Browsing Tag

IND vs SL

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଜସପ୍ରୀତ ବୁମରା, BCCI ଜଣାଇଲା କାରଣ

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟକା । ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଷ୍ଟାର ବୋଲର ଜସପ୍ରୀତ ବୁମରା । ବୁମରା ଟିମରେ ସ୍ଥାନ ପାଇବା ପାଇଁ ଫ୍ୟାନ୍ସ ଖୁସି ହୋଇଯାଇଥିଲେ । ହେଲେ ଏବେ ତାଙ୍କ ବାଦ୍‌ ପଡିବା ନେଇ ଫ୍ୟାନ୍ସ ନିରାଶ ରହିଛନ୍ତି । ଗତ…

ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଦେଖି ପ୍ରଶଂସାରେ ପୋତି ପକାଇଲେ ବିରାଟ କୋହଲି, ବିରାଟଙ୍କୁ ଏମିତି ଜବାବ ଦେଲେ ସୂର୍ଯ୍ୟ

ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବନ୍ଧୁତା ସମସ୍ତେ ମଇଦାନରେ ଦେଖିଛନ୍ତି । ଆଉ କୋହଲି କେବଳ ମଇଦାନରେ ନୁହେଁ ବରଂ ବାହାରେ ମଧ୍ୟ ସାଥି ଖେଳାଳିଙ୍କୁ ଭରପୂର ସମର୍ଥନ କରିଥାନ୍ତି । ଏବେ ବିରାଟ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ଖେଳିନଥିଲେ ସତ କିନ୍ତୁ ଶେଷ ମ୍ୟାଚରେ ସୂର୍ଯ୍ୟଙ୍କ…

ପୁଣି ଚମକି ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ ସୂର୍ଯ୍ୟ, ଆଇସିସି ଟି-୨୦ ର‍୍ୟାଙ୍କିଂରେ ବଜାୟ ରଖିଲେ ଶୀର୍ଷ ସ୍ଥାନ

ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ କବଜା କରିନେଇଛି। ରାଜକୋଟରେ ଖେଳାଯାଉଥିବା ମ୍ୟାଚରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାକୁ ୯୧ ରନରେ ପରାସ୍ତ କରିଛି । ଭାରତ ବିଜୟ ପାଇଁ ଶ୍ରୀଲଙ୍କା ସାମ୍ନାରେ ୨୨୯ ରନର ଲକ୍ଷ୍ୟ ରଖିଥିଲା । କିନ୍ତୁ ଶ୍ରୀଲଙ୍କା…

ଦ୍ବିତୀୟ ଟି-୨୦: ଭାରତକୁ ୧୬ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା, ଜାନୁଆରି ୭ରେ ନିର୍ଣ୍ଣାୟକ ମୁକାବିଲା

ଦ୍ୱିତୀୟ ଟି-ଟେ୍ଵଣ୍ଟିରେ ଭାରତକୁ ୧୬ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା । ଅକ୍ଷର ପଟେଲଙ୍କ ବିସ୍ଫୋରକ ଇଂନିସ ସତ୍ୱେ ହାରିଲା ଭାରତ । ୨୦୭ ରନ୍‌ର ପିଛା କରୁଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୧୯୦ ରନ କରିଥିଲା । ଏଥିସହ ୩ ମ୍ୟାଚ ବିଶିଷ୍ଟ ଟି-ଟେ୍ଵଣ୍ଟି ସିରିଜ ୧-୧ରେ…

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦: ସିରିଜ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, ସଞ୍ଜୁଙ୍କ ସ୍ଥାନରେ ଖେଳିବେ…

ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ । ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ସନ୍ଧ୍ୟାରେ ୭ଟାରେ ଖେଳାଯିବ ମ୍ୟାଚ୍‌ । ପ୍ରଥମ ମ୍ୟାଚକୁ ରୋମାଞ୍ଚକ ଅନ୍ଦାଜରେ ଜିତି ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଏବେ ଦ୍ୱିତୀୟଟି-୨୦ ମ୍ୟାଚ ଜିତିବା…

ଇତିହାସ ରଚିଲେ ଶିଭମ ମାଭି, ଟି-୨୦ ଡେବ୍ୟୁ ମ୍ୟାଚରେ ୪ଟି ଓ୍ଵିକେଟ ନେଇଥିବା ତୃତୀୟ ଶ୍ରେଷ୍ଠ ବୋଲର

ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ମାତ୍ର ୨ ରନରେ ଜିତିଛି ଭାରତ । ୧୬୩ ରନର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ୧୬୦ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ପ୍ରଥମ ଇଣ୍ଟରନ୍ୟାସନାଲ ମ୍ୟାଚରେ ଡେବ୍ୟୁ କରିଥିବା ବୋଲର ଶିଭମ୍‌ ମାଭି ଭଲ ପ୍ରଦର୍ଶନ…

ଆଜିଠୁ ଶ୍ରୀଲଙ୍କା ଟି-୨୦ ସିରିଜ: ହାର୍ଦ୍ଦିକଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଯୁବ ବାହିନୀ, ଖେଳିବେନି ବିରାଟ, ରୋହିତ…

ଆଜିଠୁ ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଟି-୨୦ ସିରିଜ ଖେଳିବ ଭାରତ । ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳିବ ଟିମ୍ ଇଣ୍ଡିଆ । ଭାରତୀୟ ଦଳର ତିନି ପ୍ରମୁଖ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, କେଏଲ୍ ରାହୁଲଙ୍କ ବିନା…

ଶ୍ରୀଲଙ୍କା ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦର୍ଶାଇଲା ଷ୍ଟାର ସ୍ପୋଟର୍ସ, ଭୁଲ୍‌ ପାଇଁ ପରେ ଡିଲିଟ୍‌…

ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ୨-୦ରେ କ୍ଲିନ୍‌ ସୁଇପ କରିବା ପରେ ଟିମ୍‌ ଇଣ୍ଡିଆ ଏବେ ଶ୍ରୀଲଙ୍କା ସହିତ ସିରିଜ ଖେଳିବ। ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ସିରିଜ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମର ଅଧିନାୟକ ଦାୟିତ୍ୱ ମିଳିବ । ବିସିସିଆଇ ଏପର୍ଯ୍ୟନ୍ତ ଅଫିସିଆଲ…

ଅର୍ଶଦୀପଙ୍କୁ ଗଦ୍ଦାର ବୋଲି କହି ଚିତ୍କାର କଲେ ଫ୍ୟାନ୍‌, ରାଗିଗଲେ ଖେଳାଳି

ଭାରତ-ଶ୍ରୀଲଙ୍କା ମ୍ୟାଚରେ ଭାରତୀୟ ଦଳର ଖେଳାଳି ଅର୍ଶଦୀପ ସିଂ ଶେଷ ଆଡକୁ ଏକ କ୍ୟାଚ୍‌ ଛାଡିବା ଯୋଗୁଁ ଫ୍ୟାନ୍ସ ତାଙ୍କ ଉପରେ ବର୍ଷିଥିଲେ। ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଥିଲେ ଅର୍ଶଦୀପ। ଏବେ ପୁଣିଥରେ ଅର୍ଶଦୀପଙ୍କୁ ଗଦ୍ଦାର ବୋଲି କହିଛନ୍ତି ଫ୍ୟାନ୍ସ। ମ୍ୟାଚ ସରିବା ପରେ ଟିମ୍‌…

ଲଙ୍କା ସେନା ଆଗରେ ଫେଲ୍ ମାରିଲା ରୋହିତଙ୍କ ବାହିନୀ, ପାକିସ୍ତାନ ପରେ ଶ୍ରୀଲଙ୍କାଠୁ ମ୍ୟାଚ୍ ହାରିଲା ଇଣ୍ଡିଆ 

ପୁଣି ପରାଜୟ।  ଏସିଆ କପ୍ ୨୦୨୨ ସୁପର ୪ମ୍ୟାଚ୍ କୁ ୬ ୱିକେଟରେ ଜିତିନେଇଛି ଶ୍ରୀଲଙ୍କା। ଫଳରେ ଭାରତୀୟ ଫ୍ୟାନଙ୍କୁ ନିରାଶ କରିଛି ରୋହିତଙ୍କ ବାହିନୀ। ଏସିଆ କପ୍ ରେ ଫାଇନାଲକୁ ଯିବା ଆଶା ମଉଳିଯାଇଛି। ତେବେ ଭାରତକୁ ହରାଇ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିଛି। ଶ୍ରୀଲଙ୍କା ପକ୍ଷରୁ…

ଜିତିଲେ ବି ଭାରତ ଏସିଆ କପ୍‌ ଫାଇନାଲ୍‌ରେ ପହଞ୍ଚି ପାରିବ ତ ?

ଦୁବାଇ : ଆଉ କିଛି ସମୟ ପରେ ଏସିଆ କପ୍‌ ଟି-୨୦ର ‘କର ବା ମର’ ମ୍ୟାଚ୍‌ରେ ଶ୍ରୀଲଙ୍କା ଭେଟିବ ଟିମ୍‌ ଇଣ୍ଡିଆ । ଏଥିରେ ଜିତିବାକୁ ବାଧ୍ୟ ବୋଲି କୁହାଯାଉଛି । ହେଲେ ଜିତିଲେ ବି ଭାରତୀୟ ଦଳ କଣ ଏସିଆ କପ୍‌ ଫାଇନାଲ୍‌ରେ ପହଞ୍ଚି ପାରିବ ? ଏ ପ୍ରଶ୍ନ ଏବେ ସବୁ କ୍ରିକେଟ୍‌ ପ୍ରେମୀଙ୍କ ମନରେ…

ହୃଦୟ ଜିତିଲା ଟିମ୍‌ ଇଣ୍ଡିଆ, ଦ୍ରାବିଡ ଏବଂ କୋହଲି ସୁରଙ୍ଗା ଲକମଲଙ୍କୁ ଡ୍ରେସିଂ ରୁମରେ ଜଣାଇଲେ ଶୁଭେଚ୍ଛା

ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ସମସ୍ତଙ୍କ ହୃଦୟ ଜିତିଛନ୍ତି। ଦୁହେଁ ଶ୍ରୀଲଙ୍କା ଖେଳାଳି ସୁରଙ୍ଗା ଲକମଲଙ୍କୁ କ୍ରିକେଟ କ୍ୟାରିଅର ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସୁରଙ୍ଗା ଲକମଲ ଭାରତ ବିରୋଧରେ ଶେଷ ସିରିଜ ଖେଳିବେ ବୋଲି। ତେଣୁ…