Browsing Tag

IAS level exchange

ଆଇଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ନିକୁଞ୍ଜ ବିହାରୀ ଧଳଙ୍କୁ ମିଳିଲା ଅତିରିକ୍ତ ଓ ଗ୍ରୀଡ୍‌କୋ ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର (କେନ୍ୟୁଜ): ବରିଷ୍ଠ ଆଇଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । କୃଷି ବିଭାଗରେ ପ୍ରମୁଖ ସଚିବ ଥିବା ଅରବିନ୍ଦ କୁମାର ପାଢ଼ୀଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ…

ଆଇଏଏସ୍‌ ସ୍ତରରେ ଅଦଳବଦଳ: ଜାଣନ୍ତୁ କିଏ ପାଇଲେ କେଉଁ ପାହ୍ଯା ?

ଭୁବନେଶ୍ବର: ଆଇଏଏସ୍‌ ସ୍ତରରେ ଅଦଳବଦଳ । ଅନୁ ଗର୍ଗ ହେଲେ ଜଳସମ୍ପଦ ସଚିବ । ଏହା ସହ WCD ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ ଅନୁ ଗର୍ଗ । ରାଜକୁମାର ଶର୍ମା ହେଲେ ଆଗ୍ରୀକଲଚର ପ୍ରଡକ୍ସନ କମିଶନର । ସୁରେନ୍ଦ୍ର କୁମାର ହେଲେ ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ସଚିବ । CDAର ଚେୟାରମ୍ୟାନ୍‌…