Browsing Tag

IND vs ENG

ବୁମରାଙ୍କ କୁନି ଫ୍ୟାନ୍‌, ପାଟି ଖୋଲୁନି ହେଲେ ଏମିତି ଡାକୁଛନ୍ତି: ଦେଖନ୍ତୁ ଭିଡିଓ

ବର୍ମିଂହାମର ଏଜବାଷ୍ଟନରେ କ୍ରିକେଟ ଗ୍ରାଉଣ୍ଡରେ ଚାଲିଛି ଇଂଲଣ୍ଡ ଏବଂ ଭାରତ ମଧ୍ୟ ଟେଷ୍ଟ ମ୍ୟାଚ। ଦୁଇଟିମ୍‌ ମଧ୍ୟରେ ଗତବର୍ଷର ୫ଟି ଟେଷ୍ଟ ସିରିଜ ମଧ୍ୟ ଗୋଟିଏ ବଳକା ମ୍ୟାଚ ରହିଥିଲା। ଯାହାକୁ ଏବେ ଖେଳାଯାଉଛି। ଟିମ୍‌ ଇଣ୍ଡିଆ ଏହି ସିରିଜକୁ ୨-୧ରେ ଜିତିଛି। ୧୫ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ…

ଇଂଲଣ୍ଡ ବିପକ୍ଷରେ ଟି-୨୦ ଓ ଦିନିକିଆ ପାଇଁ ଅଲଗା ଅଲଗା ଟିମ୍‌ ଘୋଷଣା କଲା ବିସିସିଆଇ: ପ୍ରଥମ ମ୍ୟାଚରେ ଖେଳିବେନି…

ଇଂଲଣ୍ଡ ବିପକ୍ଷ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ଏହି ସିରିଜରେ ଦିନିକିଆ ଏବଂ ଟି-୨୦ ପାଇଁ ରୋହିତ ଶର୍ମା ଅଧିନାୟକ ରହିବେ । ଆଜିଠାରୁ ଟିମ୍‌ ଇଣ୍ଡିଆ ଏଜବେଷ୍ଟସନରେ ଟେଷ୍ଟ ମ୍ୟାଚ ଖେଳୁଛି। ଟି-୨୦ ସିରିଜ ଜୁଲାଇ ୭ ତାରିଖରୁ ଆରମ୍ଭ…

ଆଜିଠୁ ଆରମ୍ଭ ହେଉଛି ପଞ୍ଚମ ଟେଷ୍ଟ, ୧୫ ବର୍ଷ ପରେ ଇତିହାସ ରଚିବାର ସୁଯୋଗ

ବର୍ମିଂହାମର ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଆଜିଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ପଞ୍ଚମ ଟେଷ୍ଟ । ଦୁଇ ଟିମ୍‌ ମଧ୍ୟରେ ଗତବର୍ଷର ୫ଟି ଟେଷ୍ଟ ସିରିଜ ମଧ୍ୟରୁ ଗୋଟିଏ ବଳକା ମ୍ୟାଚ ଖେଳାଯିବ। ଟିମ୍‌ ଇଣ୍ଡିଆ ଏହି ସିରିଜକୁ ୨-୧ ମ୍ୟାଚରେ ଜିତିଛି। ଏମିତିରେ ଟିମ୍‌ ଇଣ୍ଡିଆ…

କୋଚ ରାହୁଲ ଦ୍ରାବିଡ ସହ ରିଷଭ ପନ୍ତ, ଶ୍ରେୟସ ଆୟର କଲେ ଇଂଲଣ୍ଡ ଟୁର: ରାହୁଲଙ୍କ ସ୍ଥାନରେ ଖେଳିବେ ମୟଙ୍କ

ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ସିରିଜ ପାଇଁ ଭାରତୀୟ ଟିମ୍‌ ଇଂଲଣ୍ଡ ଯାତ୍ରା କରିଛି। କିନ୍ତୁ କୋଚ୍‌ ରାହୁଲ ଦ୍ରାବିଡ, ରିଷଭ ପନ୍ତ ଏବଂ ଶ୍ରେୟସ ଆୟର ଇଂଲଣ୍ଡ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ରିପୋର୍ଟ ମୁତବାକ, ରାହୁଲଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ଵାଲ ଟିମରେ ସାମିଲ…

Ind vs Eng: ଆଉଟ୍‌ ହେବା ପରେ ରାଗରେ ଡ୍ରେସିଂ ରୁମ୍‌ ଏମିତି କଲେ କୋହଲି, ଭିଡିଓ ହେଲା ଭାଇରାଲ

ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଅଧିନାୟକ ବିରାଟ କୋହଲି ମାତ୍ର ୪୪ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଥିଲେ। କିନ୍ତୁ ପୂର୍ବର ଅନେକ ଇନିଂସ ପରି ଏଥର ମଧ୍ୟ ସେ ସେଟ୍ ହେବା ପରେ ଆଉଟ୍ ହୋଇଥିଲ । ଟେଷ୍ଟ କ୍ରିକେଟରେ ଷଷ୍ଠ ଥର ପାଇଁ…

ବିରାଟ ଦେଲେ ସଂକେତ, ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି ଏହି ଖେଳାଳି

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ବହୁ ପ୍ରତିକ୍ଷୀତ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ । କରୋନା ସଂକ୍ରମଣ, ଆଇସୋଲେସନ, କ୍ୱାରେଣ୍ଟାଇନ୍‌, ମାନସିକ ଅସୁସ୍ଥତା ଓ ଆହତ ସମସ୍ୟାକୁ ପଛରେ ପକାଇ ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ଶେଷ କରିଛନ୍ତି । ଟିମ୍ ଇଣ୍ଡିଆ…

ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ, ମ୍ୟାଚ୍‌ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କେନ୍ଯୁଜ୍: ଭାରତ ଇଂଲଣ୍ଡ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ । ପ୍ରଥମ ଦିନିକିଆ ଜିତିବା ପରେ ଆଜିର ମ୍ୟାଚ୍‌ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଭାରତ । ଶ୍ରେୟସ ଆୟର ଆହତ କାରଣରୁ ବାଦ ପଡିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ମ୍ୟାଚ ଖେଳିବା ଯଥେଷ୍ଟ ସମ୍ଭାବନା ରହିଛି । ସୂର୍ଯ୍ୟକୁମାର ଆଜି…

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଶେଷ ଟି-୨୦, ହେବ ନିର୍ଣ୍ଣାୟକ ଲଢେଇ

କେନ୍ଯୁଜ୍: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଶେଷ ଟି-୨୦ । ଦୁଇ ଦଳ ମଧ୍ୟରେ ହେବ ନିର୍ଣ୍ଣାୟକ ଲଢେଇ । ସିରିଜ୍‌ ୨-୨ରେ ବରାବର ଥିବାରୁ ଆଜିର ମ୍ୟାଚ୍‌ ଜିତି ଟାଇଟଲ ହାତେଇବାକୁ ଚେଷ୍ଟା କରିବେ ଉଭୟ ଦଳ । କହିବାକୁ ଗଲେ ଆଜିର ମ୍ୟାଚ୍‌ ଟି-୨୦ ସିରିଜ୍‌ର ଫାଇନାଲ ମ୍ୟାଚ୍‌ । ବିଶ୍ୱ ଟି-୨୦…

ଭାରତ ଓ ଇଂଲଣ୍ଡ ସିରିଜର ଆରମ୍ଭ ହୋଇଛି ଶେଷ ଟେଷ୍ଟ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ

କେନ୍ଯୁଜ୍: ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ସିରିଜର ଚତୁର୍ଥ ତଥା ଶେଷ ଟେଷ୍ଟ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଟିମ୍‌ ଇଣ୍ଡିଆ ୩ ସ୍ପିନର ଓ ୨ ଦ୍ରୁତ ବୋଲର କମ୍ବିନେସନରେ ଚୂଡ଼ାନ୍ତ ୧୧ ପ୍ରସ୍ତୁତ କରିଛି । ଚତୁର୍ଥ ଟେଷ୍ଟରେ ବୁମ୍‌ରାହଙ୍କ…

ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଖେଳାଳିଙ୍କର ହେଲା ପ୍ରଥମ କରୋନା ଟେଷ୍ଟ, ଜାଣନ୍ତୁ କ’ଣ ଆସିଲା ରିପୋର୍ଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଫେବ୍ରୁଆରୀ ୫ରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇରେ ଖେଳିବେ ଉଭୟ ଦଳ । ଏହାପୂର୍ବରୁ ଗୁରୁବାର ଭାରତୀୟ କ୍ରିକେଟରଙ୍କ ଆରଟି ପିସିଆର ଟେଷ୍ଟ ହୋଇଥିଲା । ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି ।…