତୀତ ଲଣ୍ଡନ, ବର୍ଲିନ୍ ଏବଂ ନ୍ୟୁୟର୍କର ଅନେକ ସ୍ଥାନରେ ବିଦେଶୀମାନେ ମଧ୍ୟ ଏହି ମହାମନ୍ତ୍ରଜପ କରୁଥିବା…

ଆଜି ରାଷ୍ଟ୍ରୀୟ ପର୍ଯ୍ୟଟନ ଦିବସ, ଜାଣନ୍ତୁ କ’ଣ ରହିଛି ଏହାର ଇତିହାସ

୨୫ ଜାନୁଆରୀରେ ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରାଯାଏ । ଆମ ଦେଶରେ ପରିଦର୍ଶନ କରିବାକୁ ଅନେକ ସ୍ଥାନ ରହିଛି । ଯେଉଁଠାରେ ଆମେ ଆମ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଇ ପାରିବା ଏବଂ ସେଠାରେ ଥିବା ଦୃଶ୍ୟକୁ ଉପଭୋଗ କରିପାରିବା । ଅନେକ ଲୋକ ଭ୍ରମଣ କରିବାକୁ ବହୁତ ପସନ୍ଦ କରନ୍ତି ।…

ହଜାର ହଜାର ବର୍ଷ ପୁରୁଣା ଖେଚୁଡିର ଇତିହାସ, ସମ୍ରାଟ ଆକବରଙ୍କର ଏହା ଥିଲା ପ୍ରିୟ ଖାଦ୍ୟ

ସମଗ୍ର ଭାରତରେ ମକର ସଂକ୍ରାନ୍ତିର ପର୍ବ ପାଳନ କରାଯାଏ । ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ - ଲୋକମାନେ ଉତ୍ସାହ ଏବଂ ଆଶା ସହିତ ଏହି ପର୍ବ ପାଳନ କରନ୍ତି । ତେବେ ଦେଶର ବିଭିନ୍ନ ରାଜ୍ୟରେ ଏହାକୁ ବିଭିନ୍ନ ନାମରେ ଜଣାଯାଏ । ଏହି ଦିନ ବିଶେଷକରି ଲୋକମାନେ ନିଜ ଘରେ ଖେଚୁଡି…

କାହିଁକି ଗୋଲ ହୋଇଥାଏ ଲଡୁ? ଜାଣନ୍ତୁ ଏହାର ଇତିହାସ

ଭାରତରେ କୌଣସି ଖୁସି ଖବର କିମ୍ବା ଭଲ କାମ ହେଲେ ତୁରନ୍ତ ପାଟି ମିଠା କରିବାକୁ କୁହାଯାଏ । ପାଟିକୁ ମିଠା କରିବା ପାଇଁ ସବୁଠାରୁ ସାଧାରଣ ମିଠା ହେଉଛି ଲଡୁ । ଭାରତରେ ଲଡୁ ପାଇଁ ଏକ ଭିନ୍ନ କ୍ରେଜ୍ ରହିଛି । ଲଡୁ ବିଭିନ୍ନ ଜିନିଷରୁ ତିଆରି ହୋଇଥାଏ । ମିଠା ମଧ୍ୟରେ ଲଡୁର ଚାହିଦା ବେଶ ଅଧିକ ।…

ଜାଣନ୍ତୁ ମିମିକ୍ରି କ’ଣ ? ଏହି ଶବ୍ଦ କେବେ ଏବଂ କିଏ ଆରମ୍ଭ କରିଥିଲେ

ନିକଟରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମିମିକ୍ରି କରିବା ଯୋଗୁଁ ଭାରତରେ ଅନେକ ଆଲୋଡ଼ନ ଦେଖାଦେଇଛି । ରାଜ୍ୟସଭାରୁ ନିଲମ୍ବିତ ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତିଙ୍କ ଭାଷଣ ଦେଉଥିବା ଷ୍ଟାଇଲ୍‌କୁ ନକଲ କରିଥିଲେ । ସେହି କାରଣରୁ ଉପରାଷ୍ଟ୍ରପତି ବହୁତ ବିବ୍ରତ ହୋଇଯାଇଥିଲେ ।…

ମହାରାଣା ପ୍ରତାପ କାହିଁକି ଘୋଡା ଚେତକ ମୁହଁରେ ହାତୀ ଶୁଣ୍ଢ ଲଗାଇଥିଲେ ? ଜାଣନ୍ତୁ ଏହାର ବିଶେଷ କାରଣ

ଆମ ଇତିହାସରେ ଅନେକ ଯୋଦ୍ଧାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । କିନ୍ତୁ ଯେତେବେଳେ ମହାରାଣା ପ୍ରତାପଙ୍କ ସାହସିକତା ଉଲ୍ଲେଖ କରାଯାଏ, ସେତେବେଳେ ତାଙ୍କ ଘୋଡା ଚେତକ ନିଶ୍ଚିତ ଭାବରେ ସ୍ମରଣୀୟ ହୋଇ ରହିଥାଏ । କୁହାଯାଏ ଯେ ଚେତକ ମଧ୍ୟ ମହାରାଣାଙ୍କ ପରି ବହୁତ ସାହସୀ ଥିଲେ ଏବଂ ତାଙ୍କ ଡେଇଁବା…

ନେପୋଲିଅନ୍ ବୋନାପାର୍ଟଙ୍କ ଟୋପି ୧୭ କୋଟି ଟଙ୍କାରେ ହେଲା ନିଲାମ

ନେପୋଲିଅନ୍ ବୋନାପାର୍ଟଙ୍କ ଟୋପି ଏକ ରେକର୍ଡ ସୃଷ୍ଟି କରିଛି । ବୋନାପାର୍ଟଙ୍କ ଟୋପି ରବିବାର ଦିନ ପ୍ୟାରିସରେ ନିଲାମ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ଦୁଇ ମିଲିୟନ ୟୁରୋ ଅର୍ଥାତ୍ ୧୭ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ଟୋପି ୧.୯୩୨ ମିଲିୟନ…

୩୭୦୦ ବର୍ଷ ପୁରୁଣା ‘‘ସାଦ ଅଲ-କାଫାରା’’ ଡ୍ୟାମ୍‌, ଜାଣନ୍ତୁ କେଉଁ ଠାରେ ଅବସ୍ଥିତ

କାଇରୋ ଠାରୁ ପ୍ରାୟ ୪୦ କିଲୋମିଟର ସାଇଥ୍‌ ଇଷ୍ଟରେ ଥିବା ହେଲୱାନ୍ ସହର ନିକଟରେ ଏକ ସ୍ୱତନ୍ତ୍ର ବନ୍ଧ ରହିଛିି । ଯାହାକି ପ୍ରାୟ ୩୭୦୦ ବର୍ଷ ପୁରୁଣା । ‘‘ସାଦ ଅଲ-କାଫାରା’’ ପରିତ୍ୟକ୍ତ ଘର ଅଞ୍ଚଳରେ ଅବସ୍ଥିତ । ଏହି ବନ୍ଧଟି ହଠାତ୍ ଅସିଥିବା ତୋଫାନ ଏବଂ ପ୍ରବଳ ବନ୍ୟା ପରିସ୍ଥିତିରୁ…