Browsing Tag

ICC

ପ୍ରକାଶ ପାଇଲା ICC ଟେଷ୍ଟ କ୍ରିକେଟିୟର ଅଫ ଦି ଇୟର, ୪ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ଷ୍ଟାର ବୋଲର ଆର ଅଶ୍ୱିନ

ମୁମ୍ବାଇ: ପ୍ରକାଶ ପାଇଲା ICC ଟେଷ୍ଟ କ୍ରିକେଟିୟର ଅଫ ଦି ଇୟର । ଆସିଲା ଶ୍ରେଷ୍ଠ ଟେଷ୍ଟ ଖେଳାଳି ତାଲିକାର ନୋମିନେସନ ତାଲିକା । ICC ପକ୍ଷରୁ ଜାରି ହୋଇଥିବା ୪ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ଷ୍ଟାର ବୋଲର ଆର ଅଶ୍ୱିନ । ଅଶ୍ୱିନଙ୍କ ସହ ଏହି ରେସରେ ସାମିଲ ଅଛନ୍ତି ଇଂଲଣ୍ଡର କ୍ୟାପଟେନ…

ଅନୀଲ କୁମ୍ବଲେଙ୍କ ସ୍ଥାନ ନେଲେ ସୌରଭ, ତୁଲାଇବେ ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଆଉ ଏକ ଦାୟିତ୍ୱ। ସୌରଭଙ୍କୁ ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ଭାବେ ନିଯୁକ୍ତି ମିଳିଛି। ଏହା ପୂର୍ବରୁ ଏହି ପଦବୀରେ ଟିମ ଇଣ୍ଡିଆର ପୂର୍ବତନ ଟେଷ୍ଟ ଅଧିନାୟକ ଅନୀଲ କୁମ୍ବଲେ ରହିଥିଲେ। କୁମ୍ବଲେ ଏହି ପଦବୀରେ ପାଖାପାଖି ୯ ବର୍ଷ…

ଆଫଗାନିସ୍ତାନକୁ ମାତ୍‌ ଦେବା ପାଇଁ ସୁପରମ୍ୟାନ ସାଜିଲେ ଜାଡେଜା, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଟି୨୦ ବିଶ୍ୱକପରେ ଟିମ୍‌ ଇଣ୍ଡିଆ ନିଜର ପ୍ରଥମ ବିଜୟ ହାସଲ କରିଛି । ବୁଧବାର ଆବୁଧାବିରେ ଖେଳାଯାଇଥିବା ମୁକାବିଲାରେ ବିରାଟ ବାହିନୀ ଆଫଗାନିସ୍ତାନକୁ ୬୬ ରନରେ ମାତ୍ ଦେଇଛି । ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଭାରତୀୟ ଟିମ୍‌ ଏହି ମ୍ୟାଚ ଜିତିପାରିଛି। କେବଳ…

ICCର ବଡ଼ ନିଷ୍ପତ୍ତି, ଟି-୨୦ ବିଶ୍ବକପରେ ଷ୍ଟାଡିଅମରେ ରହିପାରିବେ ୭୦% ଦର୍ଶକ

ୟୁଏଇ ଏବଂ ଓମାନରେ ଖେଳାଯିବାକୁ ଥିବା ଆଗାମୀ ଟି-୨୦ ବିଶ୍ବକପ ପାଇଁ ଆଇସିସି ବଡ ନିଷ୍ପତ୍ତି ନେଇଛି। ଟି-୨୦ ମ୍ଯାଚ ବିଶ୍ବକପ ମ୍ଯାଚ ସମୟରେ ଷ୍ଟାଡିଅମରେ ୭୦ ପ୍ରତିଶତ ଦର୍ଶକ ରହିବା ପାଇଁ ଅନୁମତି ମିଳିଛି। ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି T-୨୦ ବିଶ୍ୱକପ୍‌ । ନଭେମ୍ବର ୧୪ ଯାଏଁ…

ମେରିଲବୋନ କ୍ରିକେଟ କ୍ଲବ (MCC)ର ନିଷ୍ପତ୍ତି, ଏବେ ବ୍ଯାଟ୍ସମ୍ଯାନ ସ୍ଥାନରେ ଲେଖାଯିବ ‘ବ୍ଯାଟର କିମ୍ବା ବ୍ଯାଟର୍ସ’

