Browsing Tag

ias officer

ଆଇଏଏସକୁ ପଦୋନ୍ନତି, ବରିଷ୍ଠ ଆଇଏଏସଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ବର (କେନ୍ୟୁଜ୍) : ନୂଆବର୍ଷ ପୂର୍ବରୁ ପ୍ରଶାସନିକ ଅଧିକାରୀଙ୍କୁ ପଦୋନ୍ନତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୪ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ୧୯୯୫ ବ୍ୟାଚର ଆଇଏଏସ ତଥା ଶିଳ୍ପ ସଚିବ ହେମନ୍ତ ଶର୍ମା, ଶକ୍ତି ସଚିବ ବିଷ୍ଣୁପଦ…

ଆଇଏଏସ୍‌ ଅଫିସର ଛୁଇଁଲେ କଂଗ୍ରେସ ମନ୍ତ୍ରୀଙ୍କ ପାଦ, ବିଜେପି କଲା କମେଣ୍ଟ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଜଣେ ଆଇଏଏସ୍‌ ଅଫିସର କଂଗ୍ରେସ ମନ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଆଇଏଏସ୍‌ ଅଫିସରଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ବେଶ ଚର୍ଚ୍ଚା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କମଳନାଥ ସରକାରର ଜଣେ…

ଦେଶର ପ୍ରଥମ ଦୃଷ୍ଟିହୀନ ପ୍ରଶାସନିକ ଅଧିକାରୀ ପ୍ରାଞ୍ଜଳ ପାଟିଲ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

ଆଖିର ଜ୍ୟୋତି ନଥିଲେ ମଧ୍ୟ କେବେ ବି ହାରି ଯାଇନାହାନ୍ତି ସେ । ନିଜେ ସିନା ଦୁନିଆ ଦେଖି ପାରିଲେ ନାହିଁ ବରଂ ଦେଶର ଦୁଖୀ ରଙ୍କି ମାନଙ୍କୁ ଦୁନିଆ ଦେଖେଇବାର ଏକ ସ୍ବପ୍ନ ଦେଖିଥିଲେ । ଜୀବନର ଲକ୍ଷ ହାସଲ ରେ ଶରୀରର ଏହି ଦୁର୍ବଳତା ବାଧକ ସାଜି ପାରିନାହିଁ । ଦୃଷ୍ଟି ହୀନତାକୁ ନିଜ ଦୁର୍ବଳତା…

ସିରିଅଲ୍‌ ଦେଲା ପ୍ରେରଣା, ଛୋଟ ବେଳେ ମଇଁଷି ଚରାଉଥିବା ଭାନୁମତୀ ହେଲେ ଆଇଏଏସ୍‌ ଅଧିକାରୀ

ପ୍ରତିଦିନ ଆପଣମାନେ ଅନେକ ଆଇଏଏସ୍‌ ଅଧିକାରୀଙ୍କ ସଂଘର୍ଷ କାହାଣୀ ନିଶ୍ଚିତ ଭାବେ ଶୁଣୁଥିବେ। ଆଜି ମଧ୍ୟ ଆପଣଙ୍କୁ ଏପରି ଜଣେ ଯୁବତୀଙ୍କ କାହାଣୀ କହିବୁ ଯାହାଙ୍କ ଛୋଟ ବେଳର ଆର୍ଥିକ ଅବସ୍ଥା ବହୁତ ଖରାପ ରହିଥିଲା। ଆଉ ଏଥିପାଇଁ ତାଙ୍କୁ ପାଠପଢା ସହିତ ପଶୁ ଚରାଇବା ଭଳି କାମ କରିବାକୁ…

‘ମୋ ସହିତ ପ୍ରତିଦିନ ହେଉଛି ଅସଦାଚରଣ ’ ଏଭଳି ଟ୍ଵିଟ୍‌ କଲେ ଦିଲ୍ଲୀ ନଗର ନିଗମର ଜଣେ ମହିଳା ଆଇଏଏସ୍‌ ଅଧିକାରୀ

