Browsing Tag

hockey

ସେମିଫାଇନାଲରେ ନିଜର ସ୍ଥିତି ପକ୍କା କଲା ଜର୍ମାନୀ, ପେନାଲଟି ସୁଟ ଆଉଟରେ ସ୍ପେନକୁ ୩-୧ ରେ ହରାଇଲା

କେନ୍ଯୁଜ୍: FIH Junior Men's Hockey World cup ସେମିଫାଇନାଲରେ ନିଜର ସ୍ଥିତି ପକ୍କା କଲା ଜର୍ମାନୀ। ପେନାଲଟି ସୁଟ ଆଉଟରେ ସ୍ପେନକୁ ୩-୧ ରେ ହରାଇ ଜର୍ମାନୀ ପ୍ରଥମ ଦଳ ହିସାବରେ ସେମିଫାଇନାଲରେ ପହଁଚିଲା। ପ୍ରଥମେ ମ୍ୟାଚର ୪ ଟି କ୍ଵାଟର ୨-୨ ଗୋଲରେ ବରାବର ରହିଥିବା ବେଳେ ପେନାଲଟି ସୁଟ…

ଆସନ୍ତାକାଲିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ: ଜୁନିୟର ହକି ବିଶ୍ୱକପ୍ ଲଢେଇ ପାଇଁ ପ୍ରସ୍ତୁତ ୧୬ ଦଳ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ। ବାଜିବ ଜୁନିୟର ହକି ବିଶ୍ୱକପ୍‌ ବିଗୁଲ୍‌। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିୟର ହକି ବିଶ୍ୱକପ୍‌। ଏନେଇ ସଜେଇ ହୋଇଛି ଷ୍ଟାଡିୟମ୍‌। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର। ଜୁନିୟର…

ଗିନିଜ୍ ବୁକ୍ ରେକର୍ଡ ନିଶା: ଆଙ୍ଗୁଠି ଉପରେ ୩ ଘଣ୍ଟା ୩୫ ମିନିଟ ହକି ଷ୍ଟିକ୍ ବ୍ୟାଲାନ୍ସ କଲେ ଯୁବକ

କଣ୍ଟାବାଞ୍ଝି(କେନ୍ଯୁଜ୍): ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଜାମୁଟଝୁଲା ଗାଁର ରାଜଗୋପାଳ ଭୋଇ। ଯିଏ ଆଙ୍ଗୁଠି ଉପରେ ୩ ଘଣ୍ଟା ୩୫ ମିନିଟ ହକି ଷ୍ଟିକ ବାଲାନ୍ସ କରି ଗିନିଜ ରେକର୍ଡ ପାଇଁ ପ୍ରୟାସ କରିଛନ୍ତି । ତେବେ ପୂର୍ବରୁ ୨ ଘଣ୍ଟା ୨୨ ମିନିଟ ୨୨ ସେକଣ୍ଡ ହକି ଷ୍ଟିକ୍‌ ରଖି ଗିନିଜ…

୪ ହକି ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କୁ DSP…

ଭୁବନେଶ୍ବର(କେନ୍ଯୁଜ୍): ୨.୫ କୋଟି ସହ DSP ନିଯୁକ୍ତି । ୪ ହକି ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କୁ ୨.୫ କୋଟି ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି। ଉଭୟଙ୍କୁ ପୋଲିସ ବିଭାଗରେ DSP ଭାବେ ମଧ୍ୟ ନିଯୁକ୍ତି…

ବିଜୟୀ ହକି ଟିମ୍‌ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଅଗଷ୍ଟ ୧୬ରେ ଆସିବେ ଭୁବନେଶ୍ୱର

ଭୁବନେଶ୍ୱର(କେନ୍ଯୁଜ୍): ଅଗଷ୍ଟ ୧୬ରେ ଆସିବ ଭାରତୀୟ ପୁରୁଷ ହକି ଟିମ୍‌। ଭୁବନେଶ୍ୱର ଆସିବ ବିଜୟୀ ହକି ଟିମ୍‌। ହକି ଟିମ୍‌କୁ ସ୍ୱାଗତ କରିବାକୁ ଅପେକ୍ଷା। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ହକି ଟିମ୍‌ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। କହିଲେ ସ୍ୱାଗତ ପାଇଁ ଅପେକ୍ଷା କରିଛୁ।…

୪୯ ବର୍ଷ ପରେ ସେମିଫାଇନାଲ ଖେଳୁଛି ଭାରତୀୟ ପୁରୁଷ ହକି ଟିମ୍‌, ବିଶ୍ୱ ଚାମ୍ପିଅନ୍‌ ବେଲଜିୟମ୍‌ ସହ ମୁହାଁମୁହିଁ

ଟୋକିଓ: ଆଜି ଅଲିମ୍ପିକ୍ସରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ଭାରତ-ବେଲଜିୟମ ମଧ୍ୟରେ ଚାଲିଛି ସେମିଫାଇନାଲ । ୪୯ ବର୍ଷ ପରେ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଭାରତ । ଏହାକୁ ଦେଖିବାକୁ ଭାରତୀୟ ସମର୍ଥକମାନେ ଅପେକ୍ଷା କରି ବସିଥିଲେ । ବିଶ୍ୱ ଚାମ୍ପିଅନ୍‌ ବେଲଜିୟମ୍‌ ସହ…

