Browsing Tag

ICC

WTC ଫାଇନାଲ ପୂର୍ବରୁ ବଦଳିଲା ୩ଟି ଆଇସିସି ନିୟମ: ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ, ଫ୍ରି ହିଟ୍‌ରେ ବ୍ୟାଟରଙ୍କୁ…

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆସନ୍ତା ଜୁନ୍ ୧ରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି ପୁରୁଷ କ୍ରିକେଟ୍ କମିଟିର ସୁପାରିଶ ପରେ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ଏହାକୁ ସବୁଜ ସଙ୍କେତ ଦେଇଛି । ଇଂଲଣ୍ଡ…

ଦିଲ୍ଲୀ ଏବଂ ନାଗପୁର ପିଚ୍‌ ଟେଷ୍ଟ ଖେଳ ପାଇଁ ପ୍ରଯୁଜ୍ୟ ଥିଲା, ଆଇସିସି ଦେଲା ରେଟିଂ

ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତୀୟ ପିଚ୍‌କୁ ନେଇ ଅନେକ ବିବାଦୀୟ ବୟାନ ସାମ୍ନାକୁ ଆସିଥିଲା । ଭାରତରେ ପିଚ୍‌ ପ୍ରସ୍ତୁତ କରିବାରେ ଭେଦଭାବ କରାଯାଉଛି ବୋଲି ଅଭିଯୋଗ କରିଥିଲା । ଚାରିଟି ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨ଟି ମ୍ୟାଚକୁ ହାରିସାରିଲାଣି । ଆଉ ଏହା…

ସେମିଫାଇନାଲ ମ୍ୟାଚ ହାରିବା ପରେ ଅଞ୍ଜୁମ ଚୋପ୍ରାଙ୍କୁ ଧରି କାନ୍ଦିଲେ ହରମନପ୍ରୀତ, ଆଇସିସି ସେୟାର କଲା ଭିଡିଓ

ମହିଳା ଟି୨୦ ବିଶ୍ୱକପ ୨୦୨୩ର ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଭାରତୀୟ ଖେଳାଳିଙ୍କ ମନୋବଳ ଭାଙ୍ଗିପଡିଛି । ଆଉ ଟିମ୍‌ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର ପୂର୍ବତନ ଖେଳାଳି ତଥା କମେଣ୍ଟେଟର ଅଞ୍ଜୁମ ଚୋପ୍ରାଙ୍କୁ ଧରି କାନ୍ଦିଛନ୍ତି । ଆଇସିସି ନିଜ ଟ୍ଵିଟର ଆକାଉଣ୍ଟରେ ଏହାର…

ଟେଷ୍ଟ ରାଙ୍କିଂରେ କରିଥିବା ତ୍ରୁଟିକୁ ନେଇ କ୍ଷମା ମାଗିଲା ଆଇସିସି, ଭାରତୀୟ ଫ୍ୟାନ୍ସ ନିରାଶ

ନିଜର ଭୁଲକୁ ସୁଧାରଲା ଆଇସିସି । ଟେଷ୍ଟ ରାଙ୍କିଂରେ କରିଥିବା ତ୍ରୁଟିକୁ ନେଇ କ୍ଷମା ମାଗିଲା ଆଇସିସି । ପ୍ରଥମେ ଭାରତକୁ ଟେଷ୍ଟ ରାଙ୍କିଂରେ ନଂ୧ କରିଥିବା ବେଳେ ଏବେ ଅଷ୍ଟ୍ରେଲିଆକୁ ରାଙ୍କିଂରେ ୧ ନଂ କରିଛି । ଆଇସିସି ଏଭଳି ତ୍ରୁଟି କିଭଳି କରିବାରେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଆଇସିସି…

