Browsing Tag

Hockey World Cup 2023

ହକି ବିଶ୍ୱକପ୍‌: ୩-୨ରେ ନେଦରଲାଣ୍ଡକୁ ହରାଇଲା ବେଲ୍‌ଜିୟମ୍‌, ଫାଇନାଲ୍‌ରେ ହେବ ଜର୍ମାନୀ ସହ ମୁକାବିଲା

ଭୁବନେଶ୍ୱର (କେନ୍ୟୁଜ): ହକି ବିଶ୍ୱକପ୍‌ ଫାଇନାଲ୍‌ରେ ମୁହାଁମୁହିଁ ହେବେ ବେଲ୍‌ଜିୟମ-ଜର୍ମାନୀ । କଳିଙ୍ଗରେ ଖେଳାଯାଇଥିବା ରୋମାଞ୍ଚକର ସେମିଫାଇନାଲ୍‌ ମ୍ୟାଚ୍‌ । ପ୍ରଥମ ସେମିଫାଇନାଲ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪-୩ ଗୋଲ୍‌ରେ ହରାଇ ଫାଇନାଲ୍‌କୁ ପ୍ରବେଶ କରିଛି ଜର୍ମାନୀ । ଚତୁର୍ଥ…

ହକି ବିଶ୍ୱକପ୍‌: ଆଜିଠୁ ସେମି ଫାଇନାଲ ଟକ୍କର, ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ- ଜର୍ମାନୀ ମୁକାବିଲା

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ସେମି ଫାଇନାଲ ଟକ୍କର । ହକି ବିଶ୍ୱକପ୍‌ରେ ଆଜିଠୁ ସେମି ଫାଇନାଲ ଟକ୍କର ଆରମ୍ଭ । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ସେମିଫାଇନାଲ ମ୍ୟାଚ୍‌ । ଅପରାହ୍ଣ ୪ଟା ୩୦ରେ ପ୍ରଥମ ସେମି ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ସାମ୍‌ନା କରିବ ଜର୍ମାନୀ । ସନ୍ଧ୍ୟା…

ହକି ବିଶ୍ଵ କପ୍: କ୍ଲାସିଫିକେସନ ମ୍ୟାଚ୍‌ରେ ଜାପାନକୁ ୮-୦ରେ ହରାଇଲା ଭାରତ

ରାଉରକେଲା (କେନ୍ୟୁଜ): ପୁରୁଷ ହକି ବିଶ୍ୱକପ୍‌ର ଭାରତ ବିଜୟୀ। ଗତକାଲି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା କ୍ଲାସିଫିକେସନ ମ୍ୟାଚରେ ଜାପାନକୁ ୮-୦ ଗୋଲରେ ହରାଇଛି ଭାରତ । ବିଶ୍ୱକପ୍‌ ଟ୍ରଫି ରେସ୍‌ରୁ ବାଦ୍‌ ପଡିବା ପରେ ନବମରୁ ୧୬ ତମ ସ୍ଥାନ ପାଇଁ ଖେଳିଥିଲା ଭାରତ।…

ହକି ବିଶ୍ୱକପ୍: ଭାରତୀୟ ଟିମ୍‌କୁ ଝଟକା, ବାଦ୍ ପଡ଼ିଲେ ହାର୍ଦ୍ଦିକ ସିଂହ

FIH ପୁରୁଷ ହକି ବିଶ୍ୱକପ୍‌ ଭାରତୀୟ ଟିମରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ସିଂହ । ଟିମ୍‌ରୁ ବାଦ୍‌ ପଡ଼ିଲେ ମିଡ ଫିଲ୍ଡର ହାର୍ଦ୍ଦିକ ସିଂହ । ଆହତ ଯୋଗୁ ବାଦ୍‌ ପଡ଼ିଛନ୍ତି । ହାର୍ଦ୍ଦିକ ସିଂହଙ୍କ ସ୍ଥାନରେ ଖେଳିବେ ରାଜକୁମାର ପାଲ୍‌ । ଇଂଲଣ୍ଡ ବିପକ୍ଷ ମ୍ୟାଚ ବେଳେ ଆହତ ହୋଇଥିଲେ ହାର୍ଦ୍ଦିକ ।…

ହକି ବିଶ୍ୱକପ: କ୍ବାର୍ଟର ଫାଇନାଲ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, କଳିଙ୍ଗରେ ଭାରତ-ୱେଲ୍‌ସ ଲଢ଼େଇ ଆଜି

ହକି ବିଶ୍ୱକପର ପୁଲ୍‌ ଡିରେ ଆଜି ଗୁରୁତ୍ୱପୂର୍ଣ୍ଣ ମୁକାବିଲା । ଆଜି ଭାରତ-ୱେଲ୍‌ସ ଓ ଇଂଲଣ୍ଡ-ସ୍ପେନ୍‌ ମ୍ୟାଚ୍‌ ଉପରେ ସମସ୍ତଙ୍କର ନଜର ରହିଛି । େଓ୍ଵଲସକୁ ବୃହତ ବ୍ୟବଧାନରେ ହରାଇ ସିଧାସଳଖ କ୍ୱାର୍ଟର ଫାଇନାଲ୍‌ ଖେଳିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ପୁଲ୍‌-ଡିରେ ଭାରତ…