ଦେଶ ଖୁସି ଲୋକେ ଖୁସି, ୪୧ ବର୍ଷର ନିରାଶା ପରେ ଅଲିମ୍ପିକରେ ହକି ପଦକ ଆଶାରେ ସମସ୍ତେ

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ଇତିହାସ ରଚି ଦେଶକୁ ଗର୍ବିତ କରିଛି। ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ଅଲମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି । ଭାରତୀୟ ହକି ଟିମର ଏହି ବିଜୟ ଦର୍ଶକ ଓ ହକି ଫ୍ୟାନସଙ୍କ ହୃଦୟ ତରଳାଇ ଦେଇଛି । ଅଗଷ୍ଟ ୧ରେ ଖେଳା ଯାଇଥିଲା କ୍ୱାର୍ଟର…

ଟୋକିଓ ଅଲିମ୍ପିକ୍ସ : ଆଜି ଭାରତ-ଗ୍ରେଟ ବ୍ରିଟେନ୍‌ ପୁରୁଷ ହକି କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଯିବାକୁ ଭାରତ ପାଇଁ…

ଆଜି ଭାରତ-ଗ୍ରେଟ ବ୍ରିଟେନ୍‌ ପୁରୁଷ କ୍ୱାର୍ଟର ଫାଇନାଲ । ଏହି ମ୍ୟାଚରେ ଭାରତ ତାର ପୂର୍ବ ଗୌରବ ଫେରିବାକୁ ଚେଷ୍ଟା କରିବ । ୪୧ ବର୍ଷ ପରେ ସେମିଫାଇନାଲ ଟିକଟ ହାସଲ କରିବା ଲାଗି ଲଢ଼ିବ ଭାରତ । ସେହିଭଳି ଗ୍ରେଟ ବ୍ରିଟେନ ମଧ୍ୟ ୩୩ ବର୍ଷ ପରେ ପ୍ରଥମ ଅଲିମ୍ପିକ୍ସ ପଦକ ବିଜୟ ଅଭିଯାନକୁ ଅତୁଟ…

ଓଡ଼ିଶା ପାଇଁ ଖୁସି ଖବର: ଭାରତୀୟ ପୁରୁଷ ହକି ଟିମ୍‌ର ଉପ ଅଧିନାୟକ ଦାୟିତ୍ୱରେ ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶା ପାଇଁ ଖୁସି ଖବର। ବୀରେନ୍ଦ୍ର ଲାକ୍ରାଙ୍କୁ ଉପ ଅଧିନାୟକ ଦାୟିତ୍ୱ। ଡିଫେଣ୍ଡର ଭାବେ ଖେଳୁଛନ୍ତି ବୀରେନ୍ଦ୍ର ଲାକ୍ରା । ଭାରତୀୟ ପୁରୁଷ ହକି ଟିମ୍‌ରେ ବୀରେନ୍ଦ୍ର ଲାକ୍ରାଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ମନପ୍ରୀତ ସିଂହଙ୍କୁ ପୁରୁଷ ହକି ଟିମ୍‌ର…

ରାଉରକେଲାରେ ଆୟୋଜିତ ହେବ ୨୦୨୩ ହକି ଓ୍ଵାର୍ଲଡ କପ୍‌, ଆଜି ସମୀକ୍ଷା ବୈଠକ

ରାଉରକେଲା: ରାଉରକେଲାରେ ଆୟୋଜିତ ହେବ ୨୦୨୩ ହକି ଓ୍ଵାର୍ଲଡ କପ୍‌ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସ୍ଥିତି ଅନୁଧ୍ୟାନ ପାଇଁ ରାଉରକେଲାରେ ପହଁଚିଛନ୍ତି ଅର୍ନ୍ତଜାତୀୟ ହକି ଫେଡରେସନ ଅଧ୍ୟକ୍ଷ ନରିନ୍ଦର ବାତ୍ରା । ହକି ଇଣ୍ଡିଆ ଟିମ୍‌ ସଦସ୍ୟ ମଧ୍ୟ ରାଉରକେଲାରେ ପହଁଚିଛନ୍ତି । ଆଜି…

ବିଶ୍ୱକପ୍‌ ହାରର ପ୍ରତିଶୋଧ ନେଲା ଭାରତ, ନେଦରଲ୍ୟାଣ୍ଡକୁ ୫-୨ରେ କଲା ପରାସ୍ତ

ବିଶ୍ୱକପ୍‌ ହାରର ପ୍ରତିଶୋଧ ନେଲା ଭାରତ । ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ନେଦରଲ୍ୟାଣ୍ଡକୁ ୫-୨ରେ କଲା ପରାସ୍ତ । ବିଶ୍ୱକପରେ ଭାରତର ସେମି ଫାଇନାଲ ଆଶା ଧୂଳିସାତ୍‌ କରିଥିଲା ନେଦରଲାଣ୍ଡ । ୨-୧ରେ କ୍ୱାର୍ଟର ଫାଇନାଲରେ ଭାରତକୁ ହରାଇ ସେମିରେ ପ୍ରବେଶ କରିଥିଲା ନେଦରଲାଣ୍ଡ । ପୁଣିଥରେ କଳିଙ୍ଗ…