ଦୁଇ ବର୍ଷ ପରେ ପୁଣି ଭାରତୀୟ ବଜାରକୁ ଫେରୁଛି Micromax, ଆଣିଛି ବଜେଟ ସ୍ମାର୍ଟଫୋନ
ଭାରତୀୟ ସ୍ମାର୍ଟଫୋନ ମେକର ମାଇକ୍ରୋମାକ୍ସ ପୁଣି ଥରେ ମାର୍କେଟକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛି । ଆଜି କମ୍ପାନୀ In ସିରିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବ। କମ୍ପାନୀ ୨ ବର୍ଷ ଧରି କୌଣସି ବି ଫୋନ୍ ଲଞ୍ଚ୍ କରିନି। ସୂଚନା ଅନୁସାରେ ମାଇକ୍ରୋମାକ୍ସର ଭର୍ଚୁଆଲ ଇଭେଣ୍ଟ ଦିନ ୧୨ଟାରୁ ଆରମ୍ଭ…