କ୍ୟାଚ୍ ଧରିବା ଚକ୍କରରେ ପରସ୍ପର ସହିତ ଜୋରରେ ଧକ୍କା ହେଲେ ଭାରତୀୟ ଖେଳାଳି, ଜଣେ ହସପିଟାଲରେ ଭର୍ତ୍ତି
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ମହିଳା ଟିମକୁ ଶକ୍ତ ଝଟକା ଲାଗିଛି । ଟସ୍ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ । ଅଷ୍ଟ୍ରେଲିଆ ୫୦ଓଭରରେ ୮ ଓ୍ଵିକେଟ ହରାଇ ୨୫୮ ରନ୍ କରିଥିଲା । କିନ୍ତୁ ଫିଲ୍ଡିଂ କରିବା ବେଳେ ଘଟିଛି ଅଭାବନୀୟ ଘଟଣା…