Browsing Tag

ICC

ବୀରେନ୍ଦ୍ର ସେହ୍ଵାଗଙ୍କୁ ICC ଦେଲା ବଡ ସମ୍ମାନ, ICC ହଲ୍‌ ଅଫ ଫେମରେ ହେଲେ ସାମିଲ

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ଵାଗ ICC ହଲ୍ ଅଫ୍ ଫେମରେ ସାମିଲ ହୋଇଛନ୍ତି । ବୀରେନ୍ଦ୍ର ସେହ୍ଵାଗ ତାଙ୍କ କ୍ୟାରିଅରରେ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି । ସେହ୍ଵାଗଙ୍କ ବ୍ୟତୀତ ତାଲିକାରେ ଭାରତୀୟ ମହିଳା ଟିମର ଖେଳାଳି ଡାଏନା ଏଡୁଲଜୀ ଓ ଶ୍ରୀଲଙ୍କା କ୍ରିକେଟର…

ICC ସଦସ୍ୟରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ, କୋର୍ଡ ଅଫ୍ କଣ୍ଡକ୍ଟ ଉଲ୍ଲଂଘନ ଅଭିଯୋଗ

ବିଶ୍ୱକପରେ ଟିମର ଖରାପ ପ୍ରଦର୍ଶନ ପରେ ନିଲମ୍ବିତ ହୋଇଥିବା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି ଆଇସିସି । ICC ସଦସ୍ୟରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରାଯାଇଛି । ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କୋର୍ଡ ଅଫ୍…

ବାବର ଆଜମଙ୍କୁ ପଛରେ ପକାଇଲେ ଶୁବମନ ଗିଲ୍‌, ଆଇସିସି ଦିନିକିଆ ରାଙ୍କିଂରେ ହାସଲ କଲେ ନଂ ୧ ସ୍ଥାନ

ଆଇସିସି ଦିନିକିଆ ରାଙ୍କିଂରେ ନଂ ୧ ସ୍ଥାନରେ ଭାରତୀୟ ଯୁବ ବ୍ୟାଟର ଶୁବମନ ଗିଲ୍‌ । ବାବର ଆଜମଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ଶୁବମନ । ଶୁବମନ ଗିଲ୍‌ ୮୩୦ ରେଟିଂ ପଏଣ୍ଟ ସହିତ ନଂ ୧ ସ୍ଥାନ ହାସଲ କରିଥିବା ବେଳେ ବାବଜ ଆଜମ ୮୨୪ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତୃତୀୟ…

ବିଶ୍ୱ କ୍ରିକେଟରେ ରେକର୍ଡ କଲା ଭାରତ, ତିନିଟି ଯାକ ଫର୍ମାଟରେ ସାଜିଲା ନଂ ୧

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ଜିତିବା ପରେ ଭାରତୀୟ କ୍ରିକେଟ ଟିମ୍‌ ବିଶ୍ୱ ରେକର୍ଡ କରିଛି । ପ୍ରଥମ ଥର ଲାଗି କ୍ରିକେଟର ସବୁ ଫର୍ମାଟରେ ଭାରତ ଏକ ନମ୍ବର ହୋଇଛି। ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ବିଜୟ ପରେ ଭାରତ ଆଇସିସିର ଦିନିକିଆ ରାଙ୍କିଂରେ ୧ ନମ୍ବର ସ୍ଥାନରେ…

ଆଇସିସିର ବଡ଼ ଘୋଷଣା: ଟି୨୦ ବିଶ୍ୱକପ ଆମେରିକାରେ ଖେଳାଯିବ, ନ୍ୟୁୟର୍କରେ ଭାରତ-ପାକିସ୍ତାନ ମ୍ୟାଚ୍‌

ଦିନିକିଆ ବିଶ୍ୱକପକୁ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ବିଶ୍ୱକପ ପାଇଁ ସମସ୍ତ ଟିମ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଆଇସିସି ମଧ୍ୟ ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଚଳିତବର୍ଷ ଦିନିକିଆ ବିଶ୍ୱକପର ଆୟୋଜନ ଭାରତ କରୁଛି । ଏହା ମଧ୍ୟରେ ଆଇସିସି ୨୦୨୪ରେ ଖେଳାଯିବାକୁ…

ଆଇସିସି ଦିନିକିଆ ରାଙ୍କିଂ: ଟପ୍-୨ରେ ଶୁବମନ ଗିଲ, ଉପରକୁ ଉଠିଲେ କୋହଲି ଏବଂ ରୋହିତ ଶର୍ମା

ଆଇସିସି ଦିନିକିଆ ରାଙ୍କିଂ ତାଲିକା ପ୍ରକାଶ ପାଇଛି । ଆଇସିସି ଦିନିକିଆ ରାଙ୍କିଂରେ ଭାରତର ୩ ବ୍ୟାଟର୍ ରହିଛନ୍ତି । ଟପ୍-୨ରେ ଭାରତୀୟ ଓପନର ଶୁବମନ ଗିଲ । ୨୦୧୯ ଜାନୁଆରୀ ପରେ ଏହା ପ୍ରଥମ ଥର ଯେବେ ଦିନିକିଆ ରାଙ୍କିଂର ଟପ୍ ୧୦ରେ ପହଞ୍ଚିଛନ୍ତି ଭାରତର ୩ ବ୍ୟାଟର । ଗିଲଙ୍କ ବ୍ୟତୀତ…

ଆଇସିସି ସେୟାର କଲା ବିଶ୍ୱକପ ୨୦୨୩ର ପୋଷ୍ଟର, ଟ୍ରଫି ସହିତ ନଜର ଆସିଲେ ୧୦ ଟିମର ଅଧିନାୟକ

ଆଇସିସି ବିଶ୍ୱକପ୍‌ ୨୦୨୩ ପାଇଁ ପୋଷ୍ଟର ଜାରି ହୋଇଛି । ଯେଉଁଥିରେ ୧୦ଟି ଟିମର ଅଧିନାୟକ ବିଶ୍ୱକପ୍‌ ଟ୍ରଫି ନିକଟରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଏହି ଆନିମେଟେଡ ପୋଷ୍ଟରରେ ଟ୍ରଫି ସାମ୍ନାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଜୋସ ବଟଲର ଏବଂ ପାଟ୍‌ କେମିନ୍ସ ନଜର ଆସିଛନ୍ତି ।…

ବିଶ୍ୱକପ୍‌ ୨୦୨୩: କ୍ୱାଲିଫାୟର ସୁପର ଷଷ୍ଠ ପର୍ଯ୍ୟାୟ ପାଇଁ ୬ ପ୍ରମୁଖ ଖେଳାଳିଙ୍କ ତାଲିକା କଲା ICC

ଆଇସିସି (ICC) ଦିନିକିଆ (ODI) ବିଶ୍ୱକପ୍‌ କ୍ୱାଲିଫାୟର ୨୦୨୩ର ସୁପର ଷଷ୍ଠ ପର୍ଯ୍ୟାୟ ପାଇଁ ୬ ପ୍ରମୁଖ ଖେଳାଳିଙ୍କ ତାଲିକା କରିଛି। ଏହି ଖେଳାଳିଙ୍କ ମଧ୍ୟରେ ଶ୍ରୀଲଙ୍କାର ଅଲ୍‌ରାଉଣ୍ଡର ଭାନିନ୍ଦୁ ହସରଙ୍ଗା, ଜିମ୍ବାେଓ୍ଵର ଅଲ୍‌ରାଉଣ୍ଡର ସିକନ୍ଦର ରଜା, ସ୍କଟ୍‌ଲାଣ୍ଡର କ୍ୟାପ୍‌ଟେନ ରିଚି…

ଦିନିକିଆ ବିଶ୍ବକପ ୨୦୨୩ ପାଇଁ ସୂଚୀ ଘୋଷଣା କଲା ଆଇସିସି, ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ…

ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସୂଚୀ ଘୋଷଣା କରିଛି ଆଇସିସି । କେଉଁ ମ୍ୟାଚ୍‌ କାହା ସହିତ କେଉଁ ଦିନ କେଉଁଠି ଖେଳାଯିବ ତାହାର ସଂପୂର୍ଣ୍ଣ ଲିଷ୍ଟ ସାମ୍ନାକୁ ଆସିଛି ।  ଅକ୍ଟୋବର ୫ ତାରିଖରୁ ଆଇସିସି ବିଶ୍ବକପ ୨୦୨୩ର ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ…

ବିଶ୍ବକପ୍‌ ୨୦୨୩ ପାଇଁ ଖୁବଶୀଘ୍ର ଜାରି ହେବ କାର୍ଯ୍ୟସୂଚୀ, ପିସିବିକୁ ଅଧିକ ସମୟ ଦେବନି ICC

ବିଶ୍ବକପ୍‌ ୨୦୨୩କୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଆଉ ବିଶ୍ବକପ କାର୍ଯ୍ୟସୂଚୀକୁ ଚାହିଁ ରହିଛନ୍ତି। ତେବେ ଖବର ମୁତାବକ, ଆଇସିସି ୨୭ ଜୁନରେ ବିଶ୍ବକପ ୨୦୨୩ କାର୍ଯ୍ୟସୂଚୀ ଘୋଷଣା କରିପାରେ । ଆଉ କାର୍ଯ୍ୟସୂଚୀ ଘୋଷଣା ହେବାର ଠିକ୍‌ ୧୦୦ ଦିନ ପରେ ମେଗା ଇଭେଣ୍ଟ ଆରମ୍ଭ ହେବ ।…

ବିଶ୍ବକପ ୨୦୨୩ ପାଇଁ ଭେନ୍ୟୁ ଘୋଷଣା: ଭାରତରେ ୯ଟି ସ୍ଥାନରେ ଖେଳାଯିବ ମ୍ୟାଚ, ୧୫ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ…

ବିଶ୍ବକପ ୨୦୨୩ର ଆୟୋଜନ ଏଥର ଭାରତରେ ହେବ । ଏହାକୁ ନେଇ ଆଇସିସି ପ୍ରସ୍ତୁତି ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ, ଭାରତରେ ଖେଳାଯିବାକୁ ଥିବା ବିଶ୍ବକପ ପାଇଁ ସ୍ଥାନ ଚୟନ ହୋଇଛି । ଖୁବଶୀଘ୍ର ଏହାର ଘୋଷଣା କରାଯିବ । ତେବେ ବିଶ୍ବକପ ପାଇଁ ଚୟନ ହୋଇଥିବା ସ୍ଥାନ ମଧ୍ୟରେ ଅହମଦାବାଦ,…

WTC ଫାଇନାଲ ପାଇଁ ଭାରତୀୟ ଟିମରେ ହେଲା ପରିବର୍ତ୍ତନ, ICC ଘୋଷଣା କଲା ସ୍କ୍ଵାଡ୍‌

ଟିମ୍‌ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଖେଳାଯିବ । ୭ ଜୁନରୁ ୧୧ ଜୁନ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଉଭୟ ଟିମ୍‌ ନିଜ ନିଜର ଖେଳାଳିଙ୍କ ଲିଷ୍ଟ ଆଇସିସିକୁ ପ୍ରଦାନ କରିଛି । ଆଇସିସିକୁ ଟିମ୍‌ ଇଣ୍ଡିଆ ୧୮ ଜଣ ଖେଳାଳିଙ୍କ ଲିଷ୍ଟ ଦେଇଛି ।…