Browsing Tag

human interest story

ଆଜିଠୁ ତମେ ମୋର ଆଉ ମୁଁ ତୁମର, ଆମ ଯୋଡି ଭାରି ସୁନ୍ଦର

ବାଲେଶ୍ଵର (କେନ୍ୟୁଜ୍) : ଆଖିରେ କଜଳ, ପାଦରେ ଅଳତା ଆଉ ମଥାରେ ଟିପିଟିପି ଚନ୍ଦନ । ହାତରେ ମେହେନ୍ଦି ପାଦରେ ଅଳତା ସହ ପିନ୍ଧିଛନ୍ତି ନୂଆ ଶାଢ଼ି ଆଉ ଚୁଡି । ଏସବୁ ପିନ୍ଧି କନିଆଁ ବେଶରେ ସଜେଇ ହୋଇଛନ୍ତି ପଦ୍ମାବତୀ । ଆଉ ତାଙ୍କ ପାଖରେ ବସିଛନ୍ତି ତାଙ୍କର ସ୍ୱାମୀ ଦେବତା । ଉଭୟେ ଭାରି ଖୁସି…

ମୋମୋ ବିକି ୨୦୦୦ କୋଟି ରୋଜଗାର, ଦିନେ ରାସ୍ତା କଡରୁ ଆରମ୍ଭ କରିଥିଲେ ମୋମୋ ବିକା, ଆଜି ଦୁଇ ହଜାର କୋଟି ଟଙ୍କାର ମାଲିକ

ଆପଣଙ୍କୁ ମୋମୋ କେତେ ପସନ୍ଦ । ଅନ୍ୟମାନଙ୍କ ଭଳି ଆପଣଙ୍କୁ ବି ମୋମୋ ଖାଇବାକୁ ପସନ୍ଦ ନା । ଏବେ ତ ପିଲାଠୁ ନେଇ ବଡ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମୋମୋ ଖାଇବାକୁ ଖୁବ୍‌ ପସନ୍ଦ କରୁଛନ୍ତି । ଗତ କିଛି ବର୍ଷ ମଧ୍ୟର ମୋମୋ ପ୍ରତି ଲୋକଙ୍କ ଭଲପାଇବା ଖୁବ୍ ବଢ଼ିଯାଇଛି। ବିଶେଷ କରି ଯୁବପିଢ଼ିଙ୍କ…

ଭିନଟେଜ୍ ବାଇକ ତିଆରି କଲେ ଆଇଟିଆଇ ଛାତ୍ରଛାତ୍ରୀ, ଦେଖିଲେ ଆଖି ଲାଖିଯାଉଛି

ବ୍ରହ୍ମପୁର (କେନ୍ୟୁଜ) : ଅଦକରାରୀ ଲୁହାରେ ବାଇକ ସଂଗ୍ରହାଳୟ । ଏଭଳି ବାଇକ ସଂଗ୍ରହାଳୟକୁ ନିର୍ମାଣ କରିଛନ୍ତି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ । ଅନୁଷ୍ଠାନର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ଏଭଳି ବାଇକ ନିର୍ମାଣ କରିଛନ୍ତି । ଭିନ୍ନ ଭିନ୍ନ ଡ଼ିଜାଇନ…

ପାନ ଦୋକାନୀଙ୍କ ପ୍ରେମରେ ମହୁମାଛି, ଆଜି ଯାଏଁ କେବେବି କରିନାହାଁନ୍ତି କ୍ଷତି

ସାଧାରଣତଃ ମହୁମାଛି ପ୍ରତି ଲୋକମାନଙ୍କର ଭୟ ରହିଥିଏ। ଏମିତି ବି ମହୁମାଛି ଆକ୍ରମଣ କଲେ ଲୋକେ ଗୁରୁତର ହୋଇଥାନ୍ତି । ହେଲେ ସେହି ମହୁମାଛି ଯେ ମଣିଷ ପ୍ରେମରେ ପଡ଼ିଯାଏ ତାହାର କିଛି ଦୃଶ୍ୟ ଆପଣମାନେ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି। କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାରରେ…

ଦିନେ କି ଦୁଇଦିନ ନୁହେଁ ଦୀର୍ଘ ୫ ବର୍ଷ ହେଲେ କୋଳରେ ସ୍ବାମୀଙ୍କୁ ବୋହି ଚାଲିଛନ୍ତି ସ୍ତ୍ରୀ, ନିଶା ସ୍ବାମୀଙ୍କୁ ଦେବେ…

ଜଣେ ପତ୍ନୀ ଲୋକଙ୍କୁ ଆଇନା ଦେଖାଇ ଏହା ପ୍ରମାଣିତ କରିଦେଇଛନ୍ତି ଯେ ସମାଜରେ ଆଜି ବି ଏମିତି ସ୍ତ୍ରୀ ଅଛନ୍ତି ଯେଉଁମାନେ ନିଜ ସ୍ବାମୀଙ୍କୁ ପରମଇଶ୍ବର ମାନୁଛନ୍ତି । ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ କିନ୍ତୁ ଇଏ ସେମିତି ସ୍ତ୍ରୀ ନୁହେଁ ଯେ ସ୍ବାମୀଙ୍କୁ ନିଜ ଆଙ୍ଗୁଠିରେ ନଚାଉଥିବ…

ଦୁଇଟି ଯାକ ଗୋଡ ନାହିଁ; ଦୁଇ ହାତରେ ମାତ୍ର ଦୁଇଟି ଲେଖାଏଁ ଆଙ୍ଗୁଠି, ତଥାପି କଲେଜରେ ଟପ୍ପର

କେନ୍ଦ୍ରାପଡା (କେନ୍ୟୁଜ) : ଦୁଇଟି ଯାକ ଗୋଡ ନାହିଁ, ଦୁଇ ହାତରେ ମାତ୍ର ଦୁଇଟି ଲେଖାଏଁ ଆଙ୍ଗୁଠି । ତଥାପି ଲକ୍ଷ୍ୟ ବହୁ ଉଚ୍ଚ କୋଟୀର । ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ । ଆମେ ତ କହିବୁ ଖାଲି ଲକ୍ଷ୍ୟ ନୁହେଁ ସେ ନିଶ୍ଚୟ ଏହାକୁ ସଫଳ ବି କରି ଦେଖାଇବେ । କାହିଁକିନା…

ଭାଇର ମଙ୍ଗଳ କାମନା କରି ଦୁଇ କାନ୍ଧରେ ୭୦ ଲିଟର ପାଣି ଧରି ଲିଙ୍ଗରାଜ ମନ୍ଦିରରେ ପହଁଚିଲେ ଏହି ଯୁବକ, ଆଉ ତାପରେ..…

(କେନ୍ୟୁଜ ) : ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାରରେ ଜଣେ ଯୁବକ ବସି ଭୋ ଭୋ ହୋଇ କାନ୍ଦିବାରେ ଲାଗିଥାନ୍ତି । ପାଖରେ ଥୁଆ ହୋଇ ଥାଏ ପାଣି ଭାର । ଦୁଇ କାନ୍ଧରେ ତିନିଟି ଲେଖାଁଏ ଷ୍ଟିଲ ଗରା । ଏ ଯୁବକ ଜଣକ ଏଠି କାନ୍ଦିବା ପଛର କାରଣ ମଧ୍ୟ ସେମିତି ହୃଦୟର ଗଭୀରତାକୁ ଭେଦ କରିଲା ଭଳି । ଆମେ ତ…

ଯୁବ ଇଞ୍ଜିନିୟରଙ୍କ କମାଲ, ଛଅ ମାସରେ ମାଟିରେ ମିଶିଯିବ ମକା ବ୍ୟାଗ୍‌

କଟକ (କେନ୍ୟୁଜ) : ୬ ମାସରେ ମିଶିଯିବ ପଲିଥିନ୍‌ ବ୍ୟାଗ୍‌। ହଁ ଆଜ୍ଞା ମାଟିରେ ସମ୍ପୂର୍ଣ୍ଣ ମିଶିଯାଉଛି ବ୍ୟାଗ୍‌। କାହିଁକିନା ଜରି ନୁହେଁ ଏ ପଲିଥିନ୍‌ ବନାଯାଇଛି ମକାରେ। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏକଥା ବିଲକୁଲ ସତ। କଟକ ବାଲିଯାତ୍ରା ପଡିଆରେ ଯୁବ…

ବିଡି କାରଖାନାରେ ମଜୁରିଆ ଥିଲେ ମାଆ, ଝିଅ ୟୁଟ୍ୟୁବ୍‌ ପଢ଼ି କ୍ରାକ୍‌ କଲେ MBBS ଏଗଜାମ୍‌

ଏ ବାସ୍ତବ କାହାଣୀ ହରିକାର। ଯିଏ କେବଳ ୟୁଟ୍ୟୁବ ଭିଡିଓ ଦେଖି ଏମବିବିଏସ ପରୀକ୍ଷା ପାସ୍‌ କରିଛନ୍ତି। ଆଉ ଦେଖାଇଛନ୍ତି ଚମତ୍କାର ପ୍ରଦର୍ଶନ। ପରିସ୍ଥିତି ଯେମିତି ବି ଥାଉ ଜୀବନରେ କିଛି କରି ଦେଖାଇବାର ସଂକଳ୍ପ ନେବା ଏବଂ ଏହାକୁ ପୂରଣ କରିବା ପାଇଁ ସଂଘର୍ଷ କରିବା ଜରୁରୀ। କୁହାଯାଏ, ଇଚ୍ଛା…

ହଜିଲା ପୁଅକୁ ଖୋଜି ଆଣିଲା କେନ୍ୟୁଜ, ଧନ୍ୟବାଦ ଓ ଆଶୀର୍ବାଦ ଦେଲେ ପରିବାର ଲୋକେ

କେନ୍ଦୁଝର (କେନ୍ୟୁଜ) : ଗରିବ ଘରେ ଖେଳି ଯାଇଛି ଖୁସିର ପରିବେଶ । କାରଣ ଛଅ ବର୍ଷ ତଳେ ହଜି ଯାଇଥିବା ପୁଅ ଫେରିଛି ଘରକୁ । ତେଣୁ ବାପା ମା, ଭାଇ ଭଉଣୀ ସମସ୍ତେ ଭାରି ଖୁସି । ୨୦୧୬ ମସିହାରେ ମାତ୍ର ୧୦ ବର୍ଷ ବୟସରେ ପୁଅ ହଜି ଯାଇଥିଲା । ବହୁତ ଖୋଜିବା ପରେ ବି ମିଳିଲାନି । ଥାନାରେ ଏତଲା…

ଡାକ୍ତର ସିଙ୍ଗର ୟୁଟ୍ୟୁବର ତାସହିତ ବ୍ଲଗର ମଧ୍ୟ, ବିଦେଶରେ ୬ ବର୍ଷ ରହିଥିବା ଗୁରୁଭାୟୁର ମନ୍ଦିରର ମୁଖ୍ୟ ପୂଜକ ଏବେ…

ଏବେ ଚର୍ଚ୍ଚାରେ ଡାକ୍ତର ପୂଜକ। ଡାକ୍ତର, ବ୍ଳଗର ଏବଂ ଗାୟକ ସାଙ୍ଗକୁ ମୂଖ୍ୟ ପୂଜକ ମଧ୍ୟ। ହଁ ଏବେ ବହୁତ ଚର୍ଚ୍ଚାରେ କେରଳର ପ୍ରସିଦ୍ଧ ମନ୍ଦିର ଗୁରୁଭାୟୁରର ମୁଖ୍ୟ ପୂଜକ। ଛଅ ବର୍ଷର ବିଦେଶୀ ଚାକିରି ସାଙ୍ଗକୁ ମହଙ୍ଗା ଦରମା ଛାଡିଦେଇଛନ୍ତି ଏହି ଯୁବକ। ଆମେ ଆପଣଙ୍କୁ କହୁଛୁ ୩୪ ବର୍ଷିୟ…

ଟ୍ରାଫିକରେ ଫସିରହିଥିଲେ ଡାକ୍ତର ମନରେ ଘାରୁଥିଲା ରୋଗୀଙ୍କ ଅପରେସନ୍‌ ଚିନ୍ତା, ଦୌଡିଲେ ୩ କିଲୋମିଟର

ରୋଗୀଙ୍କ ପାଇଁ ଡାକ୍ତର ହେଉଛନ୍ତି ଚଳନ୍ତି ଦେବତା। ପୃଥିବୀ ପୃଷ୍ଠରେ ଡାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ତେବେ ଏହି କଥାର ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକ ବେଙ୍ଗାଲୁରୁରେ। ଏଠାରେ ଗୋବିନ୍ଦ ନନ୍ଦକୁମାର ନାମକ ଜଣେ ଡାକ୍ତର କିଛି ଏମିତି କରିଦେଖାଇଛନ୍ତି ଯାହାକୁ ନେଇ ଏବେ…