ପାର୍ବଣ ଋତୁରେ ଶସ୍ତା ହେଲା ହୋମ୍ ଲୋନ୍, ଏହି ଦୁଇ ବ୍ୟାଙ୍କ ହ୍ରାସ କଲେ ଭଲ ସୁଧ ଦର
ନୂଆଦିଲ୍ଲୀ : ପାର୍ବଣ ସମୟରେ ଲୋକେ ନୂଆ ଘର କିଣିବାକୁ ପସନ୍ଦ କରନ୍ତି । ଏଥିପାଇଁ କିଛି ବ୍ୟାଙ୍କ ହୋମ୍ ଲୋନ୍ ଉପରେ ଭଲ ଅଫର ଦେଇଛନ୍ତି । ଏହି ବ୍ୟାଙ୍କ ହୋମ ଲୋନରେ ସୁଧ ଦର ବହୁତ ହ୍ରାସ କରିଛନ୍ତି । ଏହି ତାଲିକାରେ ରହିଛି ବିଦେଶ ବ୍ୟାଙ୍କ HSBC ଓ ଘରୋଇ Yes ବ୍ୟାଙ୍କ ।
HSBC ର ସବୁଠୁ…