Browsing Tag

hockey

ଏସୀୟ କ୍ରୀଡ଼ା ୨୦୨୩: ହକିରେ ଭାରତୀୟ ଟିମ୍‌ ଜିତିଲା ସ୍ୱର୍ଣ୍ଣ; ଗତ ଥରର ଚାମ୍ପିୟନ୍‌ ଜାପାନକୁ ଦେଲା ମାତ୍‌

ହକିରେ ଭାରତକୁ ସ୍ୱର୍ଣ୍ଣ। ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ହକି ଟିମ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ ଗତ ଥରର ଚାମ୍ପିୟନ୍‌ ଜାପାନକୁ ୫-୧ରେ ହରାଇ ଦେଇଛି। ଏହା ପୂର୍ବରୁ ପୁଲ୍‌ ରାଉଣ୍ଡ୍‌ରେ ମଧ୍ୟ ଭାରତ ଏବଂ ଜାପାନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା,…

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: ଜାପାନକୁ ୫-୦ରେ ହରାଇ ଫାଇନାଲରେ ଭାରତ

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଫାଇନାଲରେ ଭାରତ । ଆଜି ଟାଇଟଲ୍ ଲଢ଼େଇରେ ମାଲେସିଆ ସହ ମୁକାବିଲା ରହିଛି । ଗତକାଲି ସେମିଫାଇନାଲରେ ଜାପାନକୁ ଏକତରଫା ଭାବରେ ୫-୦ ଗୋଲରେ ପରାସ୍ତ କରିଥିଲା ଭାରତ । ଜାପାନ ଉପରେ ପ୍ରଭାବ ବିସ୍ତାର କରିଥିଲା ଘରୋଇ ଟିମ୍ । ମ୍ୟାଚର ପ୍ରଥମ କ୍ବାଟର…

ଯାଜପୁର ଷ୍ଟାଡିୟମରେ ବସି ହକି ଖେଳ ଦେଖିଲେ, ବିଧାୟକଙ୍କୁ ଧନ୍ୟବାଦ ଦେଲେ ଛାତ୍ରଛାତ୍ରୀ

ଯାଜପୁର(କେନ୍ୟୁଜ୍): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦ୍ଵିତୀୟ ଥର ପାଇଁ ହକି ପୁରୁଷ ବିଶ୍ୱକପର ଆୟୋଜନ କରାଯାଇଛି। ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପ୍ରୋତ୍ସାହନରେ ବିଧାୟକଙ୍କ ପୋଷ୍ୟ ବିଦ୍ୟାଳୟ ଜେନାପୁର…

ଆଜିଠାରୁ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲ୍‌ ଲଢ଼େଇ

ଭୁବନେଶ୍ୱର : ଆଜିଠାରୁ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲ୍‌ ଲଢ଼େଇ । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୨ଟି ମ୍ୟାଚ୍‌ । ପ୍ରଥମ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ସ୍ପେନ୍‌ । ବିଶ୍ୱର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ନିଜ ପୁଲ୍‌ରେ ଅପରାଜେୟ ରହିଛି । ଫ୍ରାନ୍ସକୁ…

ଭାରତୀୟ ପୁରୁଷ ହକି ଦଳକୁ ଶୁଭକାମନା: କିସ୍‌ର ଏକାଠି ଦୀପ ଜାଲିଲେ ୩୦ହଜାର ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ): ସମଗ୍ର ଓଡ଼ିଶାରେ ଏବେ ହକି ମାନିଆ । ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ହକିର ମାହୋଲ । ଏଥିରେ ସାମିଲ ହୋଇଥିଲେ କିସ୍‌ର ଛାତ୍ରଛାତ୍ରୀମାନେ । ବିଶ୍ୱକପ୍‌ ପୁରୁଷ ହକିର ଅବ୍ୟବହିତ ପୂର୍ବରୁ ଆଜି କିସ୍‌ର ୩୦ହଜାର ଛାତ୍ରଛାତ୍ରୀ ଏକାଠି ହୋଇ ଦୀପ ଜାଳି ଭାରତୀୟ ପୁରୁଷ ହକି…

ବିଶ୍ୱକପ ହକି ପ୍ରସ୍ତୁତି : ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୋଲିସ ଫୋର୍ସ, ୮ଶହ ସିସିଟିଭି କ୍ୟାମେରା

ଭୁବନେଶ୍ୱର(କେନ୍ୟୁଜ୍‌) : ବିଶ୍ୱକପ ହକି ପ୍ରସ୍ତୁତିକୁ ନେଇ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି। ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ନିରୀକ୍ଷଣ ପାଇଁ ବିଭିନ୍ନ ପଏଣ୍ଟରେ ୮ଶହ ସିସିଟିଭି କ୍ୟାମେରା ଲଗାଯାଇଛି। ସୁରକ୍ଷା ପରିଚାଳନା ଦାୟିତ୍ୱରେ…

ଅନ୍ତିମ ପର୍ଯ୍ଯାୟରେ ହକି ମହାକୁମ୍ଭର ପ୍ରସ୍ତୁତି, ବଲିଉଡ଼ କଳାକାରମାନଙ୍କର ପରିବେଷଣରେ ଦୁଲୁକିବ ବାରବାଟୀ ମଞ୍ଚ, ବଡ…

