Browsing Tag

ICC T-20 world cup

ଆଜି ଚାଲିଲାନି ବିରାଟଙ୍କ ଯାଦୁ, ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ୍ ୫ୱିକେଟରେ ହାରିଲା ଭାରତ

ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ୍ ହାରିଲା ଭାରତ।  ୫ ୱିକେଟ ରେ ମ୍ୟାଚ୍ ଜିତିଲା ସାଉଥ ଆଫ୍ରିକା। ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବା ଭାରତ ଆଜିର ମ୍ୟାଚ୍ ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଯୋଗୁଁ ଭାରତ ୧୩୩ରନ୍…

ଟି-୨୦ ବିଶ୍ୱକପରେ ପାକିସ୍ତାନର ପ୍ରଥମ ବିଜୟ, ନେଦରଲାଣ୍ଡ ଠାରୁ ୬ ଓ୍ଵିକେଟରେ ଜିତିଲା ପାକିସ୍ତାନ

ଟି-୨୦ ବିଶ୍ୱକପ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଥିଲେ ନେଦରଲାଣ୍ଡ ଏବଂ ପାକିସ୍ତାନ। ପ୍ରଥମେ ନେଦରଲାଣ୍ଡ ବ୍ୟାଟିଂ କରି ୨୦ ଓଭରରେ ୯ ଓ୍ଵିକେଟ ହରାଇ ୯୧ ରନ୍‌ କରିଥିଲା। ସେହିପରି ଏହାର ଜବାବରେ ପାକିସ୍ତାନ ୧୩.୫ ଓଭରରେ ୪ ଓ୍ଵିକେଟ ହରାଇ ୯୫ ରନ୍‌ କରି ମ୍ୟାଚ ଜିତିନେଇଛି। ଟି-୨୦ ବିଶ୍ୱକପରେ…

ଜିମ୍ବାୱେ ଠାରୁ ହାରିବା ପରେ ଭାଙ୍ଗିପଡିଲେ ପାକିସ୍ତାନ ଟିମର ଖେଳାଳି, ସାମ୍ନାକୁ ଆସିଲା ଡ୍ରେସିଂ ରୁମରେ କାନ୍ଦୁଥିବାର…

ଅଷ୍ଟ୍ରେଲିଆରେ ଚାଲୁଥିବା ଟି-୨୦ ବିଶ୍ୱକପରେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ପାକିସ୍ତାନର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଭାରତ ପରେ ଜିମ୍ବାୱେ ଠାରୁ ପାକିସ୍ତାନ ମାତ୍ର ୧ ରନରେ ହାରିଯାଇଥିଲା। ଏହି ପରାଜୟ ପାକିସ୍ତାନ ଟିମର ଖେଳାଳିଙ୍କୁ ମାନସିକ ଭାବେ ଭାଙ୍ଗି ଦେଇଛି। ଯାହା ପାଇଁ…

ଓପନିଂ ଛାଡ… ମିଡିଲରେ ଆସ, ପଦକୁ ଜାବୁଡି ନ ଧରି ଅନ୍ୟକୁ ସୁଯୋଗ ଦିଅ; ବାବର ଆଜମଙ୍କୁ ଏମିତି କହିଲେ ପାକିସ୍ତାନର…

ଟି-୨୦ ବିଶ୍ୱକପ ୨୦୨୨ରୁ ପାକିସ୍ତାନ ଜିମ୍ବାୱେ ଠାରୁ ମାତ୍ର ୧ ରନ୍‌ରେ ହାରିଛି। ଏହି ପରାଜୟ ପରେ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ସମାଲୋଚନାର ଶିକାର ହୋଇଛନ୍ତି। ପାକିସ୍ତାନର ପୂର୍ବତନ କ୍ରିକେଟର୍ସ ବାବର ଆଜମଙ୍କୁ ଟାର୍ଗେଟ କରିଛନ୍ତି। ପାକିସ୍ତାନ ଟିମର ପୂର୍ବତନ ଖେଳାଳି ଓ୍ଵକାର…

ଟି-୨୦ ବିଶ୍ୱକପ : ଇଂଲଣ୍ଡକୁ ହରାଇଲା ଆର୍ୟଲାଣ୍ଡ, ଡକଓ୍ଵର୍ଥ ନିୟମ ଅନୁଯାୟୀ ୫ ରନରେ ବାଜିମାରିଲା ଆର୍ୟଲାଣ୍ଡ

ଟି-୨୦ ବିଶ୍ୱକପର ଆଜିର ମ୍ୟାଚରେ ମଜବୁତ ଟିମ୍‌ ଇଂଲଣ୍ଡକୁ ହରାଇଲା ଆର୍ୟଲାଣ୍ଡ। ମେଲବର୍ଣ୍ଣରେ ଖେଳାଯାଉଥିବା ମ୍ୟାଚ୍‌ ବର୍ଷା ଯୋଗୁଁ ଆର୍ୟଲାଣ୍ଡ ଟିମ୍‌ ଇଂଲଣ୍ଡ ଟିମକୁ ଡିଏଲଏସ ନିୟମ ଅନୁସାରେ ୫ ରନରେ ହରାଇଛି। ଆର୍ୟଲାଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ୧୯.୫ ଓଭରରେ ୧୫୭ ରନରେ ଅଲଆଉଟ୍‌…

କୋଚ୍‌ ଦ୍ରାବିଡଙ୍କ ହୁଙ୍କାର, ଫ୍ୟାନ୍ସଙ୍କୁ ଦେଖି ବିରାଟଙ୍କ ଭାବବିହ୍ଵଳ ଚେହେରା; ICC ସେୟାର କଲା ଏମିତି ଭିଡିଓ

ମେଲବର୍ଣ୍ଣରେ ଟିମ ଇଣ୍ଡିଆର ଜବରଦସ୍ତ ବିଜୟ। ତା’ ପୁଣି ପାକିସ୍ତାନ ବିପକ୍ଷରେ। ଆଉ ଏହି ମ୍ୟାଚର ହିରୋ ଥିଲେ ବିରାଟ କୋହଲି। ୧୪୦ କୋଟି ଭାରତୀୟଙ୍କ ମନ ଜିଣିନେଇଥିଲେ କିଙ୍ଗ କୋହଲି। ୫୩ ବଲ୍‌ରେ ୮୨ ରନ୍‌ କରି ଅପରାଜିତ ରହିଥିଲେ। ଆଉ ଯେତେବେଳେ ଭାରତ ଜିତିଥିଲା, ସେତେବେଳେ ଭାବବିହ୍ଵଳ…

ଅଷ୍ଟ୍ରେଲିଆକୁ ଝଟକା: ଗଲ୍ଫ ଖେଳୁଥିବା ବେଳେ କଟିଗଲା ଜୋସ୍‌ ଇଂଲିଶଙ୍କ ହାତ, ହସପିଟାଲରେ ଭର୍ତ୍ତି ହେଲେ ଖେଳାଳି

ଆଇସିସି ଟି-୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ବଡ ଝଟକା । ଅଷ୍ଟ୍ରେଲିଆ ଟିମର ଓ୍ଵିକେଟ କିପର ଜୋସ୍‌ ଇଂଲିଶଙ୍କ ହାତ କଟିଯାଇଛି। ଜୋସ୍‌ ଇଂଲିଶ ଦୁର୍ଘଟଣାର ଶିକାର ହେବା ପରେ ଅଷ୍ଟ୍ରେଲିଆ ଟିମକୁ ଝଟକା ଲାଗିଛି। ଜୋସ ଇଂଲିଶ ଲା ପରୋସରେ ନ୍ୟୁ ସାଉଥ ୱେଲ୍ସରେ…

ଅଭ୍ୟାସ ମ୍ୟାଚ ଜିତିଲା ଭାରତ, ଗୋଟେ ଓଭରରେ ୩ଟି ଓ୍ଵିକେଟ ନେଇ ଅଷ୍ଟ୍ରେଲିଆ ଠାରୁ ମ୍ୟାଚ୍‌ ଛଡାଇ ଆଣିଲେ ସାମି

