Browsing Tag

independence day 2022

ସ୍ଵାଧୀନତା ଦିବସ ଅବସରରେ ପାକିସ୍ତାନୀ କଳାକାର ଭାରତର ଲୋକଙ୍କୁ ଦେଲେ ଏପରି ଉପହାର, ଏହି ଭିଡିଓ ଦେଖି ପ୍ରତ୍ୟେକ…

ଦେଶ ପାଳନ କରିଛି ଏହାର ୭୬ ତମ ସ୍ବାଧିନତା ଦିବସ। ଏହି ଦିନ ପ୍ରତିଟି ଭାରତୀୟଙ୍କ ପାଇଁ ଗୁରୁତ୍ୱପର୍ଣ୍ଣ । ତେବେ ଏହି ଦିନରେ ଜଣେ ପାକିସ୍ତାନୀ ରବାବ କଳାକାର ସିଆଲ ଖାନ ଭାରତକୁ ବିଶେଷ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ ଏପରି ଭେଟି ଦେଇଛନ୍ତି ଯାହା ପାଇଁ ଭାରତୀୟ ଖୁବ୍ ଖୁସି ହୋଇଛନ୍ତି।…

ମାଓ ପ୍ରବଣ ଅଞ୍ଚଳ ନିୟମଗିରିରେ ଉଡ଼ିଲା ତ୍ରିରଙ୍ଗା

କଳାହାଣ୍ଡି(କେନ୍ୟୁଜ୍): ମାଓ ପ୍ରବଣ ଅଞ୍ଚଳ ନିୟମଗିରିରେ ଉଡ଼ିଲା ତ୍ରିରଙ୍ଗା । ହର ଘର ତ୍ରିରଙ୍ଗା, ବନ୍ଦେ ମାତାରାମ ନାରାରେ ପ୍ରକମ୍ପିତ ଗାଁ ଦାଣ୍ଡ । ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଉତ୍ସବମୁଖର। ହେଲେ କଳାହାଣ୍ଡି ଜିଲ୍ଲାର ଅନେକ ଗୁଡିଏ ଗାଁ ଅଛି ଯେଉଁ ଗାଁ…

କଳିଙ୍ଗ ଟିଭି ଓ କେନ୍ୟୁଜ୍‌ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର (କେନ୍ୟୁଜ୍‌) : କଳିଙ୍ଗ ଟିଭି ଓ କେନ୍ୟୁଜ୍‌ ପରିବାର ପକ୍ଷରୁ ଆଜି ପାଳିତ ହୋଇଛି ୭୬ତମ ସ୍ୱାଧୀନତା ଦିବସ । ନୂଆପଲ୍ଲୀ ସ୍ଥିତ କାଯ୍ୟାର୍ଳୟର ଦ୍ୱିତୀୟ କ୍ୟାମ୍ପସ ପରିସରରେ କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ…

ଓଡିଶା ମଧ୍ୟ ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏଥିସହ ସେ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହା ସହ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କରିଛନ୍ତି…

ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, ଦେଶବାସୀଙ୍କୁ କରୁଛନ୍ତି ସମ୍ବୋଧନ

ନୂଆଦିଲ୍ଲୀ(କେନ୍ୟୁଜ୍) : ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ଏହାସହିତ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି। ପ୍ରଥମେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ, ଦିଲ୍ଲୀରୁ ପଲ୍ଲୀ ସବୁଠି ଆନନ୍ଦ ଉଲ୍ଲାସ

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଆନନ୍ଦ ଉଲ୍ଲାସ। ନୂଆଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ…

ସ୍ୱାଧୀନତା ଦିବସ ଅବସରରେ BSNL ଦେଉଛି ବମ୍ପର ଅଫର : ମାତ୍ର ୨୭୫ ଟଙ୍କାରେ ମିଳୁଛି ଜବରଦସ୍ତ ବେନିଫିଟ୍…

ବିଏସଏନଏଲ୍ ଭାରତ ଫାଇବର ସ୍ୱାଧୀନତା ଦିବସ ଅବସରରେ ତାର ଗ୍ରାହକ ମାନଙ୍କୁ ବଡ଼ ଅଫର ଦଉଛି । BSNL କେବଳ ୨୭୫ ଟଙ୍କା ପାଇଁ ୭୫ ଦିନର ଫାଇବର ବ୍ରଡବ୍ୟାଣ୍ଡ ସର୍ଭିସ୍ ନେଇଆସିଛି। କିନ୍ତୁ ଆସନ୍ତୁ ଜାଣିବା ଯେ ଏହି ଯୋଜନା ପ୍ରତ୍ୟେକ ପ୍ଲାନ ରେ ପ୍ରଯୁଜ୍ୟ ନୁହେଁ | ବିଏସଏନଏଲ ଭାରତ ଫାଇବର ଏହାର…