ଆଇସିସି ତିନି ଫର୍ମାଟରେ ରେକର୍ଡ କଲେ କିଙ୍ଗ କୋହଲି, ଆଇସିସି କଲା ଘୋଷଣା

ପୁଣି କମାଲ କଲେ ବିରାଟ କୋହଲି । ବିଶ୍ୱର ଏକ ମାତ୍ର କ୍ରିକେଟର ଭାବରେ ଆଇସିସିର ତିନିଟି ଫର୍ମାଟରେ ରେକର୍ଡ କରିଛନ୍ତି କିଙ୍ଗ କୋହଲି। ଆଇସିସି ଟେଷ୍ଟ, ଦିନିକିଆ ପରେ ଟି-୨୦ ଟିମ୍ ଅଫ୍ ଦି ଇଅରରେ ସ୍ଥାନ ପାଇଛନ୍ତି ବିରାଟ କୋହଲି । ଆଇସିସି ପକ୍ଷରୁ ପୁରୁଷ ଏବଂ ମହିଳା ଟି-୨୦ ଟିମ୍‌ ଅଫ୍‌ ଦ…

ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଅଫ ଦ ଟୁର୍ଣ୍ଣାମେଣ୍ଟ ଘୋଷଣା କଲା ICC ; ବିରାଟ, ସୂର୍ଯ୍ୟ ଏବଂ ହାର୍ଦ୍ଦିକଙ୍କୁ…

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ (ICC) ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଶ୍ରେଷ୍ଠ ଟିମ୍‌ ଘୋଷଣା କରିଛି। ଆଇସିସି ୧୨ ଜଣ ଖେଳାଳିଙ୍କୁ ଟିମ୍‌ ଅଫ ଦ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ଦେଇଛି। ଏହି ଟିମରେ ୪ ଜଣ ଇଂଲଣ୍ଡ ଖେଳାଳିଙ୍କୁ ସ୍ଥାନ ଦେଇଥିବା ବେଳେ ୩ ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦେଇଛି।…

ICC Player of The Month ହେଲେ ବିରାଟ କୋହଲି, ପଛରେ ପଡିଲେ ସିକନ୍ଦର ରଜା ଏବଂ ଡେଭିଡ ମିଲର

ଆଇସିସି ଅକ୍ଟୋବର ମାସର ପ୍ଲେୟାର ଅଫ ଦ ମନ୍ଥ ଆଓ୍ଵାର୍ଡ ଘୋଷଣା କରିଛି। ଏଥର ବିରାଟ କୋହଲିଙ୍କୁ ଏହି ଆଓ୍ଵାର୍ଡ ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଏବଂ ଟି-୨୦ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ ପାଇଁ ବିରାଟଙ୍କୁ ଏହି ସମ୍ମାନ ମିଳିଛି। ଆଉ ଏହି ଆଓ୍ଵାର୍ଡ ମିଳିବା ପରେ ବିରାଟ…

ଟି-୨୦ ବିଶ୍ୱକପ୍‌ ୨୦୨୨ ପାଇଁ ପୁରସ୍କାର ରାଶି ଘୋଷଣା କଲା ଆଇସିସି, ପ୍ରତ୍ୟେକ ଟିମ୍‌ ଉପରେ ହେବ ଟଙ୍କା ବର୍ଷା

ଟି-୨୦ ବିଶ୍ୱକପ୍‌ ପାଇଁଆଉ କିଛିଦିନ ବାକି ରହିଛି। ଚଳିତଥର ଅଷ୍ଟ୍ରେଲିଆରେ ଖେଳାଯିବ ଟି-୨୦ ବିଶ୍ଵକପ୍ ୨୦୨୨। ତେବେ ଟି-୨୦ ବିଶ୍ୱକପ୍‌ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଆଇସିସି। ଏଥର ବିଶ୍ୱକପ ବିଜେତା ଟିମକୁ କୋଟି କୋଟି ଟଙ୍କା ପୁରସ୍କାର ମିଳିବ।ଆଇସିସି ପକ୍ଷରୁ ଟି-୨୦ ବିଶ୍ୱକପ୍‌…

ଟି-୨୦ ବିଶ୍ୱକପ ପୂର୍ବରୁ ଆଇସିସି ନେଲା ବଡ ନିଷ୍ପତ୍ତି, ବଦଳିଲା କ୍ରିକେଟରେ ଏହିସବୁ ନିୟମ

ଟି-୨୦ ବିଶ୍ୱକପ ପୂର୍ବରୁ ଆଇସିସି ନେଲା ବଡ ନିଷ୍ପତ୍ତି। ୨୦୨୨ ଅକ୍ଟୋବର ୧ରୁ ବଦଳିଯିବ କ୍ରିକେଟର ନିୟମ। କ୍ରିକେଟରେ ନୂଆ ନିୟମ ଲାଗୁ କରିଛି ଆଇସିସି। ନୂଆ ନିୟମ ସହିତ ଖେଳାଯିବ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌। ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ପୁରୁଷ କ୍ରିକେଟ…

ଆଗାମୀ ମହିଳା ବିଶ୍ୱକପ ୨୦୨୫ର ଆୟୋଜନ କରିବ ଭାରତ, ଜାଣନ୍ତୁ କେଉଁଠି ହେବ WTC ଫାଇନାଲ

ଆଇସିସି ଆଗାମୀ ୫ ବର୍ଷ ପାଇଁ ଫ୍ୟୁଚର ଟୁର ପ୍ରୋଗ୍ରାମ୍ସ ପ୍ରସ୍ତୁତ କରିସାରିଛି। ଏହାକୁ ଏବେ ଜାରି କରାଯାଇନାହିଁ କିନ୍ତୁ ଖୁବଶୀଘ୍ର ଘୋଷଣା ହୋଇପାରେ ବୋଲି ଖବର ମିଳିଛି। ଏଥିରେ ଭାରତ ସମେତ ଶ୍ରୀଲଙ୍କା, ବାଲାଂଦେଶକୁ ମଧ୍ୟ ବଡ ଉପହାର ମିଳିଛି। ଏହି ନିଷ୍ପତ୍ତି ବର୍ମିହାମରେ ହୋଇଥିବା…

ବିସିସିଆଇକୁ ଚ୍ୟାଲେଞ୍ଜ କରିବ ପାକିସ୍ତାନ କ୍ରିକେଟ ବୋର୍ଡ, ଆଇସିସି ସାମ୍ନାରେ ଉଠାଇବ ଆଇପିଏଲ୍‌ ପ୍ରସଙ୍ଗ

ପାକିସ୍ତାନ କ୍ରିକେଟ୍ ବୋର୍ଡ ବିସିସିଆଇକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଦେଇଛି। ଆଇପିଏଲ୍‌ ଭଳି ଆଇସିସି ଫ୍ୟୁଚର ଗୁରସ ପ୍ରୋଗାମକୁ ମାତ୍ର ଅଢେଇ ମାସ ସମୟ ମିଳୁଛି। ଯାହାକୁ ଦେଇ ପାକିସ୍ତାନ କ୍ରିକେଟ ବୋର୍ଡ ସ୍ୱର ଉତ୍ତୋଳନ କରିଛି। ୨୦୧୪ରେ ଆଇପିଏଲ୍‌ ୮ଟି ଟିମ୍‌ ଖେଳୁଥିଲା। ଏବେ ଆଉ ଦୁଇଟି…

ସ୍ମୃତି ମନ୍ଧାନାଙ୍କୁ ମହିଳା କ୍ରିକେଟର ଅଫ୍ ଦ ଇୟର ଭାବେ ଘୋଷଣା କଲା ICC

ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କୁ ଆଇସିସି ପକ୍ଷରୁ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ମହିଳା ଦଳର ଓପନର ସ୍ମୃତି ମନ୍ଧାନାଙ୍କ ନାମ ଶ୍ରେଷ୍ଠ ମହିଳା କ୍ରିକେଟର ଭାବରେ ଘୋଷଣା କରାଯାଇଛି । ୨୦୨୧ ବର୍ଷ ପାଇଁ ସ୍ମୃତିଙ୍କୁ…