Below header
Browsing Tag

IND vs ENG test series

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ଟିମରୁ ଫେରିପାରନ୍ତି କେଏଲ ରାହୁଲ ଏବଂ ଜାଡେଜା

ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ରାଜକୋଟରେ ୧୫ ଫେବୃଆରୀରୁ ଖେଳାଯିବ । ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ୨ ଟି ଖେଳ ସରିଛି । ଗୋଟିଏ ଭାରତ ଥିବା ବେଳେ ଅନ୍ୟଟି ଇଂଲଣ୍ଡ ଜିତିଛି । ଶେଷ ୩ଟି ଟେଷ୍ଟ ପାଇଁ ଟିମ୍‌ ଏବେ ଚୟନ ହେବାକୁ ରହିଛି । ପ୍ରଥମ ଟେଷ୍ଟରେ ରବିନ୍ଦ୍ର ଜାଡେଜା…

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ପୂର୍ବରୁ ବଦଳିଯିବ ରାଜକୋଟ ଷ୍ଟାଡିୟମରେ ନାମ, ମିଳିବ ନୂଆ ପରିଚୟ

ହାଇଦ୍ରାବାଦରେ ଇଂଲଣ୍ଡ ଏବଂ ବିଶାଖାପାଟଣାରେ ଭାରତ ଜିତିବା ପରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଆଉ ୩ଟି ମ୍ୟାଚ ବାକି ରହିଛି । ତୃତୀୟ ଟେଷ୍ଟ ମ୍ୟାଚ୍‌ ୧୫ ଫେବୃଆରୀରକୁ ରାଜକୋଟରେ ଖେଳାଯିବ । ହେଲେ ତୃତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ରାଜକୋଟ ଷ୍ଟାଡିୟମର ନାଁ ପରିବର୍ତ୍ତନ ହେବ ।…

ଟେଷ୍ଟ ସିରିଜ ଅଧାରୁ ଭାରତରୁ ଫେରିଯିବ ଇଂଲଣ୍ଡ ଦଳ, ଜାଣନ୍ତୁ କାହିଁକି ?

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସଂପୂର୍ଣ୍ଣ ହୋଇନପାରେ । ପ୍ରଥମ ଦୁଇଟି ଟେଷ୍ଟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେବେ ସିରିଜର ତୃତୀୟ ମ୍ୟାଚ ଆସନ୍ତା ୧୫ ତାରିଖରେ ରାଜକୋଟରେ ଖେଳାଯିବ । କିନ୍ତୁ ଏହାପୂର୍ବରୁ ଇଂଲଣ୍ଡ ଦଳ…

ବିଶାଖାପାଟଣା ଟେଷ୍ଟ : ମାଟି କାମୁଡିଲା ଇଂଲଣ୍ଡ, ୧୦୬ ରନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିଲା ଭାରତ

ଦ୍ୱିତୀୟ ଟେଷ୍ଟରେ ପ୍ରତିଶୋଧ ନେଲା ଭାରତ । ପ୍ରଥମ ଟେଷ୍ଟର ପ୍ରତିଶୋଧ ଦ୍ୱିତୀୟ ଟେଷ୍ଟରେ ନେଲା ରୋହିତ ବାହିନୀ । ବିଶାଖାପାଟଣା ଟେଷ୍ଟରେ ବୋଲିଂରେ କମାଲ କଲେ ବୁମରା ଏବଂ ଅଶ୍ୱିନ । ଆଉ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିଯାଇଛି ଭାରତୀୟ ଟିମ୍‌ । ଭାରତ ଦେଇଥିବା ୩୯୯ ରନର…

ରିଭ୍ୟୁ ନେବା ପାଇଁ ରୋହିତଙ୍କ ପଛରେ ପଡିଲେ କୁଲଦୀପ, ରାଗିଗଲେ ରୋହିତ : ଭିଡିଓ ଭାଇରଲ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି । ପ୍ରଥମ ଟେଷ୍ଟ ମ୍ୟାଚ ଇଂଲଣ୍ଡ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ ଭାରତ ଜିତିବା ପାଇଁ ବଢିଆ ସୁଯୋଗ ରହିଛି । ଇଂଲଣ୍ଡ ଟିମ୍‌କୁ ଭାରତ ୩୯୯ ରନ୍‌ର ଲକ୍ଷ୍ୟ ଦେଇଛି । ଚତୁର୍ଥ ଦିନରେ…

ବିଶାଖାପାଟଣା ଟେଷ୍ଟ : ଶୁବମନଙ୍କ ଶତକ, ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ ଦେଲା ଭାରତ

ଭାରତ-ଇଂଲଣ୍ଡ ମଧ୍ୟରେ ବିଶାଖାପାଟଣାରେ ଖେଳାଯାଉଥିବା ଟେଷ୍ଟରେ ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ ଦେଇଛି ଭାରତ । ଦ୍ୱିତୀୟ ପାଳିନରେ ୨୫୫ ରନ୍‌ କରି ଅଲଆଉଟ ହୋଇଛି ଭାରତ । ପ୍ରଥମ ଇନିଂସରେ ଯଶସ୍ୱୀ ଜୟସ୍ୱାଲ ଦ୍ୱିଶତକ ମାରିଥିବା ବେଳେ ଦ୍ୱିତୀୟ ପାଳିରେ ଶୁବମନ ଗିଲ୍‌ ଶତକ ମାରିଛନ୍ତି । ଗିଲ ୧୦୪…

ବୁମରାଙ୍କ ବୋଲିଂରେ ବୋଲ୍ଡ ହୋଇଗଲା ଇଂଲଣ୍ଡ ଟିମ୍‌, ପ୍ରଥମ ପାଳିରେ ୨୫୩ରେ ଅଲଆଉଟ

ବୁମରା କଲେ କମାଲ । ଆଉ ୬ ଓ୍ଵିକେଟ ନେଇ ଇଂଲଣ୍ଡ ଟିମକୁ କଲେ ଧରାଶାୟୀ । ବିଶାଖାପାଟନମର ଓ୍ଵାଇଏସ ରେଡ୍ଡି ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଇନିଂସରେ ୨୫୩ ରନ୍‌ କରି ଅଲଆଉଟ ହୋଇଛି ଇଂଲଣ୍ଡ । ଇଂଲଣ୍ଡ ଟିମ୍‌ ୨୫୩ ରନ୍‌ କରି ଅଲଆଉଟ ହୋଇଥିବା ବେଳେ ଭାରତ ୧୪୩…

ଲାଇଭ ମ୍ୟାଚ ସମୟରେ କମେଣ୍ଟ୍ରି ଛାଡି ଚାଲିଗଲେ ସୁନିଲ ଗାଭାସ୍କର, ସାମ୍ନାକୁ ଆସିଲା ଦୁଃଖଦ ଖବର

ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟନମରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ଓ୍ଵିକେଟ ହରାଇ ୩୩୬ ରନ୍‌ କରିଥିଲା । ଏହି ମ୍ୟାଚ ଚାଲିଥିବା ବେଳେ କମେଣ୍ଟ୍ରି କରୁଥିବା ମହାନ୍‌ କ୍ରିକେଟର ସୁନିଲ…

ବିଶାଖାପାଟନମ ଟେଷ୍ଟ କିଏ ବାଜି ମାରିବ ! ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲିରୁ ବିଶାଖାପାଟନମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚ ୨୮ ରନରେ ହାରିବା ପରେ ଭାରତ ପ୍ରତିଶୋଧ ନେବାରେ ରହିଛି । କ୍ରିକେଟ ଫ୍ୟାନ୍ସ ମଧ୍ୟ ବିଶାଖାପାଟନମ ଟେଷ୍ଟକୁ ଚାହିଁ ରହିଛନ୍ତି । ରୋହିତ ଶର୍ମରଙ୍କ ଅଧିନାୟକତ୍ୱର ଟିମ୍‌…

ଦ୍ୱିତୀୟ ଟେଷ୍ଟରେ ସରଫରାଜ ଖାନ ଏବଂ ରଜତ ପାଟିଦାର କରିବେ ଡେବ୍ୟୁ, ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯାଉଛି । ପ୍ରଥମ ମ୍ୟାଚ ଇଂଲଣ୍ଡ ଜିତିସାରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ଆସନ୍ତା ୨ ତାରିଖରୁ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ଟିମରେ ସରଫରାଜ ଏବଂ ରଜତ ପାଟିଦାରଙ୍କୁ ସ୍ଥାନ ମିଳିବ । କେଏଲ ରାହୁଲ ଏବଂ ରବିନ୍ଦ୍ର…

ଭାରତ ଏବଂ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ : ଟିମରୁ ବାଦ୍‌ ପଡିପାରନ୍ତି ରବିନ୍ଦ୍ର ଜାଡେଜା, କୁଲଦୀପଙ୍କୁ ମିଳିପାରେ ସୁଯୋଗ !

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଭାରତ ଟିମ ପାଇଁ କଷ୍ଟକର ହୋଇପଡିବ । ପ୍ରଥମ ଟେଷ୍ଟ ମ୍ୟାଚରୁ ବିରାଟ ବାଦ୍‌ ପଡିଥିବା ବେଳେ ମ୍ୟାଚ ହାରିଯାଇଥିଲା ଭାରତ । ଏବେ ଦ୍ୱିତୀୟ ଟେଷ୍ଟରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବାଦ୍‌ ପଡିପାରନ୍ତି ବୋଲି ଚର୍ଚ୍ଚା…