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମରେ କାମ କରୁଥିବା ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କ ସହିତ ପ୍ରତିଦିନ ଅଫିସରେ ଦୁର୍ବ୍ୟବହାର, ଅସଦାଚରଣ ହେଉଛି । ଏକଥା ସେ ଟ୍ଵିଟ୍ କରି ନିଜ ଦୁଃଖ ଜଣାଇଛନ୍ତି । ସୂଚନାଯୋଗ୍ୟ, ସ୍ୱାତୀ ନାମକ ଜଣେ ମହିଳା ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ଆଇଏଏସ୍ ଅଧିକାରୀ…

ସମସ୍ତ ପାଇଁ ଉଦାହରଣ ପାଲଟିଲେ ଆଇଏଏସ୍‌ ଅଧିକାରୀ, ମାତ୍ର ୧୮ ହଜାର ଟଙ୍କାରେ କଲେ ପୁଅ ବିବାହ

ଲୋକମାନେ ବିବାହ ଉତ୍ସବରେ ପାଣି ଭଳି ଟଙ୍କା ପଇସା ଖର୍ଚ୍ଚ କରନ୍ତି। ବିବାହରେ କୌଣସି ପ୍ରକାର ଅଭାବ ନ ରହୁ, ସେଥିପାଇଁ ଖର୍ଚ୍ଚକୁ ଖାତିର ନକରି ଧାର ଉଧାର କରି ଖର୍ଚ୍ଚ କରିଥାନ୍ତି ପରିବାର ଲୋକେ । ଆଜିକାଲିର ଷ୍ଟାଟସ୍‌ ଦେଖାଇବା ପାଇଁ ଯାହାର ଯେତେ ପଇସା ସେମାନେ ବିବାହରେ ସେତିକି ପଇସା…

ସାନ ଭାଇର ଉତ୍ସାହରେ ଡାକ୍ତରୀ ଭଉଣୀ ହେଲେ ଆଇଏଏସ୍‌ ଅଫିସର

ସାନ ଭାଇର ପ୍ରଚେଷ୍ଟା, ଉତ୍ସାହ ଏବଂ ମାର୍ଗଦର୍ଶନ ଫଳରେ ବଡ ଭଉଣୀ ହୋଇପାରିଛନ୍ତି ଆଇଏଏସ୍‌ ଅଫିସର। ନିଜ ଭଉଣୀଙ୍କୁ ଆଇଏଏସ୍‌ ଭାବେ ଦେଖିବାକୁ ଇଚ୍ଛା ରଖିଥିବା ଭାଇ ଏହାକୁ ସଫଳ କରି ଦେଖାଇଛନ୍ତି। ପେଶାରେ ବଡ ଭଉଣୀ ଡାକ୍ତର ହୋଇଥିବା ସତେ୍ତ୍ୱ ଲୋକମାନଙ୍କ ସେବା ତ କରିବାକୁ ଚାହୁଁଥିଲେ।…

ଭେଟନ୍ତୁ ଏହି IAS ଅଫିସରଙ୍କୁ, ଯିଏ ଦିନେ ଟଙ୍କା ପାଇଁ ସାଇକେଲ୍ ଦୋକାନରେ କରୁଥିଲେ କାମ

ଯେଉଁ ବ୍ଯକ୍ତିତ୍ବଙ୍କ ବିଷୟରେ ଆମେ ଏବେ କହିବାକୁ ଯାଉଛୁ , ତାଙ୍କ କାହାଣୀ ନିଶ୍ଚିତ ଭାବରେ ପୁରୁଣା । କିନ୍ତୁ ଆଜି ସେ ଯେଉଁ ସ୍ଥାନରେ ଅଛନ୍ତି ତାହା ପଛରେ ଥିବା ସଂଘର୍ଷ ଆଜିର ଯୁବପୀଢିଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଦେବ । ସଂଘର୍ଷରୁ ସଫଳତାର ଏହି କାହାଣୀ ହେଉଛି ଆଇଏଏସ୍ ଅଫିସର୍ ବରୁଣ…