ମେରିଲବୋନ କ୍ରିକେଟ କ୍ଲବ (MCC) ଏକ ବଡ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟରେ ଏବେ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଟର କୁହାଯିବ । ବ୍ଯାଟ୍ସମ୍ଯାନ କିମ୍ବା ବ୍ଯାଟ୍ସଓମେନ ସ୍ଥାନରେ ବ୍ୟାଟର କୁହାଯିବ ଓ ଲେଖା ଯିବ । କ୍ରିକେଟରେ ଲିଙ୍ଗ-ନିରପେକ୍ଷତା ରଖିବା ପାଇଁ ଶବ୍ଦ ‘ବ୍ଯାଟର କିମ୍ବା…

ପଡ଼ିଆରେ ପଶି ଫିଲ୍ଡର ସାଜିଥିଲା କୁକୁର, ଏବେ ଆଇସିସି ଦେଲା ‘ଡଗ୍‌ ଅଫ୍‌ ଦ ମନ୍ଥ’ ଆଓ୍ଵାର୍ଡ

ଆଇସିସି ପକ୍ଷରୁ ‘ପ୍ଲେୟର ଅଫ୍‌ ଦ ମନ୍ଥ’ ଆଓ୍ଵାର୍ଡର ଘୋଷଣା କରାଯାଇଛି। ଚଳିତଥର ଏହି ଆଓ୍ଵାର୍ଡ ପାଇଁ ଲାଇମ୍‌ଲାଇଟ୍‌ରେ କୌଣସି ଖେଳାଳି ନୁହେଁ, ବରଂ ଏକ କୁକୁର ରହିଛି। ଏହି କୁକୁରର ନାଁ ହେଉଛି ‘ଡେଜଲ ଦ ଡଗ୍‌’। ଏହି କୁକୁର ନିକଟରେ ଆୟାର୍ଲାଣ୍ଡରେ ଚାଲିଥିବା ମହିଳା ଟୁର୍ଣ୍ଣାମେଣ୍ଟରେ…

ଟି-୨୦ ବିଶ୍ୱକପ୍‌ ୨୦୨୧ର କାର୍ଯ୍ୟସୂଚୀ ଜାରି କଲା ଆଇସିସି, ଭାରତର ପ୍ରଥମ ମୁକାବିଲା ପାକିସ୍ତାନ ସହିତ

ଟି-୨୦ ବିଶ୍ୱକପ୍‌ ୨୦୨୧ର ଶେଡ୍ୟୁଲ(କାର୍ଯ୍ୟସୂଚୀ) ଆଇସିସି ଜାରି କରି ଦେଇଛି। ଆସନ୍ତା ୧୭ ଅକ୍ଟୋବରରେ ହୋଷ୍ଟସ୍‌ ଓମୋନ ଓ ପପୁଆ ନ୍ୟୁଗିନୀ ମ୍ୟାଚ୍‌ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଦୁଇଟି ଟିମ୍‌ ମଧ୍ୟରେ ଏହି ମ୍ୟାଚ୍‌ ଗ୍ରୁପ୍‌ ବିରେ ରାଉଣ୍ଡ-୧ ଅଧୀନରେ ହେବ। ସେହିପରି ଭାରତୀୟ ଟିମ୍‌ର…

UAEର ଦୁଇ ଖେଳାଳି ଭାରତୀୟ ବୁକିଙ୍କଠାରୁ ନେଇଥିଲେ ୪୦୮୩ ଡଲାର୍‌! ୮ ବର୍ଷ ପାଇଁ ଲାଗିଲା ପ୍ରତିବନ୍ଧକ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ୟୁଏଇର ଦୁଇ ଖେଳାଳି ଆମିର ହୟାତ ଓ ଅଶଫାକ ଅହମଦଙ୍କ ଉପରେ ୮ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି। ଆମିର ଓ ଅଶଫାକ ଦୁହେଁ ଭାରତୀୟ ବୁକିଙ୍କ ସହ ମିଶି ନିଜ ଦେଶରେ ଟି୨୦ ବିଶ୍ୱକପ୍‌ କ୍ୱାଲିଫାଇଙ୍ଗ୍‌ ରାଉଣ୍ଡରେ ମ୍ୟାଚ୍‌ ଫିକ୍ସ କରିବାକୁ ପ୍ରୟାସ…

ବିଶ୍ବ ଟେଷ୍ଟ ଚମ୍ପିଆନସିପ ବିଜେତାଙ୍କୁ ମିଳିବ ଏତେ କୋଟି ଟଙ୍କା, ଆଇସିସି କଲା ଘୋଷଣା

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମ୍ୟାଚ୍‌କୁ ମାତ୍ର ୩ ଦିନ ବାକି ରହିଛି। ବିଶ୍ଵର ସମଗ୍ର କ୍ରିକେଟ୍ ପ୍ରେମୀଙ୍କ ନଜର ଏବେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ହାଇଭୋଲେଟ୍ ମୁକାବିଲା ଉପରେ ରହିଛି। ଅନ୍ୟପଟେ ଟାଇଟଲ୍‌ ମୁକାବିଲା ଜିତିବା ଦଳକୁ କେତେ ପୁରସ୍କାର ରାଶି ମିଳିବ…

‘ଅମ୍ପାୟାର୍ସ କଲ୍’କୁ କାଏମ ରଖିଲା ଆଇସିସି, କିନ୍ତୁ ଡିଆରଏସ୍ ନିୟମରେ ଆସିଲା ସାମାନ୍ଯ ପରିବର୍ତ୍ତନ

ଡିଆରଏସକୁ ନେଇ ଆଇସିସି ନେଲା ବଡ ନିଷ୍ପତ୍ତି । ଡିଆରଏସ୍(ଡିସିସନ ରିଭ୍ୟୁ ସିଷ୍ଟମ) ନିୟମକୁ ନେଇ ଚାଲିଥିବା ନାନା ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ଆଇସିସି। ଡିଆରଏସ୍ ଅଧିନରେ ରହିଥିବା ‘ଅମ୍ପାୟାର୍ସ କଲ୍’ ନିୟମକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ହେଁ ଏହି ନିୟମକୁ କାଏମ୍…

ICC ଜାରି କଲା ମହିଳା ବିଶ୍ବକପ୍ ୨୦୨୦ର ଖେଳସୂଚୀ, ଜାଣନ୍ତୁ କେଉଁଦିନ ଖେଳିବ ଟିମ୍ ଇଣ୍ଡିଆ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା କ୍ରିକେଟ ବିଶ୍ବକପ୍ ୨୦୨୨ର ସୂଚୀ ଘୋଷଣା କରିଛି। ୨୦୨୨ରେ ନ୍ଯୁଜଲାଣ୍ଡରେ ହେବାକୁ ଥିବା ୧୨ ତମ ମହିଳା କ୍ରିକେଟ ମହାକୁମ୍ଭରେ ମୋଟ ୩୧ଟି ମ୍ୟାଚ୍ ଖେଳାଯିବ। ବିଶ୍ବକପ୍ର ପ୍ରଥମ ମ୍ୟାଚ୍ ୨୦୨୨ ମାର୍ଚ୍ଚ ୪ ତାରିଖରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର…

ମ୍ଯାକ୍ସୱେଲଙ୍କ ବିସ୍ଫୋରକ ସର୍ଟ ଉପରେ ଲାଗିପାରେ ପ୍ରତିବନ୍ଧକ, ICC କୁ ଦାବି କଲେ ଅଷ୍ଟ୍ରେଲିଆ ପୂର୍ବ ଅଧିନାୟକ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ ଅଷ୍ଟ୍ରେଲିଆ ହାତକୁ ଚାଲିଯାଇଛି। ୩ଟି ମ୍ଯାଚ୍ ଏହି ସିରିଜକୁ ଅଷ୍ଟ୍ରେଲିଆ ୨-୦ରେ ବାଜି ନେଇଛି। ଦୁଇଟି ଯାକ ମ୍ଯାଚରେ ଟିମ୍ ଇଣ୍ଡିଆକୁ ବଡ ସ୍କୋର ଦେଇଥିଲା। ଏହି ଦୁଇଟି ଯାକ ମ୍ଯାଚରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ…