Browsing Tag

honey bee case

ଇଏ କଣ କଳି ଯୁଗର କୃଷ୍ଣ ! ବଂଶୀ ସ୍ୱର ଶୁଣି ବ୍ୟକ୍ତିଙ୍କ ଶରୀରରେ ଆସି ବସୁଛନ୍ତି ଲକ୍ଷ ଲକ୍ଷ ମହୁମାଛି

ଶ୍ରୀ କୃଷ୍ଣଙ୍କ ବଂଶୀ ସ୍ୱର ଶୁଣି ଗାଈଗୋରୁ ମାନେ ପାଖକୁ ଆସିବା ଭଳି ଦୃଶ୍ୟ ଆପଣମାନେ ଅନେକ ଥର ଦେଖିଥିବେ । ଯେବେ ଯେବେ କୃଷ୍ଣଙ୍କ କାହାଣୀ କଥା ଉଠେ ପ୍ରଥମେ ଆଖି ସାମ୍ନାକୁ ଏମିତି ହିଁ କିଛି ଦୃଶ୍ୟ ଆସେ । କିନ୍ତୁ କେବେ ଭାବିଛନ୍ତିକି ଜଣେ ବଂଶୀ ବାଦକଙ୍କ ବଂଶୀର ଧୁନ ଶୁଣି ଶୁଣି ମହୁମାଛି…