Browsing Tag

Immunity Booster

ଉଷୁମ ପାଣିରେ ଏହିି ସବୁ ମସଲାକୁ ମିଶାଇ ପିଅନ୍ତୁ, ଶରୀରେ ବଢ଼ିବ ଇମ୍ୟୁନିଟି ଶକ୍ତି

ଗରମ ପାଣି ପିଇବା ଦ୍ବାରା ଶରୀରରେ ଅନେକ ପ୍ରକାର ଲାଭ ମିଳିଥାଏ। ସର୍ବଦା ସକାଳୁ ଉଠି ହାଲୁକା ଗରମ ପାଣି ପିଇବା ଶରୀର ପାଇଁ ଲାଭକାରୀ ହୋଇଥାଏ। ଗରମ ପାଣି ଶାରୀରିକ କାର୍ଯ୍ୟକୁ ସୁଚାରୁ ରୂପେ ନିୟନ୍ତ୍ରିତ କରିଥାଏ। ଶୋଇବା ପୂର୍ବରୁ ଏକ ଗିଲାସ ଗରମ ପାଣି ପିଇଲେ ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ…

ବର୍ଷାରେ ଦୁର୍ବଳ ହୋଇଯାଏ ପାଚନ ଶକ୍ତି, ନିହାତି ଏହି ୫ଟି ଖାଦ୍ୟକୁ ଡାଏଟ୍ ରେ କରନ୍ତୁ ସାମିଲ୍

ସୁସ୍ଥ ରହିବା ପାଇଁ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ତେବେ ଅଧିକାଂଶ ଲୋକ ବିଭିନ୍ନ ପ୍ରକାର ପୋଷକଯୁକ୍ତ ଖାଦ୍ୟ ସେବନ କରୁଥିଲେ ବିଭିନ୍ନ କାରଣରୁ ଶରୀରକୁ ଆବଶ୍ୟକ ମାତ୍ରାରେ ଶକ୍ତି ମିଳିପାରି ନଥାଏ । ଉଦାହରଣ ସ୍ୱରୂପ କିଛି ଲୋକ ସେଓକୁ କଞ୍ଚା ଚୋବାଇ ଖାଇଥାନ୍ତି ତ ଆଉ କିଛି ଜୁସ୍ ଓ ସାଲାଡ୍…

କେବଳ ଆମ୍ବ ନୁହେଁ ଏହାର କୋଇଲିରେ ବି ଭରି ରହିଛି ଔଷଧୀୟ ଗୁଣ, ପ୍ରତିଦିନ ସେବନ କଲେ ମିଳିବ ଅନେକ ରୋଗରୁ ମୁକ୍ତି

ଆମ୍ବକୁ ଫଳର ରାଜା କୁହାଯାଏ। ଖରା ଦିନେ ଆମ୍ବ ଗୋଟିଏ ସୁଆଦିଆ ଫଳ ଭାବେ ଜଣା । ଆମ ଦେଶରେ ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ। ଆଉ କିଛି ଦିନ ପରେ ହାଟ ବଜାର ସବୁଆଡେ ଆମ୍ବର ପସରା ଦେଖିବାକୁ ମିଳିବ । ଆମେ ସାଧାରଣତଃ ଆମ୍ବ ଖାଇ ସାରିବା ପରେ ଏହାର କୋଇଲି ଓ ଟାକୁଆକୁ ଫୋପାଡିଦେଉ । ହେଲେ ଆପଣ…

ଖରାଦିନ ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ ଏହି ହଳଦିଆ ଫଳ

ଗ୍ରୀଷ୍ମ ଋତୁରେ ଜଳର ଅଭାବ ବହୁତ ସାଧାରଣ ଅଟେ । ବର୍ତ୍ତମାନଖରା ଅଧିକ ହେତୁ ଶରୀରକୁ ସୁସ୍ଥ ରଖିବା ନିହାତି ଜରୁରୀ । ତେଣୁ ନିଶ୍ଚିତ ଭାବରେ ଆପଣଙ୍କର ସକାଳ ଜଳଖିଆରେ କିଛି ଫଳ ଅନ୍ତର୍ଭୁକ୍ତ କରନ୍ତୁ । ଏହି ଫଳଗୁଡ଼ିକ କେବଳ ଶରୀରର ଜଳ ଆବଶ୍ୟକତା ପୂରଣ କରେ ନାହିଁ, ରୋଗ ପ୍ରତିରୋଧକ ଶକ୍ତି…

ଇମ୍ୟୁନିଟି ବଢ଼ାଇବା ଚକରରେ କରନ୍ତୁ ନାହିଁ ଏହି ଭୁଲ, ରିସର୍ଚ୍ଚରୁ ମିଳିଲା ସୂଚନା, ଜାଣନ୍ତୁ

ଏବେ ସାରା ଦୁନିଆକୁ ଘାରିଛି ଓମିକ୍ରନ ଭାରିଏଣ୍ଟ। ଲୋକଙ୍କ ମନରେ ଏହା ଭୟ ସୃଷ୍ଟି କରିବା ସହ ପୁରା ଦୁନିଆ ଏଥିପାଇଁ ଚିନ୍ତାରେ ରହିଛି। ତେବେ ଏହି ସମୟରେ ଖାଦ୍ୟକୁ ନେଇ ମଧ୍ୟ ଅନେକ ସଚେତନ ବାର୍ତ୍ତା ଦିଆଯାଉଛି। ବାହାର ଖାଦ୍ୟଠୁ ନିଜକୁ ଦୂରେଇ ରଖି ଘରେ ଉତ୍ତମ ଖାଦ୍ୟ ଖାଇବା ସହ ଭାଇରସ୍‌…

କରୋନା କାଳରେ ପିଅନ୍ତୁ ଅଦା ମିଶା କ୍ଷୀର, ଇମ୍ୟୁନିଟି ବଢ଼ିବା ସହ ଦୂର ହେବ ଗମ୍ଭୀର ରୋଗ

ଶୀତଦିନେ ଇମ୍ୟୁନିଟି ସିଷ୍ଟମ୍‌ ଖୁବ୍‌ ଦୁର୍ବଳ ହୋଇଯାଏ। ଏଣୁ ଏହି ସମୟରେ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ରଖିବା ଉଚିତ୍‌। ଏହି ସମୟରେ ଏମିତି କୌଣସି ଜିନିଷ ସେବନ କରିବା ଉଚିତ ନୁହେଁ ଯାହା ଦ୍ୱାରା ଥଣ୍ଡା, କାଶ କିମ୍ବା ଅନ୍ୟ କୌଣସି ଇନ୍‌ଫେକସନ୍‌ ହେବା ଆଶଙ୍କା ବଢ଼ିବ। କରୋନାର ବଢ଼ୁଥିବା…

କରୋନା ଭାଇରସରୁ ବଞ୍ଚିବାକୁ ଚାହୁଁଥିଲେ ଶରୀରରେ କମିବାକୁ ଦିଅନ୍ତୁନି ଏହି ଭିଟାମିନ୍‌

ନୂଆଦିଲ୍ଲୀ : କରୋନା ଭାଇରସରୁ ବଞ୍ଚିବାକୁ ହେଲେ ଶରୀରର ଇମ୍ୟୁନିଟି ପାଓ୍ଵାର ବଢ଼ାଇବାକୁ ହେବ । କରୋନାର ୩ୟ ଲହରରେ ନିଜକୁ ସୁରକ୍ଷିତ ରଖିବା ସହ ବର୍ଷା ଦିନେ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଇମ୍ୟୁନିଟି ପାଓ୍ଵାର ବଢ଼ାଇବା ଜରୁରୀ । କରୋନା ଭାଇରସ ସହ ଲଢ଼ିବାକୁ ହେଲେ ଶରୀରରେ ଭିଟାମିନର ମାତ୍ରା…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବ ଘରୋଇ ମସଲା, ଜାଣନ୍ତୁ

କରୋନା କାଳରେ ଇମ୍ୟୁନିଟି ଶକ୍ତିକୁ ବଢ଼ାଇବା ପାଇଁ ଆୟୁର୍ବେଦ ଚିକିତ୍ସା ମୁଖ୍ୟ ଭୂୂମିକା ନିର୍ବାହ କରିଥାଏ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକତା ରହିଛି । କେବଳ ଔଷଧ ନୁହେଁ ବରଂ ଘରୋଇ ଉପାୟରେ ଏହା ଶରୀର ପାଇଁ ସବୁଠୁ ଭଲ ହୋଇଥାଏ। ଆୟୁର୍ବେଦ ଡାକ୍ତର…

ଇମ୍ୟୁନିଟି ସିଷ୍ଟମକୁ ମଜବୁତ ରଖିଥାଏ ‘ଜଙ୍ଗଲ ଜଲେବି’, ଜାଣନ୍ତୁ ଏହାର ଔଷଧିୟ ଗୁଣ

'ଜଙ୍ଗଲ ଜଲେବି' ନାମ ହୁଏତ ଆପଣ ମାନେ କେବେ ଶୁଣି ନଥିବେ । କିନ୍ତୁ ଏହି ଫଳ ଯାହା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହାକୁ 'ଜଙ୍ଗଲ ଜଲେବି' ବା ବିଲାତି…

କ୍ଷୀର ସହ ମିଶାଇ ପିଅନ୍ତୁ ଏହି ଜିନିଷ, ତୁରନ୍ତ ବଢ଼ିବ ଇମ୍ୟନିଟି ପାଓ୍ଵାର

ଏବେ କରୋନା ଯେମିତି ପୂର୍ବ ଅପେକ୍ଷା ଅଧିକ ମାଡି ମାଡି ଆସୁଛି। ଏହି ଭାଇରସ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ନିହାତି ଆବଶ୍ୟକ। ତେଣୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ହେଲଦୀ ଜିନିଷ ଅନ୍ତର୍ଭୁକ୍ତ କରିବା ଜରୁରୀ । ଏଥିପାଇଁ ପୋଷକ ତତ୍ତ୍ୱ…

ଶୀତ ଦିନେ ନିୟମିତ ପିଅନ୍ତୁ ଏହି ୪ଟି ଇମ୍ୟୁନିଟି ବୁଷ୍ଟର ଡ୍ରିଙ୍କ, ଶରୀର ଠାରୁ ଦୂରେଇ ରହିବ ସବୁ ପ୍ରକାରର ରୋଗ

ସାଧାରଣତଃ ଶୀତ ଋତୁରେ ଶରୀରର ଇମ୍ୟୁନିଟି କମି ଯାଏ ।  ଫଳରେ ଏହି ଦିନ ମାନଙ୍କରେ ବିଭିନ୍ନ ପ୍ରକାର ଭୁତାଣୁ ଜନିତ ରୋଗରେ ସଂକ୍ରମିତ ହେବା ଆଶଙ୍କା ଅନେକ ଗୁଣା ବଢିଯାଏ ।  କିନ୍ତୁ ଯଦି ଏହି ସମୟରେ ନିଜ ଦେହ ପ୍ରତି ଯତ୍ନବାନ ହେବା ସହିତ ଏହାର ରୋଗପ୍ରତିରୋଧକ ଶକ୍ତି ବଢାଇବାକୁ ନେଇ ବିଶେଷ…

ଇମ୍ୟୁନିଟି ବଢାଇବା ପାଇଁ ଏହିସବୁ ଘରୋଇ ଉପାୟ ହୋଇପାରେ ହାନିକାରକ, ଜାଣନ୍ତୁ କେତେ ମାତ୍ରାରେ ସେବନ କରିବା ଉଚିତ

କରୋନା ଭାଇରସ ଠାରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ଇମ୍ୟୁନିଟି ବଢାଇବାକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ଘରୋଇ ଉପାୟ ମଧ୍ୟ ଆପଣାଛନ୍ତି। ଏବେ ବଜାରରେ ହର୍ବାଲ ସପ୍ଲିମେଣ୍ଟସ ବୃଦ୍ଧି ପାଇବାରେ ଲାଗିଛି। ଇମ୍ୟୁନିଟି ବୁଷ୍ଟର ନାମରେ ଦୋକାନରେ ବିଭିନ୍ନ ପ୍ରକାରର ଜୁସ ଏବଂ…