୬୦ ବର୍ଷ ପରେ ଭାରତୀୟ ବାୟୁସେନାରୁ ବିଦାୟ ନେଲା ‘MiG-21’, ପାକିସ୍ତାନକୁ ଧୂଳି ଚଟାଇଥିଲା ଏହି ଯୁଦ୍ଧ ବିମାନ
୬୦ ବର୍ଷ ପରେ ଭାରତୀୟ ବାୟୁସେନାରୁ ବିଦାୟ ନେଇଛି ‘MiG-21’। ପାକିସ୍ତାନକୁ ଧରାଶାୟୀ କରିଥିବା ମିଗ୍-21 ବିସନ୍ ଯୁଦ୍ଧ ବିମାନକୁ ବାୟୁସେନାରୁ ଦିଆଯାଇଛି ଅବସର। ରାଜସ୍ଥାନର ବାଡ଼ମେରସ୍ଥିତ ଉତରଲାଇ ଏୟାରବେସରୁ ଏହା ନିଜର ଶେଷ ଉଡ଼ାଣ ଭରିଛି। ପାକିସ୍ତାନକୁ ଧୂଳି ଚଟାଇଥିବା ଏହି ଯୁଦ୍ଧ ବିମାନ…