କଟକ(କେନ୍ୟୁଜ) : ଅନ୍ତିମ ପର୍ଯ୍ଯାୟରେ ପହଂଚିଲାଣି ପ୍ରସ୍ତୁତି। ଆଉ ମାତ୍ର କିଛି ଘଣ୍ଟାର ବ୍ୟବଧାନ । ହକି ମହାକୁମ୍ଭର ଉଦଘାଟନୀ ସମାରୋହ ପାଇଁ ପୁରା ପ୍ରସ୍ତୁତ କଟକର ବାରବାଟୀ ଷ୍ଟାଡିୟମ ନାମିଦାମୀ ବଲିଉଡ଼ କଳାକାରମାନଙ୍କର ପରିବେଷଣରେ ଦୁଲୁକିବ ବାରବାଟୀ ମଞ୍ଚ। ପୁରା ସହରରେ ଏଥିପାଇଁ…

ଆଜିଠୁ ଏସିଆ କପ ହକି ପ୍ରତିଯୋଗିତା: ପ୍ରଥମ ଦିନରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ

ଆଜିଠୁ ଏରିନାରେ ହେବ ଏସିଆ କପ ହକି ପ୍ରତିଯୋଗିତା । ପ୍ରଥମ ଦିନରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଏହି ହାଇଭୋଲଟେଜ ମ୍ୟାଚକୁ ହକିପ୍ରେମୀ ଚାହିଁ ବସିଛନ୍ତି । ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଭାରତୀୟ ଟିମର ନେତୃତ୍ୱ ନେଉଛନ୍ତି । ଗତ…

ଓଡ଼ିଶା ମହିଳା ହକି ଟିମ୍ ଜାତୀୟ ଚାମ୍ପିଅନ, ଫାଇନାଲରେ ୨-୦ରେ ହରାଇଲା କର୍ଣ୍ଣାଟକକୁ

କେନ୍ୟୁଜ୍‌: ଜାତୀୟ ମହିଳା ହକିରେ ଓଡ଼ିଶା ଚାମ୍ପିଅନ୍‌ । ମଧ୍ୟପ୍ରଦେଶ ଭୋପାଳରେ ୧୨ତମ ଜାତୀୟ ସିନିୟର ମହିଳା ହକି ଚାମ୍ପିଅନସିପରେ ଆୟୋଜିତ ମ୍ୟାଚରେ ଓଡ଼ିଶା ଓ କର୍ଣ୍ଣାଟକ ମଧ୍ୟରେ ଫାଇନାଲ ଖେଳାଯାଇଥିଲା । ଓଡ଼ିଶା ଦମଦାର ଖେଳ ପ୍ରଦର୍ଶନ ସହ ଏକତରଫା ଭାବେ ୨-୦ ଗୋଲରେ ବିଜୟୀ ହୋଇ ଟାଇଟଲ ହାସଲ…

ହକିରେ ଓଡ଼ିଆଙ୍କ ଦବଦବା: ବୀରେନ୍ଦ୍ର ଲାକ୍ରା ହେଲେ ଭାରତ ପୁରୁଷ ହକି ଟିମର ଅଧିନାୟକ

ଭୁବନେଶ୍ୱର(କେନ୍ୟୁଜ୍‌): ହକିରେ ଓଡ଼ିଆଙ୍କ ଦବଦବା । ବୀରେନ୍ଦ୍ର ଲାକ୍ରା ହେଲେ ଭାରତ ପୁରୁଷ ହକି ଟିମର ଅଧିନାୟକ । ଏସିଆ କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ନେତୃତ୍ୱ ନେବେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା । ଆସନ୍ତା ୨୩ରୁ…

ପୁରୁଷ ହକି ବିଶ୍ୱକପର ଆଜି ଫାଇନାଲ ମ୍ଯାଚ୍: ଜର୍ମାନୀ-ଆର୍ଜେଣ୍ଟିନା ମଧ୍ୟରେ ହେବ ଦମଦାର୍ ଟକ୍କର

କେନ୍ଯୁଜ୍: ଜୁନିଅର ପୁରୁଷ ହକି ବିଶ୍ୱକପରେ ଆଜି ଫାଇନାଲ । ଜର୍ମାନୀ-ଆର୍ଜେଣ୍ଟିନା ମଧ୍ୟରେ ହେବ ଫାଇନାଲ । ସଂଧ୍ୟା ୭ଟା ୩୦ରେ ମ୍ୟାଚ ଖେଳାଯିବ । ୬ଥର ବିଜେତା ଜର୍ମାନୀ ଚଳିତଥର ଅପରାଜୟ ସହ ଫାଇନାଲରେ ପ୍ରବେଶ କରିଛି । ଦଳ ଅଷ୍ଟମ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି । ଅନ୍ୟପକ୍ଷରେ ଦୁଇ…

ଆଜି ଫାଇନାଲ ଟିକଟ ପାଇଁ ଭାରତ-ଜର୍ମାନି ମୁହାଁମୁହିଁ, ଓଡ଼ିଆ ଖେଳାଳି ସୁଦୀପଙ୍କ ଉପରେ ଫ୍ୟାନଙ୍କ ନଜର

କେନ୍ଯୁଜ୍: ବିଶ୍ୱକପ ଟ୍ରଫି ଠାରୁ ଆଉ ଦୁଇ ପାଦ ଦୂର । ଗତ ସଂସ୍କରଣର ଚାମ୍ପିଅନ ଭାରତ କ୍ୱାର୍ଟର ଫାଇନାଲରେ ଚମତ୍କାର ଫର୍ମକୁ ଆସିଛି । ଆଜି ଫାଇନାଲ ଟିକଟ ପାଇଁ ଗତ ସଂସ୍କରଣର ତୃତୀୟ ସ୍ଥାନରେ ଥିବା ଶକ୍ତିଶଳୀ ଜର୍ମାନି ସହ ଡିଫେଣ୍ଡିଂ ଚାମ୍ପିଅନ ଭାରତର ଲଢ଼େଇ ହେବ । କନିଷ୍ଠ ପୁରୁଷ ହକି…