ହକି ବିଶ୍ୱକପ: ଜାପାନକୁ ୨-୧ ଗୋଲ୍‌ରେ ମାତ୍ ଦେଲା କୋରିଆ

ବିଶ୍ୱକପର ପଞ୍ଚମ ଦିନର ପ୍ରଥମ ତଥା ୧୫ ତମ ମ୍ୟାଚରେ ବିଜୟ ଲାଭ କରିଛି କୋରିଆ ଦଳ। ୨ -୧ ରେ ଜାପାନକୁ ହରାଇ ବିଜୟର ଟୀକା ପିନ୍ଧିଛି କୋରିଆ। ଏହି ବିଜୟ ସହ କୋରିଆ ଟେବୁଲ ପଏଣ୍ଟରେ ଖାତା ଖୋଲି ୩ ପଏଣ୍ଟ ପାଇଛି। କୋରିଆ ଦଳ ତରଫରୁ ଲୀ ଯୁଙ୍ଗଜୁନ ୨ ଟି ଗୋଲ ଦେଇ ଦଳକୁ ବିଜୟ ଲାଭ କରାଇଛନ୍ତି।…

ହକି ବିଶ୍ବକପ୍‌: ଶୀର୍ଷ ସ୍ଥାନ ପାଇଁ ଲଢ଼େଇ, ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଭାରତ-ଇଂଲଣ୍ଡ ଟକ୍କର

ରାଉରକେଲା (କେନ୍ୟୁଜ): ହକି ବିଶ୍ୱକପରେ ଆଜି ଭାରତ-ଇଂଲଣ୍ଡ ମୁକାବିଲା । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ବିଶ୍ୱ ରାକିଂ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି ଇଂଲଣ୍ଡ । ଷଷ୍ଠ ସ୍ଥାନରେ ରହିଛି ଭାରତ । ଗ୍ରୁପ୍‌-ଡିର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ କଡ଼ା…

କମ୍ପୁଛି କଳିଙ୍ଗ ଷ୍ଟାଡିୟମ୍‌: ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଆର୍ଜେଣ୍ଟିନା ଓ ସାଉଥ୍‌ ଆଫ୍ରିକା

ଭୁବନେଶ୍ୱର (କେନ୍ୟୁଜ): କଳିଙ୍ଗରେ ହକି ବିଶ୍ୱକପ୍‌। କମ୍ପୁଛି କଳିଙ୍ଗ ଷ୍ଟାଡିୟମ୍‌, ବିର୍ସାମୁଣ୍ଡାରେ ବର୍ଷିବ ଗୋଲ୍‌। କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଓ ସାଉଥ୍‌ ଆଫ୍ରିକା । ଅପରାହ୍ଣ ୩ଟାରେ ଅଷ୍ଟ୍ରେଲିଆ ଓ…

ହକି ବିଶ୍ୱକପ୍‌ ମହାସମର ପାଇଁ ପ୍ରସ୍ତୁତି ଶେଷ, ରାଜଧାନୀରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ହକି ମହାକୁମ୍ଭର ମୁକାବିଲା । ରାଜଧାନୀର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଏଥିପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱର ଓ ଷ୍ଟିଲ ସିଟି ରାଉରକେଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା । ଭୁବନେଶ୍ୱରରେ ମୁତୟନ…

ବିଶ୍ୱକପ ହକି ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ, ଆଜି ମ୍ୟାଚ ଦେଖିବେ ନବୀନ

ରାଉରକେଲା (କେନ୍ୟୁଜ): ଆଜି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ୭ଟାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍‌ ମ୍ୟାଚ୍‌ ଖେଳାଯିବ । ଭାରତ ମ୍ୟାଚ୍‌ ଦେଖିବାକୁ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରିବେ । ପ୍ରଥମ ଦିନରେ ନୂଆ ତିଆରି ହୋଇଥିବା ବିର୍ସା…

ଆଜିଠୁ ହକି ମହାକୁମ୍ଭ : ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ

ରାଉରକେଲା (କେନ୍ୟୁଜ): ଆଜିଠୁ ହକି ବିଶ୍ୱକପ୍‌ ମହାସମର । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ। ସ୍ପେନ ସହ ରହିଛି ପ୍ରଥମ ମୁକାବିଲା। ଭାରତ ହକି ବିଶ୍ୱକପ୍‌ ଚାମ୍ପିଅନ ହେବାର ସୁଯୋଗ ରହିଛି। ଏହା କହିଛନ୍ତି ଅଧିନାୟକ ହରମନପ୍ରିତ ସିଂ। ଆଜି…

ବାରବାଟୀରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ: ଜାଣନ୍ତୁ, ଆଜି କିଏ କେତେବେଳେ ଦେଖାଇବେ ଜଲୱା

କଟକ (କେନ୍ୟୁଜ): ଆଜି ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଭବ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆସନ୍ତା ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ୍‌ । ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ଆଜି ଆନୁଷ୍ଠାନିକ…