ଚତୁର୍ଥ ଟେଷ୍ଟ ଖେଳିବେନି ବୁମରା, ବିଶ୍ରାମ ଦେବାକୁ ଟିମ୍ ମ୍ୟାନେଜମେଣ୍ଟ ନେଲା ନିଷ୍ପତ୍ତି
ଭାରତୀୟ ଟିମର ଦ୍ରୁତ ବୋଲର ଜସପ୍ରୀତ ବୁମରା ରାଞ୍ଚି ଟେଷ୍ଟରେ ଖେଳିବେ ନାହିଁ । ରାଜକୋଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଇଣ୍ଡିଆର ବୃହତ ବିଜୟ ପରେ ବୁମରା ବିଶ୍ରାମ ନେବେ । ଟିମ୍ ମ୍ୟାନେଜମେଣ୍ଟ ଆସନ୍ତା ୨୩ ତାରିଖରୁ ହେବାକୁ ଥିବା ଚତୁର୍ଥ ଟେଷ୍ଟରେ ବୁମରାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି…