ବେଆଇନ ମଦ ବିକ୍ରିକୁ ଟାର୍ଗେଟ୍: ମନମୁଣ୍ଡା ପୋଲିସ୍ ଦ୍ବାରା ବିଭିନ୍ନ ସ୍ଥାନରେ ରେଡ୍, ୫ଗିରଫ
କଣ୍ଟାମାଳ(କେନ୍ୟୁଜ୍): ବେଆଇନ ମଦ ବିକ୍ରିକୁ ଟାର୍ଗେଟ କରିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ୍। ବିଭିନ୍ନ ସ୍ଥାନ ଉପରେ ପୋଲିସ୍ ଚଢ଼ାଉ କରି ୧୨୩ ଲିଟର ବିଦେଶୀ ମଦ ଏବଂ ୧୧ ଲିଟର ଦେଶୀ ମଦ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ…