ତରକାରୀ ରାଗ ହୋଇଥିଲେ ଏହିସବୁ ଟିପ୍ସକୁ ଫଲୋ କରନ୍ତୁ, ହୋଇଯିବ ଏକଦମ ସ୍ୱାଦିଷ୍ଟ
ଭୋଜନରେ ସମସ୍ତ ମସଲାର ପରିମାଣ ଏକଦମ ଠିକ ରହିବା ନିହାତି ଆବଶ୍ୟକ । ଏହା ଭିତରୁ ଯଦି କୌଣସିଟି ବି ଟିକେ କମ ବେଶୀ ହୁଏ ତେବେ ଖାଦ୍ୟର ସ୍ୱାଦ ବିଗିଡିଯାଏ । ଠିକ ସେମିତି ହେଉଛି ଖାଦ୍ୟରେ ରାଗର ପରିମାଣ । ରାଗ ଟିକେ ବି କମ ବେଶୀ ହେଲେ ତରକାରୀର ସ୍ୱାଦ ପୁରା ଓଲଟା ହୋଇଯାଏ । ଏମିତିକି ଟିକେ…