ଇତିହାସରେ ପ୍ରଥମ: କରୋନା ଯୋଗୁ ଘୁଞ୍ଚିଲା କାନ୍ସ ଫିଲ୍ମ ଫେଷ୍ଟିଭାଲ, ଜୁନ କିମ୍ବା ଜୁଲାଇରେ ହୋଇପାରେ ଆୟୋଜନ
ଇତିହାସରେ ପ୍ରଥମ ଥର ପ୍ରତିଷ୍ଠିତ କାନ୍ସ ଫିଲ୍ମ ଫେଷ୍ଟିଭାଲକୁ କରୋନା ଭାଇରସ ଯୋଗୁ ଘୁଞ୍ଚାଇ ଦିଆଯାଇଛି । ଫ୍ରାନ୍ସରେ ଲକଡାଉନ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହିତ 16 ଏପ୍ରିଲରେ ହେବାକୁ ଥିବା ଫେଷ୍ଟିଭାଲର ପ୍ରେସ୍ କନଫରେନ୍ସକୁ ବି ଟାଳି ଦିଆଯାଇଛି । ଇଭେଣ୍ଟର ଆୟୋଜନ ଆସନ୍ତା ଜୁନ…