ସ୍ବାଧୀନତା ଦିବସ ଅବସରରେ ଆଜିଠୁ ୧୫ ତାରିଖ ପର୍ଯ୍ୟନ୍ତ ମାଗଣାରେ ବୁଲିପାରିବେ ରାଜସ୍ଥାନର ସମସ୍ତ ଐତିହାସିକ ସ୍ଥାନ,…

ନୂଆଦିଲ୍ଲୀ : ଦେଶ ପାଳିବାକୁ ଯାଉଛି ୭୫ତମ ସ୍ବାଧୀନତା ଦିବସ । ଏହା ପୂର୍ବରୁ ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ 'ଆଜାଦିକା ଅମୃତ ମହୋତ୍ସବ' (Azadi Ka Amrit Mahotsav) ପାଳନ କରାଯାଉଛି। ଅନ୍ୟପକ୍ଷରେ ରାଜସ୍ଥାନର ଗହଲୋତ ସରକାର ରାଜ୍ୟବାସୀ ତଥା ଏଠାକୁ ଆସୁଥିବା…

ଜିଓର Independence day ଅଫର, ମାଗଣାରେ ଘରେ ବସି ପାଆନ୍ତୁ ଦୈନିକ ୨.୫ଜିବି ଡାଟା ସହିତ ଅନଲିମିଟେଡ କଲିଂ ଓ ଏସଏମ୍‌ଏସ…

କମ ମୂଲ୍ୟରେ ମନୋରଞ୍ଜନର ପୂରା ଫାଇଦା ଉଠାଇବାକୁ ଚାହୁଁଥିଲେ ଆଉ ଡେରି କରନ୍ତୁ ନାହିଁ। ଦେଶର ପ୍ରମୁଖ ଜିଓ କମ୍ପାନୀ ତାର ୟୁଜର୍ସଙ୍କୁ ଖୁସି କରାଇବା ପାଇଁ ସ୍ୱାଧୀନତା ଦିବସ ଅବସରରେ ଆଣିଛି ଶାନଦାର ଅଫର। ଏମିତିରେ ଆପଣଙ୍କ ପାଇଁ ପକେଟ ଫ୍ରେଣ୍ଡଲି ଅଫର ନେଇ ଆସିଛି ରିଲାଏନ୍ସ ଜିଓ।…

ସ୍ୱାଧୀନତା ଦିବସ ପାଇଁ BSNLଦେଉଛି ବମ୍ପର ଅଫର : ଏହି ରିଚାର୍ଜରେ ପାଇବେ ୭୫ଜିବି ଡାଟା ସହିତ ୩୩୦ ଦିନର ଭାଲିଡିଟି

ସରକାରୀ ଟେଲିକମ୍ କମ୍ପାନୀ BSNL ନିକଟରେ ଅନେକ ନୂତନ ଅଫର ପ୍ରକାଶ କରିଛି। ଯାହା ବିଷୟରେ ୟୁଜର୍ସ ମାନେ ଜାଣି ବହୁତ ଖୁସି ହୁଅନ୍ତି । ସ୍ୱାଧୀନତା ଦିବସ ଯୋଗୁଁ, ବିଏସଏନଏଲ ଗ୍ରାହକମାନଙ୍କୁ ଏଭଳି ଅଫର ଦେଉଛି, ଯାହା ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ମଧ୍ୟ ଦେଉନାହିଁ। ଏହି ଅଫରଗୁଡିକ…

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଶେଷ: କଡା ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ଛାଉଣୀରେ ଗାନ୍ଧୀ ମାର୍ଗକୁ…

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଶେଷ । ଆସନ୍ତାକାଲି ବୀର ବାଦ୍ୟରେ କମ୍ପିବ ମହାତ୍ମାଗାନ୍ଧୀ ମାର୍ଗ। କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସିସିଟଭି ଛାଉଣୀ କରାଯାଇଛି। ଗାନ୍ଧୀ ମାର୍ଗକୁ ସିଲ୍‌ କରାଯାଇଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା…