ହୋଲି ଅଘଟଣ: ରଙ୍ଗ ଖେଳି ସାରି ଗାଧୋଇବା ବେଳେ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ
କେନ୍ୟୁଜ୍(ବ୍ୟୁରୋ): ହୋଲିରେ ବିଭିନ୍ନ ସ୍ଥାନରେ ଅଘଟଣ । ରଙ୍ଗ ଖେଳି ସାରି ଗାଧୋଇବା ବେଳେ ବିଭିନ୍ନ ସ୍ଥାନରେ ୭ ଜଣଙ୍କର ମୃତ୍ୟୁ । କୁଚିଣ୍ଡା ଥାନା ସଇଡା ଭେଡେନ ନଦୀର ଝିଲ୍ଲିଘାଟରେ ଗାଧୋଉଥିବା ବେଳେ ୨ ଜଣ ବୁଡ଼ିଗଲେ । ମୃତକମାନେ ହେଲେ ଉତ୍ତରପ୍ରଦେଶ ବଳରାମପୁରର କୈଳାସ କୁମାର ଏବଂ…