ଟି-୨୦ ବିଶ୍ୱକପର ଓ୍ଵାର୍ମଅପ୍‌ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ରନରେ ହରାଇଲା ଭାରତ। ଭାରତ ପକ୍ଷରୁ ମିଳିଥିବା ୧୮୭ ରନର ପିଛା କରି ଅଷ୍ଟ୍ରେଲିଆ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୮୦ ରନ୍‌ କରିପାରିଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ଗୋଟେ ଓଭରରେ ୩ଟି ଓ୍ଵିକେଟ ନେଇ ବାଜି ପଲଟାଇ ଦେଇଥିଲେ। ଏହି…

ଟି-୨୦ ବିଶ୍ୱକପ : ରୋମାଞ୍ଚକ ମ୍ୟାଚରେ ୟୁଏଇକୁ ୩ ଓ୍ଵିକେଟରେ ହରାଇଲା ନେଦରଲାଣ୍ଡ

ଆଜିଠାରୁ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ନାମ୍ବିଆ ଠାରୁ ଶ୍ରୀଲଙ୍କା ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ ଠାରୁ ହାରିଛି ୟୁଏଇ। ନେଦରଲାଣ୍ଡ ୩ ଓ୍ଵିକେଟରେ ମ୍ୟାଚ୍‌ ଜିତିଛି। Netherlands do well to restrict UAE to 111/8 in their 20 overs…

ଏସିଆ କପ୍‌ ବିଜେତା ଟି-୨୦ ବିଶ୍ୱକପ ପ୍ରଥମ ମ୍ୟାଚରେ ଧୂଳି ଚାଟିଲା, ୫୫ ରନରେ ହରାଇଲା ନାମ୍ବିଆ

ଆଜିଠାରୁ ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍। ଆଜିର ପ୍ରଥମ ମ୍ୟାଚରେ ମୁହାମୁହିଁ ହୋଇଥିଲେ ଶ୍ରୀଲଙ୍କା ଏବଂ ନାମ୍ବିଆ । ଏହି ମ୍ୟାଚରେ ଶ୍ରୀଲଙ୍କାକୁ ୫୫ ରନରେ ପରାସ୍ତ କରିଛି ନାମ୍ବିଆ। ରାଉଣ୍ଡ ୧ର ପ୍ରଥମ ମ୍ୟାଚ୍‌ ନାମ୍ବିଆ ଶ୍ରୀଲଙ୍କାକୁ ହରାଇ ବାଜି ମାରିନେଇଛି। ୧୬୩ ରନର ପିଛା କରି…

ବର୍ଷା ସାଜିବ ବାଧକ ! ବାତିଲ ହୋଇପାରେ ଭାରତ-ପାକସ୍ତାନ ଟି-୨୦ ବିଶ୍ୱକପ ମ୍ୟାଚ୍‌

ଟି-୨୦ ବିଶ୍ୱକପ୍‌ ୨୦୨୨ ଆଜିଠାରୁ ଆରମ୍ଭ ହେଉଛି। ଆଇସିସି ଟି-୨୦ ବିଶ୍ବକପର ଏହା ଅଷ୍ଟମ ସଂସ୍କରଣ । ମୋଟ ୧୬ଟି ଦେଶକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମରେ ଖେଳାଯିବ । ତେବେ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଫ୍ୟାନ୍ସଙ୍କ ପାଇଁ ନିରାଶଜନକ ଖବର ମିଳିଛି। ବହୁ…

ଟି-୨୦ ବିଶ୍ୱକପ ପୂର୍ବରୁ ଲୁକ୍‌ ପରିବର୍ତ୍ତନ କଲେ କୋହଲି ଏବଂ ପାଣ୍ଡ୍ୟା, ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଜୋର୍ଡନ…

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଟି-୨୦ ବିଶ୍ୱକପ ପୂର୍ବରୁ ନିଜର ଲୁକ୍‌ ପରିବର୍ତ୍ତନ କରିଛନ୍ତି। ବିରାଟ ନୂଆ ହେୟାରକଟ୍‌ କରିଛନ୍ତି। ତେବେ ବିରାଟ ଏହି ଲୁକ୍‌ରେ ଭିନ୍ନ ଲୁକରେ ନଜର ଆସିଛନ୍ତି। ଅଷ୍ଟ୍ରେଲିଆର ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଜୋର୍ଡନ…